ଗୀତସଂହିତା 89:1 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 89 ଗୀତସଂହିତା 89:1

Psalm 89:1
ସଦାପ୍ରଭୁ, ମୁଁ ଚିରଦିନ ତୁମ୍ଭର ଦୟା ବିଷଯରେ ଗାନ କରିବି। ମାେ ମୁଖରେ, ମୁଁ ତୁମ୍ଭର ବିଶ୍ବସ୍ତତା ବିଷଯରେ ବଂଶାନୁକ୍ରମ ପର୍ୟ୍ଯନ୍ତ ଗାଉଥିବି।

Psalm 89Psalm 89:2

Psalm 89:1 in Other Translations

King James Version (KJV)
I will sing of the mercies of the LORD for ever: with my mouth will I make known thy faithfulness to all generations.

American Standard Version (ASV)
I will sing of the lovingkindness of Jehovah for ever: With my mouth will I make known thy faithfulness to all generations.

Bible in Basic English (BBE)
<Maschil. Of Ethan the Ezrahite.> My song will be of the mercies of the Lord for ever: with my mouth will I make his faith clear to all generations.

Darby English Bible (DBY)
{An instruction. Of Ethan the Ezrahite.} I will sing of the loving-kindness of Jehovah for ever; with my mouth will I make known thy faithfulness from generation to generation.

World English Bible (WEB)
> I will sing of the loving kindness of Yahweh forever. With my mouth, I will make known your faithfulness to all generations.

Young's Literal Translation (YLT)
An instruction, by Ethan the Ezrahite. Of the kind acts of Jehovah, to the age I sing, To all generations I make known Thy faithfulness with my mouth,

I
will
sing
חַֽסְדֵ֣יḥasdêhahs-DAY
of
the
mercies
יְ֭הוָהyĕhwâYEH-va
Lord
the
of
עוֹלָ֣םʿôlāmoh-LAHM
for
ever:
אָשִׁ֑ירָהʾāšîrâah-SHEE-ra
mouth
my
with
לְדֹ֥רlĕdōrleh-DORE
will
I
make
known
וָדֹ֓ר׀wādōrva-DORE
faithfulness
thy
אוֹדִ֖יעַʾôdîaʿoh-DEE-ah
to
all
אֱמוּנָתְךָ֣ʾĕmûnotkāay-moo-note-HA
generations.
בְּפִֽי׃bĕpîbeh-FEE

Cross Reference

ଗୀତସଂହିତା 101:1
ମୁଁ ବିଶ୍ବସ୍ତତା ଓ ସ୍ବଚ୍ଛତାର ବିଷଯରେ ଗାନ କରିବି। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରଶଂସା କରିବି।

ଗୀତସଂହିତା 89:49
ହେ ପ୍ରଭୁ, ତୁମ୍ଭର ପୂର୍ବର ସ୍ନହପେୂର୍ଣ୍ଣ କରୁଣା କୁଆଡ଼େ ଗଲା। ତୁମ୍ଭେ ଦାଉଦଙ୍କ ସହ ତୁମ୍ଭର ବିଶ୍ବସ୍ଥତା ଦଖାଇବୋ ପାଇଁ ପ୍ରତିଜ୍ଞା କରିଥିଲ।

ଗୀତସଂହିତା 89:33
ମାତ୍ର ସମାନଙ୍କେୁ ଦାଉଦଙ୍କ ପ୍ରମଠାରୁେ ବଞ୍ଚିତ କରିବା ନାହିଁ। ଆମ୍ଭେ ସମାନଙ୍କେ ପ୍ରତି ଚିରଦିନ ବିଶ୍ବସ୍ତ ରହିବା।

ଗୀତସଂହିତା 36:5
ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଆକାଶଠାରୁ ମହୀଯାନ୍। ତୁମ୍ଭର ବିଶ୍ବସ୍ତତା ଆକାଶର ବାଦଲଠାରୁ ଗରୀଯାନ୍।

ଗୀତସଂହିତା 89:8
ସଦାପଭ୍ରୁ ସୈନ୍ଯାଧିପତି ପରମେଶ୍ବର, ତୁମ୍ଭ ପରି କହେି ନାହିଁ। ସଦାପ୍ରଭୁ ତୁମ୍ଭେ ସର୍ବଶକ୍ତିମାନ ଅଟ ଓ ଆମ୍ଭେ ତୁମ୍ଭ ଉପରେ ସଂପୂର୍ଣ୍ଣ ବିଶ୍ବାସ କରିପାରିବୁ।

ଗୀତସଂହିତା 119:90
ତୁମ୍ଭର ବିଶ୍ବସ୍ତତା ବଂଶାନୁକ୍ରମେ ଚାଲିବ। ତୁମ୍ଭେ ପୃଥିବୀକୁ ଉଚିତ୍ ଜାଗାରେ ରଖିଛ ଏବଂ ଏହା ଏଠାରେ ସବୁବେଳେ ରହିଅଛି।

ଯିରିମିୟଙ୍କ ବିଳାପ 3:23
ତାହା ପ୍ରତି ପ୍ରଭାତ ରେ ନୂତନ ହାଇେଥାଏ ଓ ସଦାପ୍ରଭୁଙ୍କର ବିଶ୍ବସ୍ତତା ମହାନ୍ ଅଟେ।

ଯିଶାଇୟ 25:1
ହେ ସଦାପ୍ରଭୁ, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭର ପ୍ରତିଷ୍ଠା କରିବି ଓ ତୁମ୍ଭ ନାମର ପ୍ରଶଂସା କରିବି। କାରଣ ତୁମ୍ଭେ ସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ ସମ୍ପାଦନ କରିଛ। ତୁମ୍ଭେ ପୁରାତନ କାଳ ରେ ୟହା କହିଥିଲ, ତାହା ସମ୍ପୂର୍ଣ୍ଣ ସତ୍ଯ ରେ ପରିଣତ ହାଇେଛି। ତୁମ୍ଭେ ଯାହାସବୁ କହିଥିଲ, ତାହାହିଁ ଘଟିଅଛି।

ଗୀତସଂହିତା 92:2
ପ୍ରଭାତ ସମଯରେ ତୁମ୍ଭର ପ୍ରମେ ଗୀତ ବୋଲିବା ଉତ୍ତମ ଏବଂ ରାତ୍ରିରେ ତୁମ୍ଭର ବିଶ୍ବସ୍ତତା ଗୀତ ଗାନ କରିବା ଉତ୍ତମ।

ଗୀତସଂହିତା 89:24
ଆମ୍ଭେ ମନୋନୀତ ରାଜାଙ୍କୁ ସର୍ବଦା ପ୍ରମେ କରିବା ଏବଂ ତାଙ୍କୁ ବିଜଯୀ କରିବା।

ପ୍ରଥମ ବଂଶାବଳୀ 2:6
ସରହଙ୍କେର ପାଞ୍ଚପୁତ୍ର ଥିଲେ। ସମାନଙ୍କେର ନାମ ଥିଲା ସିମ୍ରି, ଏଥନ୍, ହମେନ୍, କଲକୋଲ୍ ଓ ଦରୋ।

ପ୍ରଥମ ରାଜାବଳୀ 4:31
ସେ ପୃଥିବୀର ସମସ୍ତ ଲୋକଙ୍କଠାରୁ ସେ ଅଧିକ ଜ୍ଞାନୀ ହେଲେ। ସେ ଇଶ୍ରାଯୀଯ ଏଥନ୍ ଓ ମାହୋଲର ପୁତ୍ର ହମେନ୍ ଓ କଲ୍କୋଲ ଓ ଦର୍ଦା, ଏମାନଙ୍କଠାରୁ ଅଧିକ ଜ୍ଞାନୀ ଥିଲେ। ତାଙ୍କର ୟଶ ସମସ୍ତ ଦେଶର ଗ୍ଭରିଆଡେ ବ୍ଯାପିଗଲା।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:2
ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସହେି ବିଶ୍ବାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହବୋ ପୂର୍ବରୁ ପରମେଶ୍ବର ସହେି ଅନନ୍ତ ଜୀବନର ପ୍ରତିଶୃତି ଦଇେଥିଲେ ଓ ପରମେଶ୍ବର ମିଛ କହନ୍ତି ନାହିଁ।

ଗୀତସଂହିତା 59:16
କିନ୍ତୁ ପ୍ରଭାତରେ, ମୁଁ ତୁମ୍ଭର ଶକ୍ତିର ପ୍ରଶଂସାର ଗୀତ ଗାନ କରିବି। ତୁମ୍ଭ ପ୍ରମରେେ ମୁଁ ଆନନ୍ଦିତ ହବେି। କାହିଁକି ? କାରଣ ତୁମ୍ଭେ ମାରେ ଉଚ୍ଚ ପର୍ବତରେ ଥିବା ନିରାପଦ ସ୍ଥାନ ଅଟ। ମୁଁ ତୁମ୍ଭ ପାଖକୁ ବିପଦ ସମଯରେ ୟାଏଁ।

ଗୀତସଂହିତା 71:8
ମୁଁ ସର୍ବଦା, ତୁମ୍ଭେ କରିଥିବା ଆଶ୍ଚର୍ୟ୍ଯ କର୍ମ ବିଷଯରେ ଗାନ କରୁଛି।

ଗୀତସଂହିତା 71:15
ମୁଁ ଲୋକମାନଙ୍କୁ କହିବି ତୁମ୍ଭେ କିପରି ଉତ୍ତମ ଅଟ। ତୁମ୍ଭେ ମାେତେ କିପରି ଅଗଣିତ ଥର ରକ୍ଷା କରିଥିଲ, ୟପରେିକି କେତେଥର ଗଣତି କରିପାରିବ ନାହିଁ।

ଗୀତସଂହିତା 86:12
ହେ ପ୍ରଭୁ, ମାରେ ପରମେଶ୍ବର, ମୁଁ ତୁମ୍ଭକୁ ହୃଦଯ ସହିତ ପ୍ରଶଂସା କରିବି। ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।

ଗୀତସଂହିତା 88:11
ମୃତ କବରରେ ଲୋକମାନେ ତୁମ୍ଭର ବିଶ୍ବସ୍ତତା ବିଷଯରେ କଥା ହାଇପୋରିବେ ନାହିଁ। ମୃତ ଲୋକମାନେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ବିଷଯରେ ପ୍ରଚାର କରିପାରିବେ ନାହିଁ।

ଗୀତସଂହିତା 89:4
ହେ ଦାଉଦ, ମୁଁ ତୁମ୍ଭ ବଂଶକୁ ସଦାକାଳ ଅମର କରିବି ଓ ପରମ୍ପରା କ୍ରମେ ତୁମ୍ଭର ସିଂହାସନକୁ ଶକ୍ତ କରିବି।

ଗୀତସଂହିତା 106:1
ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କର ଧନ୍ଯବାଦ କର, କାରଣ ସେ ଉତ୍ତମ !ତାଙ୍କର ପ୍ରମେ ଅନନ୍ତକାଳସ୍ଥାଯୀ !

ଗୀତସଂହିତା 136:1
ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମଯ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

ମୀଖା 7:20
ହେ ପରମେଶ୍ବର, ଯାକୁବ ପ୍ରତି ସତ୍ଯ ଓ ଅବ୍ରାହାମ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରଦାନ କଲ, ଯାହା ତୁମ୍ଭେ ବହୁବର୍ଷ ପୂର୍ବେ ଆମ୍ଭ ପୂର୍ବପୁରୁଷମାନଙ୍କଠା ରେ ଶପଥ କରିଥିଲ।

ଗୀତସଂହିତା 40:9
ମୁଁ ମହାସଭାରେ ତୁମ୍ଭର ବିଜଯବାର୍ତ୍ତା ପ୍ରଚାର କରିଅଛି। ହେ ସଦାପ୍ରଭୁ, ତାହା ତୁମ୍ଭେ ଜାଣ, ମୁଁ ଏହି ଶୁଭ ଖବର ପ୍ରଚାରରୁ କବେେ ହେଲେ ବିରତ ରହିବ ନାହିଁ।