ଗୀତସଂହିତା 69:30 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 69 ଗୀତସଂହିତା 69:30

Psalm 69:30
ମୁଁ ଗୀତରେ ପରମେଶ୍ବରଙ୍କ ନାମର ପ୍ରଶଂସା ଗାନ କରିବି ଓ ଧନ୍ଯବାଦ ସହ ତାଙ୍କର ଗୌରବ ଗାନ କରିବି।

Psalm 69:29Psalm 69Psalm 69:31

Psalm 69:30 in Other Translations

King James Version (KJV)
I will praise the name of God with a song, and will magnify him with thanksgiving.

American Standard Version (ASV)
I will praise the name of God with a song, And will magnify him with thanksgiving.

Bible in Basic English (BBE)
I will give praise to the name of God with a song; I will give glory to him for what he has done.

Darby English Bible (DBY)
I will praise the name of God with a song, and will magnify him with thanksgiving;

Webster's Bible (WBT)
But I am poor and sorrowful: let thy salvation, O God, set me up on high.

World English Bible (WEB)
I will praise the name of God with a song, And will magnify him with thanksgiving.

Young's Literal Translation (YLT)
I praise the name of God with a song, And I magnify Him with thanksgiving,

I
will
praise
אֲהַֽלְלָ֣הʾăhallâuh-hahl-LA
the
name
שֵׁםšēmshame
of
God
אֱלֹהִ֣יםʾĕlōhîmay-loh-HEEM
song,
a
with
בְּשִׁ֑ירbĕšîrbeh-SHEER
and
will
magnify
וַאֲגַדְּלֶ֥נּוּwaʾăgaddĕlennûva-uh-ɡa-deh-LEH-noo
him
with
thanksgiving.
בְתוֹדָֽה׃bĕtôdâveh-toh-DA

Cross Reference

ଗୀତସଂହିତା 28:7
ସଦାପ୍ରଭୁ ହିଁ ମାରେ ବଳ। ସେ ମାରେ ଢ଼ାଲ ସଦୃଶ। ମୁଁ ତାଙ୍କଠାରେ ବିଶ୍ବାସ କରେ କାରଣ ସେ ମାେତେ ରକ୍ଷା କଲେ। ମୁଁ ଅତି ଖୁସି। ମୁଁ ଆଜି ପ୍ରଶଂସାର ଗୀତ ଗାଇବି।

ଗୀତସଂହିତା 34:3
ମାେ ସହିତ ପରମେଶ୍ବରଙ୍କ ମାହାତ୍ମ୍ଯ ପ୍ରକାଶ କର। ତାଙ୍କ ନାମର ମହିମା କୀର୍ତ୍ତନ କର।

ଗୀତସଂହିତା 40:1
ମୁଁ ସଦାପ୍ରଭୁଙ୍କୁ ଡ଼ାକିଲି, ସେ ମାରେ ଡ଼ାକ ଓ କ୍ରନ୍ଦନ ଧ୍ବନି ଶୁଣିଲେ।

ଗୀତସଂହିତା 50:14
ସର୍ବୋପରିସ୍ଥ ପରମେଶ୍ବରଙ୍କଠାରେ ତୁମ୍ଭେ ୟାହା ପ୍ରତିଜ୍ଞା କଲ, ତାଙ୍କୁ ଦିଅ। ତୁମ୍ଭର ବଳି ଉତ୍ସର୍ଗ କର।

ଗୀତସଂହିତା 118:21
ହେ ସଦାପ୍ରଭୁ, ତୁମ୍ଭେ ମାରେ ପ୍ରାର୍ଥନାର ଉତ୍ତର ଦଇେଥିବାରୁ ମୁଁ ତୁମ୍ଭକୁ ଧନ୍ଯବାଦ ଦେଉଛି। ମାେତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ଯବାଦ।

ଗୀତସଂହିତା 118:28
ହେ ସଦାପ୍ରଭୁ, ତୁମ୍ଭେ ମାରେ ପରମେଶ୍ବର, ମୁଁ ତୁମ୍ଭ ନାମର ଧନ୍ଯବାଦ କରୁଛି। ମୁଁ ତୁମ୍ଭକୁ ପ୍ରଶଂସା କରୁଛି।