ଗୀତସଂହିତା 91:10 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 91 ଗୀତସଂହିତା 91:10

Psalm 91:10
ତୁମ୍ଭର କୌଣସି ବିପଦ ଘଟିବ ନାହିଁ। କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।

Psalm 91:9Psalm 91Psalm 91:11

Psalm 91:10 in Other Translations

King James Version (KJV)
There shall no evil befall thee, neither shall any plague come nigh thy dwelling.

American Standard Version (ASV)
There shall no evil befall thee, Neither shall any plague come nigh thy tent.

Bible in Basic English (BBE)
No evil will come on you, and no disease will come near your tent.

Darby English Bible (DBY)
There shall no evil befall thee, neither shall any plague come nigh thy tent.

Webster's Bible (WBT)
There shall no evil befall thee, neither shall any plague come nigh thy dwelling.

World English Bible (WEB)
No evil shall happen to you, Neither shall any plague come near your dwelling.

Young's Literal Translation (YLT)
Evil happeneth not unto thee, And a plague cometh not near thy tent,

There
shall
no
לֹֽאlōʾloh
evil
תְאֻנֶּ֣הtĕʾunneteh-oo-NEH
befall
אֵלֶ֣יךָʾēlêkāay-LAY-ha

רָעָ֑הrāʿâra-AH
neither
thee,
וְ֝נֶ֗גַעwĕnegaʿVEH-NEH-ɡa
shall
any
plague
לֹאlōʾloh
come
nigh
יִקְרַ֥בyiqrabyeek-RAHV
thy
dwelling.
בְּאָהֳלֶֽךָ׃bĕʾāhŏlekābeh-ah-hoh-LEH-ha

Cross Reference

ହିତୋପଦେଶ 12:21
ଧାର୍ମିକ ପ୍ରତି କୌଣସି ବିପର୍ୟ୍ଯଯ ଘଟିବ ନାହିଁ, ମାତ୍ର ଦୁଷ୍ଟ ଲୋକମାନଙ୍କର ବହୁତ ସମସ୍ଯା ହବେ।

ଦିତୀୟ ବିବରଣ 7:15
ପକ୍ସ୍ଟଣି ସଦାପ୍ରଭୁ ତକ୍ସ୍ଟମ୍ଭଠାରକ୍ସ୍ଟ ସମସ୍ତ ରୋଗ ଦୂର କରିବେ। ଆଉ ତୁମ୍ଭେ ମିସ୍ରୀଯ ଯେଉଁସବୁ ମନ୍ଦ ବ୍ଯାଧି ଜ୍ଞାତ ଅଟ, ତାହା ସେ ତକ୍ସ୍ଟମ୍ଭ ଉପରେ କରିବେ ନାହିଁ। ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସମାନଙ୍କେ ଉପରେ ତାହା କରିବେ।

ଆୟୁବ ପୁସ୍ତକ 5:24
ତୁମ୍ଭେ ଶାନ୍ତି ରେ ରହିପାରିବ କାରଣ ତୁମ୍ଭର ତମ୍ବୁ ସୁରକ୍ଷିତ ଅଛି। ତୁମ୍ଭେ ତୁମ୍ଭର ସମ୍ପତ୍ତିକୁ ଗଣିପାରିବ ଏବଂ ଦେଖିବ କିଛି ହଜିୟାଇ ନାହିଁ।

ଗୀତସଂହିତା 121:7
ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:25
କିନ୍ତୁ ଯାହା ଆମ୍ଭ ପାଖ ରେ ଏବେ ସୁଦ୍ଧା ନାହିଁ ତା ପାଇଁ ଆମ୍ଭେ ଭରସା ରେ ଅଛୁ। ଆମ୍ଭେ ଏହା ପାଇଁ ଧେ ୗର୍ୟପୁର୍ବକ ଅପେକ୍ଷା କରି ରହିଛୁ।