Solomon 2:1 in Oriya

ଓଡିଆ ଓଡିଆ ବାଇବେଲ ପରମଗୀତ ପରମଗୀତ 2 ପରମଗୀତ 2:1

Song Of Solomon 2:1
ମୁଁ ଶାରୋଣର ଗୋଲାପ ଏବଂ ଉପତ୍ୟକାର କଇଁ ଫୁଲ ଅଟେ।

Song Of Solomon 2Song Of Solomon 2:2

Song Of Solomon 2:1 in Other Translations

King James Version (KJV)
I am the rose of Sharon, and the lily of the valleys.

American Standard Version (ASV)
I am a rose of Sharon, A lily of the valleys.

Bible in Basic English (BBE)
I am a rose of Sharon, a flower of the valleys.

Darby English Bible (DBY)
I am a narcissus of Sharon, A lily of the valleys.

World English Bible (WEB)
I am a rose of Sharon, A lily of the valleys.

Young's Literal Translation (YLT)
As a lily among the thorns,

I
אֲנִי֙ʾăniyuh-NEE
am
the
rose
חֲבַצֶּ֣לֶתḥăbaṣṣelethuh-va-TSEH-let
of
Sharon,
הַשָּׁר֔וֹןhaššārônha-sha-RONE
lily
the
and
שֽׁוֹשַׁנַּ֖תšôšannatshoh-sha-NAHT
of
the
valleys.
הָעֲמָקִֽים׃hāʿămāqîmha-uh-ma-KEEM

Cross Reference

ପରମଗୀତ 5:13
ତାଙ୍କର ଗଣ୍ଡଦେଶ ସୁଗନ୍ଧି ଲତାର କିଆରି ସ୍ବରୂପ ସୁଗନ୍ଧି ତୃଣର ତଟ ସ୍ବରୂପ। ତାଙ୍କର ଓଷ୍ଠଧାର କଇଁଫୁଲ ତୁଲ୍ଯ ତହିଁରୁ ଦ୍ରବ ଗନ୍ଧରସ ଝ ରେ।

ଯିଶାଇୟ 35:1
ଶୁଷ୍କ ମରୁଭୂମି ଆନନ୍ଦିତ ହବେ। ପୁଣି ମରୁଭୂମି ଉଲ୍ଲାସିତ ହାଇେ ପୁଷ୍ପତୁଲ୍ଯ ପ୍ରଫୁଲିତ ହବେ।

ହୋଶେୟ 14:5
ଇଶ୍ରାୟେଲ ପାଇଁ ଆମ୍ଭେ କୁହୁଡି ପରି ହବୋ। ଇଶ୍ରାୟେଲ କଇଁଫୁଲ ପରି ଫୁଟିବ। ସେ ଲିବାନୋନର ଦବଦୋରୁ ଗଛପରି ବଢିବ।

ଗୀତସଂହିତା 85:11
ପୃଥିବୀର ଲୋକମାନେ ପରମେଶ୍ବରଙ୍କଠାରେ ବିଶ୍ବସ୍ତ ହବେେ ଏବଂ ସ୍ବର୍ଗରେ ପରମେଶ୍ବର ସମାନଙ୍କେର ମଙ୍ଗଳ କରିବେ।

ପରମଗୀତ 2:16
ହେ ମାରେ ପ୍ରିଯତମ, ତୁମ୍ଭେ ମାରେ, ମୁଁ ତୁମ୍ଭର ଅଟେ। ମାରେପ୍ରିଯତମ, ସେ କଇଁଫୁଲମାନଙ୍କ ମଧିଅରେ ଆପଣା ପଲ ଚରାଉଅଛନ୍ତି।

ପରମଗୀତ 6:3
ମୁଁ ଆପଣା ପ୍ରିଯତମଙ୍କର ଓ ମାେ ପ୍ରିଯତମ ମାହେର। ସେ ଶାେଶନ୍ ପୁଷ୍ପ ବନ ରେ ଆପଣା ପଲ ଚରାନ୍ତି।

ଯିଶାଇୟ 57:15
କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ବର, ସହେି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି ; ଆମ୍ଭେ ଉର୍ଦ୍ଧ୍ବ ଓ ପବିତ୍ର ସ୍ଥାନ ରେ ବାସ କରୁ। ଆଉ ମଧ୍ଯ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନିମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।