ଗୀତସଂହିତା 79:1 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 79 ଗୀତସଂହିତା 79:1

Psalm 79:1
ହେ ପରମେଶ୍ବର, ଅନ୍ୟ ଦେଶୀଯ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି। ସମାନେେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି। ସମାନେେ ୟିରୁଶାଲମକୁ ଧ୍ବସ୍ତ ବିଧ୍ବସ୍ତ କରିଛନ୍ତି।

Psalm 79Psalm 79:2

Psalm 79:1 in Other Translations

King James Version (KJV)
O god, the heathen are come into thine inheritance; thy holy temple have they defiled; they have laid Jerusalem on heaps.

American Standard Version (ASV)
O God, the nations are come into thine inheritance; Thy holy temple have they defiled; They have laid Jerusalem in heaps.

Bible in Basic English (BBE)
<A Psalm. Of Asaph.> O God, the nations have come into your heritage; they have made your holy Temple unclean; they have made Jerusalem a mass of broken walls.

Darby English Bible (DBY)
{A Psalm of Asaph.} O God, the nations are come into thine inheritance: thy holy temple have they defiled; they have laid Jerusalem in heaps.

Webster's Bible (WBT)
A Psalm of Asaph. O God, the heathen have come into thy inheritance; thy holy temple have they defiled; they have laid Jerusalem on heaps.

World English Bible (WEB)
> God, the nations have come into your inheritance. They have defiled your holy temple. They have laid Jerusalem in heaps.

Young's Literal Translation (YLT)
A Psalm of Asaph. O God, nations have come into Thy inheritance, They have defiled Thy holy temple, They made Jerusalem become heaps,

O
God,
אֱֽלֹהִ֡יםʾĕlōhîmay-loh-HEEM
the
heathen
בָּ֤אוּbāʾûBA-oo
come
are
גוֹיִ֨ם׀gôyimɡoh-YEEM
into
thine
inheritance;
בְּֽנַחֲלָתֶ֗ךָbĕnaḥălātekābeh-na-huh-la-TEH-ha

טִ֭מְּאוּṭimmĕʾûTEE-meh-oo
holy
thy
אֶתʾetet
temple
הֵיכַ֣לhêkalhay-HAHL
have
they
defiled;
קָדְשֶׁ֑ךָqodšekākode-SHEH-ha
laid
have
they
שָׂ֖מוּśāmûSA-moo

אֶתʾetet
Jerusalem
יְרוּשָׁלִַ֣םyĕrûšālaimyeh-roo-sha-la-EEM
on
heaps.
לְעִיִּֽים׃lĕʿiyyîmleh-ee-YEEM

Cross Reference

ମୀଖା 3:12
ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ବଂସ ହବେ। ଏହା ଗ୍ଭଷ ଭୂମିରେ ପରିଣତ ହବେ। ୟିରୁଶାଲମ ମଧ୍ଯ ପ୍ରସ୍ତର ସ୍ତୁପ ରେ ପରିଣତ ହବେ। ମନ୍ଦିରର ପର୍ବତ ଶୂନ୍ଯ ପାହାଡ ହାଇେ ବଣବୁଦା ରେ ଆବୃତ ହବେ।

ଯିରିମିୟଙ୍କ ବିଳାପ 1:10
ତାହାର ସମସ୍ତ ବିପକ୍ଷମାନେ ସମାନଙ୍କେର ହସ୍ତ ପ୍ରସାରଣ କଲେ ଏବଂ ସମସ୍ତ ସୁନ୍ଦର ଜିନିଷ ନଇଗେଲେ। ସେ ବିଦେଶୀମାନଙ୍କୁ ତାହାର ପବିତ୍ର ମନ୍ଦିର ରେ ପ୍ରବେଶ କରିବାର ପର୍ୟ୍ଯବେକ୍ଷଣ କଲେ। ସହେି ବିଦେଶୀମାନଙ୍କୁ ସଦାପ୍ରଭୁ ଧାର୍ମିକ ସମ୍ମଳନେୀ ରେ ଯୋଗ ଦବୋକୁ ଆଦେଶ ଦଇେଥିଲେ।

ଯିରିମିୟ 26:18
ଯିହୁଦାର ରାଜା ହିଜକିଯଙ୍କ ସମୟରେ ମେ ରେଷ୍ଟୀଯର ମୀଖା ଭବିଷ୍ଯଦବାକ୍ଯ ପ୍ରଚାର କଲା, ଆଉ ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା,

ଦିତୀୟ ବଂଶାବଳୀ 36:19
ନବୂଖଦ୍ନିତ୍ସର ଓ ତାଙ୍କର ସୈନ୍ଯଦଳ ମନ୍ଦିରକୁ ଜ୍ବଳାଇ ଦେଲେ। ସମାନେେ ୟିରୁଶାଲମ ପ୍ରାଚୀରକୁ ଭାଙ୍ଗି ପକାଇଲେ ଓ ରାଜା ଓ ତାଙ୍କର ପଦାଧିକାରୀମାନଙ୍କର ସବୁ ଗୃହ ଜ୍ବଳାଇ ଦେଲେ। ସମାନେେ ୟିରୁଶାଲମ ରେ ଥିବା ପ୍ରେତ୍ୟକକ ବହୁମୂଲ୍ଯ ଦ୍ରବ୍ଯକୁ ନଇଗେଲେ ନଚେତ୍ ଧ୍ବଂସ କରି ଦେଲେ।

ଯାତ୍ରା ପୁସ୍ତକ 15:17
ତୁମ୍ଭେ ସମାନଙ୍କେୁ ଆଣ ଓ ସମାନଙ୍କେୁ ନିଜ ପର୍ବତ ରେ ସ୍ଥାପନ କର। ହେ ସଦାପ୍ରଭୁ, ତୁମ୍ଭ ନିଜ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିଅଛ, ସଦାପ୍ରଭୁ ତୁମ୍ଭର ହସ୍ତ ଏକ ଧର୍ମଧାମ ପ୍ରସ୍ତୁତ କରିଅଛି।

ଦିତୀୟ ବଂଶାବଳୀ 36:17
ତେଣୁ ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ୟୁବା ଲୋକମାନେ ମନ୍ଦିର ମଧିଅରେ ଥିଲେ ସୁଦ୍ଧା, ବାବିଲର ରାଜା ସମାନଙ୍କେୁ ହତ୍ଯା କଲେ। ସେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ୟୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ଯା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ଯା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ଯା କଲେ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜଯୀ କଲେ।

ଯିରିମିୟ 52:13
ସେ ସଦାପ୍ରଭୁଙ୍କ ଗୃହ, ରାଜଗୃହ ଓ ୟିରୁଶାଲମସ୍ଥ ସକଳ ଗୃହ ଓ ବୃହତ୍ ଗୃହଗୁଡ଼ିକୁ ଅଗ୍ନି ରେ ଦଗ୍ଧ କଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:2
କିନ୍ତୁ ମନ୍ଦିରର ବାହାର ଅଗଣା ମାପ ନାହିଁ। ତାହାକୁ ସହେିପରି ଛାଡ଼ି ଦିଅ, କାରଣ ତାହା ଅଣୟିହୁଦୀୟ ଦେଶଗୁଡ଼ିକର ଲୋକମାନଙ୍କୁ ଦିଆଯାଇଛି। ସହେି ଲୋକମାନେ ବଯାଳିଶମାସ ପର୍ୟ୍ଯନ୍ତ ପବିତ୍ର ନଗରକୁ ପଦଦଳିତ କରିବେ।

ଲୂକଲିଖିତ ସୁସମାଚାର 21:24
କେତକେ ଲୋକଙ୍କୁ ସୈନ୍ଯମାନେ ମାରି ଦବେେ। ଅନ୍ୟ କେତକଙ୍କେୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆୟିବ। ଅଣଯିହୂଦୀଲୋକ ସମାନଙ୍କେର ସମୟ ଶଷେ ନ ହବୋ ପର୍ୟ୍ଯନ୍ତ ପବିତ୍ର ନଗର ୟିରୁଶାଲମକୁ ପଦଦଳିତ କରିବେ।

ଯିହିଜିକଲ 9:7
ପୁଣି ପରମେଶ୍ବର ସମାନଙ୍କେୁ କହିଲେ, ଏହି ଗୃହକୁ ଅଶୁଚି କର। ଏହି ପ୍ରାଙ୍ଗଣକୁ ନିହତ ଲୋକମାନଙ୍କର ଶବ ରେ ପରିପୂର୍ଣ୍ଣ କର, ବର୍ତ୍ତମାନ ବାହାରି ୟାଅ। ତହିଁରେ ସମାନେେ ବାହାରି ୟାଇ ନଗର ମଧିଅରେ ସଂହାର କଲେ।

ଯିହିଜିକଲ 7:20
ସହେି ଲୋକମାନେ ମନ୍ଦିରର ସୁନ୍ଦର ଅଳଙ୍କାର ରେ ଘୃଣ୍ଯ ମୂର୍ତ୍ତିମାନ ନିର୍ମାଣ କଲେ, ଯେଉଁଥିପାଇଁ ସମାନେେ ଗର୍ବ କରୁଥିଲେ ଏବଂ ସମାନେେ ସହେି ମୂର୍ତ୍ତିଗୁଡ଼ିକ ପରମେଶ୍ବରଙ୍କ ମନ୍ଦିର ରେ ରଖିଲେ। ତେଣୁ ଆମ୍ଭେ ସଗେୁଡ଼ିକ ସମାନଙ୍କେ ପାଇଁ କଳୁଷିତ ସାମଗ୍ରୀ ରେ ପରିଣତ କରିଦବୋ।

ଯିରିମିୟ 39:8
କଲଦୀଯମାନେ ରାଜଗୃହ ଓ ଲୋକମାନଙ୍କର ସମସ୍ତ ଗୃହ ଅଗ୍ନି ରେ ଦଗ୍ଧ କଲେ। ଆଉ ୟିରୁଶାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ।

ଦିତୀୟ ରାଜାବଳୀ 24:13
ନବୂଖଦ୍ନିତ୍ସର ରାଜପ୍ରାସାଦରୁ ଏବଂ ୟିରୁଶାଲମ୍ର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନଇଗେଲେ। ସେ ରାଜା ଶଲୋମନଙ୍କ ଦ୍ବାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ବର୍ଣ୍ଣମଯ ପାତ୍ରଗୁଡିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଘଟିଲା।

ଦିତୀୟ ରାଜାବଳୀ 25:4
ସର୍ବଶଷେ ରେ ନବୂଖଦ୍ନିତ୍ସର ସୈନ୍ଯ ନଗରର ପ୍ରାଚୀର ଏକ ସ୍ଥାନ ଭଗ୍ନ କଲେ। ସହେି ରାତ୍ରି ରେ ରାଜା ସିଦିକିଯ ଓ ସମସ୍ତ ଯୋଦ୍ଧାଗଣ ରାଜାଙ୍କର ଉଦ୍ୟାନକୁ ଲାଗି ଦୁଇଟି ପ୍ରାଚୀର ମଧ୍ଯ ଫାଟକ ଦଇେ ପଳାଇଲେ। ଯେତବେେଳେ କଲଦୀଯମାନେ ନଗରର ଚତୁର୍ଦ୍ଦିଗ ରେ ବେଢି ରହିଥିଲେ। ପୁଣି ରାଜା ଆରବା ପଥ ଦଇେ ଚାଲିଗଲେ।

ଦିତୀୟ ବଂଶାବଳୀ 36:3
ଏହାପରେ ମିଶରର ରାଜା ଯିହାୟୋଦାରହସ୍ଙ୍କୁ ୟିରୁଶାଲମରୁ ଗାଦିଚ୍ଯୁତ କଲେ। ସେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା ଜୋରିମାନା ରୂପେ ସଂଗ୍ରହ କଲେ।

ଦିତୀୟ ବଂଶାବଳୀ 36:6
ବାବିଲର ରାଜା ନବୂଖଦ୍ନିତ୍ସର ଯିହୁଦାକୁ ଆକ୍ରମଣ କଲେ। ସେ ଯିହାୟୋଦାରକୀମ୍ଙ୍କୁ ବନ୍ଦୀ କରି ନେଲେ ଓ ତାଙ୍କ ଉପରେ ପିତ୍ତଳର ଜଞ୍ଜିର ପକାଇଲେ। ଏହାପରେ ନବୂଖଦ୍ନିତ୍ସର ରାଜା ଯିହାୟୋଦାରକୀମଙ୍କୁ ବାବିଲକୁ ନଇଗେଲେ।

ଗୀତସଂହିତା 74:1
ପରମେଶ୍ବର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ଯାଗ କଲ ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ୟେ ତୁମ୍ଭର ନିଜ ଦଳ?

ଗୀତସଂହିତା 74:7
ସହେି ସୈନ୍ଯଗଣ ତୁମ୍ଭ ପବିତ୍ର ସ୍ଥାନକୁ ଜାଳି ଦେଲେ। ସହେି ମନ୍ଦିର ତୁମ୍ଭ ନାମର ସମ୍ମାନାର୍ଥେ ତିଆରି ହାଇେଥିଲା, କିନ୍ତୁ ସମାନେେ ତାକୁ ଅଶୁଚି କରି ଧୂଳିସାତ୍ କରି ଦେଲେ।

ଗୀତସଂହିତା 78:71
ସେ ଦାଉଦଙ୍କୁ ମଷେ ଓ ମଷେଶାବକ ଜଗିବା କାମରୁ ଆଣି, ତାଙ୍କୁ ଆପଣାର ଲୋକମାନଙ୍କୁ ଜଗିବାର ଦାଯିତ୍ବ ଦେଲେ। କାରଣ ଇଶ୍ରାୟେଲୀୟ ଓ ୟାକୁବର ଲୋକମାନେ, ପରମେଶ୍ବରଙ୍କର ସମ୍ପତ୍ତି ଥିଲେ।

ଗୀତସଂହିତା 80:12
ହେ ପରମେଶ୍ବର, ତୁମ୍ଭେ କାହିଁକି ଦ୍ରାକ୍ଷାଲତାର ସୁରକ୍ଷା ପ୍ରାଚୀର ଭାଙ୍ଗି ପକାଇଲ ? ପଥିକମାନେ ସବୁ ଅଙ୍ଗୁର ଛିଣ୍ଡାଇ ପକାଉଛନ୍ତି।

ଯିଶାଇୟ 47:6
ଆମ୍ଭେ ନିଜ ଲୋକମାନଙ୍କ ଉପ ରେ କ୍ରୋଧିତ ହେଲୁଁ। ଆପଣା ଅଧିକାରକୁ ଅପବିତ୍ର କଲୁ ଓ ତୁମ୍ଭ ହସ୍ତ ରେ ସମାନଙ୍କେୁ ସମର୍ପର କଲୁ। ତୁମ୍ଭେ ସମାନଙ୍କେ ପ୍ରତି ଦୟା ପ୍ରକାଶ କଲ ନାହିଁ। ତୁମ୍ଭେ ବୃଦ୍ଧଲୋକ ଉପ ରେ ୟୁଆଳି ବଡ଼ ଭାରି କରି ଥୋଇଲ।

ଦିତୀୟ ରାଜାବଳୀ 21:12
ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, ' ଦେଖ ଆମ୍ଭେ ୟିରୁଶାଲମ ଓ ଯିହୁଦା ପାଇଁ ଏପରି ଅମଙ୍ଗଳ ଆଣିବୁ ୟିଏ ଏହି ବିଷଯ ରେ ଶୁଣିା ଆଶ୍ଚର୍ୟ୍ଯ ହବେ।