English
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:1 ଚିତ୍ର
ସାର୍ଦ୍ଦୀ ମଣ୍ଡଳୀର ଦୂତଙ୍କୁ ଏହା ଲେଖ : ଯାହାଙ୍କଠା ରେ ପରମେଶ୍ବରଙ୍କର ସାତାଟେି ଆତ୍ମା ଓ ସାତାଟେି ନକ୍ଷତ୍ର ଅଛି, ସେ ଏହି କଥାଗୁଡ଼ିକ ତୁମ୍ଭକୁ କହୁଛନ୍ତି, ମୁଁ ତୁମ୍ଭ କର୍ମ ବିଷୟ ରେ ଜାଣେ। ଲୋକମାନେ କହନ୍ତି, ତୁମ୍ଭେ ନାମକୁ ମାତ୍ର ଜୀବିତ, କିନ୍ତୁ ପ୍ରକୃତ ରେ ମୃତ।