Romans 6:18
ତୁମ୍ଭମାନଙ୍କୁ ପାପରୁ ମୁକ୍ତ କରା ହେଲା ଓ ଏବେ ତୁମ୍ଭମାନେେ ଧାମିର୍କତାର ଦାସ ହାଇେଛ।
Romans 6:18 in Other Translations
King James Version (KJV)
Being then made free from sin, ye became the servants of righteousness.
American Standard Version (ASV)
and being made free from sin, ye became servants of righteousness.
Bible in Basic English (BBE)
And being made free from sin you have been made the servants of righteousness.
Darby English Bible (DBY)
Now, having got your freedom from sin, ye have become bondmen to righteousness.
World English Bible (WEB)
Being made free from sin, you became bondservants of righteousness.
Young's Literal Translation (YLT)
and having been freed from the sin, ye became servants to the righteousness.
| Being then made | ἐλευθερωθέντες | eleutherōthentes | ay-layf-thay-roh-THANE-tase |
| free | δὲ | de | thay |
| from | ἀπὸ | apo | ah-POH |
| τῆς | tēs | tase | |
| sin, | ἁμαρτίας | hamartias | a-mahr-TEE-as |
| servants the became ye | ἐδουλώθητε | edoulōthēte | ay-thoo-LOH-thay-tay |
| of | τῇ | tē | tay |
| righteousness. | δικαιοσύνῃ | dikaiosynē | thee-kay-oh-SYOO-nay |
Cross Reference
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:22
କିନ୍ତୁ ଏବେ ତୁମ୍ଭମାନେେ ପାପରୁ ମୁକ୍ତ। ତୁମ୍ଭମାନେେ ଏବେ ପରମେଶ୍ବରଙ୍କର ଦାସ ଓ ଏହା କବଳେ ପରମେଶ୍ବରଙ୍କ ପାଇଁ ତୁମ୍ଭମାନଙ୍କୁ ଜୀବନ ଆଣି ଦବେ। ତା'ପରେ ତୁମ୍ଭମାନେେ ସଦାକାଳ ପାଇଁ ଅନନ୍ତ ଜୀବନ ପାଇବ।
ଯୋହନଲିଖିତ ସୁସମାଚାର 8:32
ତୁମ୍ଭେ ସତ୍ଯକୁ ଜାଣିବ ଓ ସହେି ସତ୍ଯ ତୁମ୍ଭକୁ ମୁକ୍ତ କରିବ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:2
ମୁଁ ଦୋଷୀ ବଲେି ବିଚାରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଆତ୍ମାର ବ୍ଯବସ୍ଥା ଜୀବନ ଦିଏ ଓ ତାହା ମାେତେ ମୁକ୍ତ କରିଛି। ପାପ ଓ ମୃତ୍ଯୁ ଆଣୁଥିବା ବ୍ଯବସ୍ଥାରୁ ଏହା ମାେତେ ମୁକ୍ତ କରିଛି।
ପିତରଙ୍କ ପ୍ରଥମ ପତ୍ 2:16
ପରମେଶ୍ବର ଏହା ଚାହାଁନ୍ତି। ସ୍ବାଧୀନ ଲୋକ ଭଳି ବିଚରଣ କର। କିନ୍ତୁ ମନ୍ଦ କର୍ମ କରିବା ପାଇଁ ଏହି ସ୍ବାଧୀନତାର ଅପବ୍ଯବହାର କର ନାହିଁ। ପରମେଶ୍ବରଙ୍କ ସବୋ ରେ ଜୀବନ କାଟ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:1
ଆମ୍ଭେ ସମସ୍ତେ ଏବେ ସ୍ବାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ବାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ବର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:7
ଯେଉଁ ଲୋକ ମରିଯାଇଛି, ସେ ପାପର ଦାସତ୍ବରୁ ମୁକ୍ତ ହାଇେ ଯାଇଛି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:21
ଯଦି ପରମେଶ୍ବର ତୁମ୍ଭମାନଙ୍କୁ କ୍ରୀତଦାସ ଥିବା ଅବସ୍ଥା ରେ ଡ଼ାକିଛନ୍ତି, ସେଥିପାଇଁ ଦୁଃଖ କର ନାହିଁ। କିନ୍ତୁ ଯଦି ତୁମ୍ଭମାନେେ ସ୍ବାଧୀନ ହାଇପୋର, ତାହାହେଲେ ସହେି ସୁଯୋଗର ବ୍ଯବହାର କର।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:19
ଲୋକେ ଜାଣିଥିବା ଗୋଟିଏ ଉଦାହରଣ ଦଇେ ମୁଁ ଏ କଥା ତୁମ୍ଭମାନଙ୍କୁ ବୁଝାଉଛି। ଏହାକୁ ବୁଝିବା କଷ୍ଟକର ହାଇେଥିବା କାରଣରୁ ମୁଁ ଏହି ଭଳି ବୁଝାଉଛି। ଅତୀତ ରେ ତୁମ୍ଭମାନେେ ନିଜ ଶରୀରର ଅଙ୍ଗଗୁଡ଼ିକୁ ପାପର ଦାସ ହବୋକୁ ଓ ମନ୍ଦ କର୍ମ ରେ ନିୟୁକ୍ତ କରିଥିଲ। ଫଳ ସ୍ବରୂପ ତୁମ୍ଭମାନେେ ପରମେଶ୍ବରଙ୍କ ବିରୁଦ୍ଧ ରେ ଜୀବନ ଯାପନ କରୁଥିଲ। ଠିକ୍ ସହେି ଭଳି ଏବେ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼ିକୁ ଭଲ କାମ କରିବା ପାଇଁ ସମର୍ପଣ କର। ତବେେ ତୁମ୍ଭମାନେେ କବଳେ ପରମେଶ୍ବରଙ୍କ ପାଇଁ ବଞ୍ଚିବ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:14
ପାପ ତୁମ୍ଭମନଙ୍କର ସ୍ବାମୀ ହବେ ନାହିଁ। କାରଣ ତୁମ୍ଭମାନେେ ବ୍ଯବସ୍ଥାର ବନ୍ଧନ ରେ ନୁହଁ। ତୁମ୍ଭମାନେେ ଏବେ ପରମେଶ୍ବରଙ୍କ ଅନୁଗ୍ରହ ରେ ଜୀବିତ ଅଛ।
ଯୋହନଲିଖିତ ସୁସମାଚାର 8:36
ତେଣୁ ଯଦି ସହେି ପୁତ୍ର ତୁମ୍ଭକୁ ମୁକ୍ତି ଦିଅନ୍ତି, ତବେେ ତୁମ୍ଭେ ପ୍ରକୃତ ରେ ମୁକ୍ତି ପାଇବ।
ଲୂକଲିଖିତ ସୁସମାଚାର 1:74
ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତୃଙ୍କ ଶକ୍ତି କବଳରୁ ମୁକ୍ତ କରିବେ। ତା ଫଳ ରେ ଆମ୍ଭମାନେେ ନିର୍ଭୟ ରେ ପରମେଶ୍ବରଙ୍କ ସବୋ କରିପାରିବୁ।
ଯିଶାଇୟ 54:17
ତୁମ୍ଭ ବିପକ୍ଷ ରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହବେ ନାହିଁ। ତୁମ୍ଭ ପ୍ରତିକୂଳ ରେ କହୁଥିବା ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ।'
ଯିଶାଇୟ 26:13
ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ତୁମ୍ଭକୁ ଛାଡ଼ି ଆମ୍ଭେ ଅନ୍ୟ ପ୍ରଭୁଙ୍କୁ ଅନୁସରଣ କରୁଥିଲୁ ଓ ଅନ୍ୟ ପ୍ରଭୁ ଆମ୍ଭମାନଙ୍କ ଉପ ରେ ରାଜତ୍ବ କରୁଥିଲେ। ମାତ୍ର ଆମ୍ଭମାନେେ ତୁମ୍ଭର ନାମକୁ କବଳେ ସ୍ମରଣ କରିବୁ ଓ କୀର୍ତ୍ତନ କରିବୁ।
ଗୀତସଂହିତା 119:45
ତଣେୁ ମୁଁ ମୁକ୍ତ ହବେି, କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।
ଗୀତସଂହିତା 119:32
ମୁଁ ବହୁ ଆନନ୍ଦ ସହକାରେ ତୁମ୍ଭର ଆଦେଶସବୁ ମାନିବି, ଯେତବେେଳେ ତୁମ୍ଭେ ମାରେ ବୁଝିବା ଶକ୍ତିକୁ ପ୍ରଶସ୍ତ କରିବ।
ଗୀତସଂହିତା 116:16
ମୁଁ ତୁମ୍ଭର ଦାସ। ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁର ଶିଙ୍କୁଳିରୁ ମୁକ୍ତ କର।