Psalm 77:4
ତୁମ୍ଭେ ମାେ ଚକ୍ଷୁକୁ ଉଜାଗର କରି ରଖୁଅଛ। ମୁଁ ଏମନ୍ତ ବ୍ଯାକୁଳ ୟେ କଥା କହିପାରୁ ନାହିଁ।
Psalm 77:4 in Other Translations
King James Version (KJV)
Thou holdest mine eyes waking: I am so troubled that I cannot speak.
American Standard Version (ASV)
Thou holdest mine eyes watching: I am so troubled that I cannot speak.
Bible in Basic English (BBE)
You keep my eyes from sleep; I am so troubled that no words come.
Darby English Bible (DBY)
Thou holdest open mine eyelids; I am full of disquiet and cannot speak.
Webster's Bible (WBT)
I remembered God, and was troubled: I complained, and my spirit was overwhelmed. Selah.
World English Bible (WEB)
You hold my eyelids open. I am so troubled that I can't speak.
Young's Literal Translation (YLT)
Thou hast taken hold of the watches of mine eyes, I have been moved, and I speak not.
| Thou holdest | אָ֭חַזְתָּ | ʾāḥaztā | AH-hahz-ta |
| mine eyes | שְׁמֻר֣וֹת | šĕmurôt | sheh-moo-ROTE |
| waking: | עֵינָ֑י | ʿênāy | ay-NAI |
| troubled so am I | נִ֝פְעַ֗מְתִּי | nipʿamtî | NEEF-AM-tee |
| that I cannot | וְלֹ֣א | wĕlōʾ | veh-LOH |
| speak. | אֲדַבֵּֽר׃ | ʾădabbēr | uh-da-BARE |
Cross Reference
ଏଷ୍ଟର ବିବରଣ 6:1
ସହେି ରାତ୍ରି ରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚରେୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖ ରେ ପାଠ କରାଗଲା।
ଆୟୁବ ପୁସ୍ତକ 2:13
ତା'ପରେ ସହେି ତିନି ବନ୍ଧୁ ଆୟୁବ ସହିତ ସାତଦିନ ଓ ସାତରାତି ଭୂମିରେ ବସିଲେ। ସମାନଙ୍କେ ପାଟିରୁ ପଦଟିଏ କଥା ବାହାରୁ ନ ଥିଲା। ସମାନେେ ଆୟୁବକୁ କଥାପଦେ କହିଲେ ନାହିଁ, କାରଣ ସମାନେେ ଦେଖିଲେ ଯେ, ସେ କେତେ ୟନ୍ତ୍ରଣା ଭୋଗୁଛି।
ଆୟୁବ ପୁସ୍ତକ 6:3
ତୁମ୍ଭେ ମାରେ ଦୁଃଖକୁ ବୁଝି ପାରନ୍ତ। ମାରେ ଦୁଃଖ ସମୁଦ୍ରର ସମସ୍ତ ବାଲିଠାରୁ ଅଧିକ ଭାରୀ ହୁଅନ୍ତା। ତେଣୁ ସେଥିପାଇଁ ମାରେ କଥାସବୁ ମୂର୍ଖାମୀ ବୋଲି ଜଣା ପଡ଼ୁଛି।
ଆୟୁବ ପୁସ୍ତକ 7:13
ଯଦି ମୁଁ କ ହେ ମାରେ ବିଛଣା ମାେତେ ଆନନ୍ଦ ଆଣି ଦବୋ ଉଚିତ୍। ମାରେ ବିଛଣା ମାେତେ ବିଶ୍ରାମ ଓ ଶାନ୍ତି ଆଣି ଦବୋ ଉଚିତ୍।
ଗୀତସଂହିତା 6:6
ହେ ସଦାପ୍ରଭୁ, ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମାରେ ବିଛଣା ମାରେ ଲୁହରେ ଭିଜିଗଲା। ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।