ଗୀତସଂହିତା 72:1 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 72 ଗୀତସଂହିତା 72:1

Psalm 72:1
ହେ ପରମେଶ୍ବର, ରାଜାଙ୍କୁ ସାହାୟ୍ଯ କର, ୟାହାଫଳରେ ସେ ତୁମ୍ଭ ପରି ବିବକବୋନ ନ୍ଯାଯ ପ୍ରଦାନ କରିବେ। ତୁମ୍ଭର ନ୍ଯାଯ ପରାଯଣ ରାଜପୁତ୍ରମାନଙ୍କୁ ଦିଅ।

Psalm 72Psalm 72:2

Psalm 72:1 in Other Translations

King James Version (KJV)
Give the king thy judgments, O God, and thy righteousness unto the king's son.

American Standard Version (ASV)
Give the king thy judgments, O God, And thy righteousness unto the king's son.

Bible in Basic English (BBE)
<Of Solomon.> Give the king your authority, O God, and your righteousness to the king's son.

Darby English Bible (DBY)
{For Solomon.} O God, give the king thy judgments, and thy righteousness unto the king's son.

Webster's Bible (WBT)
A Psalm for Solomon. Give the king thy judgments, O God, and thy righteousness to the king's son.

World English Bible (WEB)
> God, give the king your justice; Your righteousness to the royal son.

Young's Literal Translation (YLT)
By Solomon. O God, Thy judgments to the king give, And Thy righteousness to the king's son.

Give
אֱֽלֹהִ֗יםʾĕlōhîmay-loh-HEEM
the
king
מִ֭שְׁפָּטֶיךָmišpāṭêkāMEESH-pa-tay-ha
thy
judgments,
לְמֶ֣לֶךְlĕmelekleh-MEH-lek
O
God,
תֵּ֑ןtēntane
righteousness
thy
and
וְצִדְקָתְךָ֥wĕṣidqotkāveh-tseed-kote-HA
unto
the
king's
לְבֶןlĕbenleh-VEN
son.
מֶֽלֶךְ׃melekMEH-lek

Cross Reference

ପ୍ରଥମ ବଂଶାବଳୀ 22:12
ସଦାପ୍ରଭୁ ତୁମ୍ଭକୁ ଇଶ୍ରାୟେଲର ରାଜା କରିବେ। ତୁମ୍ଭେ ଯେପରି ଲୋକମାନଙ୍କୁ ପରିଚାଳିତ କରିପାରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କ ନିଯମର ବାଧ୍ଯ ହାଇପୋରିବ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧି ପ୍ରଦାନ କରନ୍ତୁ।

ପ୍ରଥମ ରାଜାବଳୀ 1:39
ପୁଣି ଯାଜକ ସାଦୋକ ପବିତ୍ର ତମ୍ବୁ ମଧ୍ଯରୁ ଶିଙ୍ଗାଏ ପବିତ୍ର ତୈଳ ନଇେ ଶଲୋମନଙ୍କୁ ଅଭିଷକେ କଲେ। ତା'ପରେ ସମାନେେ ଉଚ୍ଚ ସ୍ବର ରେ ତୂରୀ ବଜାଇଲେ ଏବଂ ସମସ୍ତ ଲୋକମାନେ ଉଚ୍ଚ ସ୍ବର ରେ କହିଲେ, ରାଜା ଶଲୋମନ ଚିରଜୀବି ହୁଅନ୍ତୁ।

ପ୍ରଥମ ବଂଶାବଳୀ 29:19
ଆଉ, ମାରେପୁତ୍ର ଶଲୋମନକୁ ତୁମ୍ଭ ପ୍ରତି ବିଶ୍ବସ୍ତ ହବୋ ନିମନ୍ତେ ସାହାୟ୍ଯ କର। ସର୍ବଦା ତୁମ୍ଭର ଆଜ୍ଞା, ବିଧି ଓ ଶାସନ ସକଳର ବାଧ୍ଯ ହବୋ ନିମନ୍ତେ ତାହାକୁ ସାହାୟ୍ଯ କର। ଶଲୋମନଙ୍କୁ ଏହି ସମସ୍ତ ବିଷଯ କରିବା ନିମନ୍ତେ ସାହାୟ୍ଯ କର ଓ ଏହି ପବିତ୍ର ମନ୍ଦିର ରେ ନିର୍ମାଣ କରିବା ନିମନ୍ତେ ମୁଁ ଯେଉଁ ଯୋଜନା କରିଅଛି, ସେଥି ରେ ତାହାକୁ ସାହାୟ୍ଯ କର।

ଦିତୀୟ ବଂଶାବଳୀ 1:10
ମାେତେ ଜ୍ଞାନ ଓ ବୁଦ୍ଧି ଦିଅ, ଯେପରି ଏହି ଲୋକମାନଙ୍କୁ ମୁଁ ଉଚିତ୍ ମାର୍ଗ ରେ କଢ଼ାଇ ନଇେପାରିବି। ତୁମ୍ଭର ସାହାୟ୍ଯ ବିନା ଏହି ଲୋକମାନଙ୍କୁ କହେି ଶାସନ କରିପାରିବ ନାହିଁ।

ଗୀତସଂହିତା 127:1
ସଦାପ୍ରଭୁ ୟବେେ ଗୃହ ନିର୍ମାଣ ନ କରନ୍ତି, ତବେେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ଯର୍ଥ ହୁଏ। ୟବେେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତବେେ ପ୍ରହରୀ ଜାଗ୍ରତ ହବୋ କବଳେ ବୃଥା ଅଟେ।

ଯିଶାଇୟ 11:2
ସହେି ପିଲାମଧିଅରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସହେି ଆତ୍ମା ଜ୍ଞାନ, ବିବଚେନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ଯ ସହେି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାୟ୍ଯ କରିବେ।

ଯିରିମିୟ 23:5
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।

ଯୋହନଲିଖିତ ସୁସମାଚାର 3:34
ପରମେଶ୍ବର ତାହାଙ୍କୁ ପଠାଇଛନ୍ତି। ପରମେଶ୍ବର ଯାହା କହିଥାନ୍ତି, ସେ ତାହା କହନ୍ତି। ପରମେଶ୍ବର ସମ୍ପୂର୍ଣ୍ଣଭାବେ ତାହାଙ୍କୁ ପବିତ୍ର ଆତ୍ମା ପ୍ରଦାନ କରିଛନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 1:8
କିନ୍ତୁ ପରମେଶ୍ବର ନିଜ ପୁତ୍ର ବିଷୟ ରେ କୁହନ୍ତି :