ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:1 in Oriya

ଓଡିଆ ଓଡିଆ ବାଇବେଲ ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3 ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:1

Romans 3:1
ଅତଏବ ଯିହୂଦୀମାନଙ୍କଠା ରେ କଣ ଅଧିକ ଅଛି ଯାହା ଅନ୍ୟ ଲୋକମାନଙ୍କଠା ରେ ନାହିଁ? ଅସୁନ୍ନତ ହବୋ ରେ କଣ ବିଶଷେ ମୂଲ୍ଯ ଅଛି?

Romans 3Romans 3:2

Romans 3:1 in Other Translations

King James Version (KJV)
What advantage then hath the Jew? or what profit is there of circumcision?

American Standard Version (ASV)
What advantage then hath the Jew? or what is the profit of circumcision?

Bible in Basic English (BBE)
How then is the Jew better off? or what profit is there in circumcision?

Darby English Bible (DBY)
What then [is] the superiority of the Jew? or what the profit of circumcision?

World English Bible (WEB)
Then what advantage does the Jew have? Or what is the profit of circumcision?

Young's Literal Translation (YLT)
What, then, `is' the superiority of the Jew? or what the profit of the circumcision?

What
Τίtitee

οὖνounoon
advantage
τὸtotoh
then
περισσὸνperissonpay-rees-SONE
hath
the
τοῦtoutoo
Jew?
Ἰουδαίουioudaiouee-oo-THAY-oo
or
ēay
what
τίςtistees

ay
profit
ὠφέλειαōpheleiaoh-FAY-lee-ah
is
there
of

τῆςtēstase
circumcision?
περιτομῆςperitomēspay-ree-toh-MASE

Cross Reference

ଆଦି ପୁସ୍ତକ 25:32
ଏଷୌ ଉତ୍ତର ଦଲୋ, ଦେଖ ମୁଁ ମଲା ପରି, ଜ୍ଯଷ୍ଠୋଧିକାର ରେ ମାରେ କି ଲାଭ? ତେଣୁ ମୁଁ ଏହା ତୁମ୍ଭକୁ ଦବେି।

ଉପଦେଶକ 6:8
ଏହି ପ୍ରକାରର ଜଣେ ଜ୍ଞାନୀ ଜଣେ ମୂର୍ଖଠାରୁ କେଉଁ ଗୁଣ ରେ ଭଲ? ଜଣେ ଗରିବ ଲୋକ ଅନ୍ୟମାନଙ୍କୁ କିପରି ବ୍ଯବହାର କରିବାକୁ ହବେ, ତାହା ଯଦି ଜାଣେ, ଉତ୍ତମତା କଣ?

ଉପଦେଶକ 6:11
ସମାନେେ ଯେତେ ଅଧିକ ୟୁକ୍ତି କରିବେ, ତାହା େସତେ ଅନାବଶ୍ଯକ ଅଟେ। ଏହା ତାଙ୍କର କ'ଣ ଲାଭ ହବେ ?

ଯିଶାଇୟ 1:11
ପରମେଶ୍ବର କୁହନ୍ତି, ମୁଁ ତୁମ୍ଭମାନଙ୍କର ଏହି ବଳିଦାନସବୁ କାହିଁକି ଦରକାର କରେ। ମୁଁ ମଷେର ଓ ହୃଷ୍ଟପୃଷ୍ଟ ଗୋରୁଗାଈର ମଦରେ ହାମବେଳି ପ୍ରତି ବିତୃଷ୍ଣା ହାଇେ ୟାଇଛି। ମୁଁ ଆଉ ଷଣ୍ଢ ମଷେ ଓ ଛାଗମାନଙ୍କର ରକ୍ତ ଚା ହେଁ ନାହିଁ।

ମଲାଖୀ 3:14
ତୁମ୍ଭମାନେେ କହିଲ, ପରମେଶ୍ବରଙ୍କୁ ଉପାସନା କରିବା ନିରର୍ଥକ। ଆମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯା ପାଳନ କରିଥିଲୁ ମାତ୍ର ଆମ୍ଭମାନେେ କିଛି ଉପକୃତ ହେଲୁନାହିଁ। ଆମ୍ଭମାନେେ ଆମ୍ଭମାନଙ୍କର ପାପ ପାଇଁ ଡାକିଲୁ, ମାତ୍ର ତା'ର ଫଳ କିଛି ହେଲା ନାହିଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:25
ଯଦି ତୁମ୍ଭେ ବ୍ଯବସ୍ଥା ପାଳନ କରୁଛ, ତା ହେଲେ ତୁମ୍ଭର ସୁନ୍ନତ ହବୋର ମୂଲ୍ଯ ଅଛି। କିନ୍ତୁ ତୁମ୍ଭେ ଯଦି ବ୍ଯବସ୍ଥା ଭଙ୍ଗ କରୁଛ ତା ହେଲେ ତୁମ୍ଭେ ସୁନ୍ନତ ନ ହବୋ ସହିତ ସମାନ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:32
ଯଦି ମୁଁ ଏଫିସଠା ରେ ମାରେ ଗର୍ବ ରକ୍ଷାର୍ଥେ ବନ୍ଯପଶୁମାନଙ୍କ ସହ ୟୁଦ୍ଧ କରିଛି, ତା' ହେଲେ ମୁଁ କ'ଣ ବା ପାଇଲି ? ଯଦି ମୃତ ଲୋକ ମୃତ୍ଯୁରୁ ଉତ୍ଥିତ ହବେ ନାହିଁ, ତା' ହେଲେ ଆସ ଖାଇବା, ପିଇବା, ମଉଜ କରିବା କାରଣ କାଲି ମରିବାକୁ ହବେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 13:9
ନାନା ପ୍ରକାରର ଅଜଣା ଶିକ୍ଷା ଦ୍ବାରା ଭୁଲ ବାଟରେ ପରିଚାଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ବାରା ନୁହେଁ, ବରଂ ପରମେଶ୍ବରଙ୍କ ଅନୁଗଅହ ଦ୍ବାରା ଶକ୍ତିଶାଳୀ ହବୋ ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ବାରା କିଛି ସାହାୟ୍ଯ ମିଳେ ନାହିଁ।