Psalm 68:29
ହେ ପରମେଶ୍ବର, ତୁମ୍ଭର ୟିରୁଶାଲମସ୍ଥ ମନ୍ଦିରରୁ ରାଜାମାନେ ତୁମ୍ଭ ନିକଟକୁ ଉପହାର ଆଣିବାର ତୁମ୍ଭେ ଦେଖିବ।
Psalm 68:29 in Other Translations
King James Version (KJV)
Because of thy temple at Jerusalem shall kings bring presents unto thee.
American Standard Version (ASV)
Because of thy temple at Jerusalem Kings shall bring presents unto thee.
Bible in Basic English (BBE)
Out of your Temple in Jerusalem.
Darby English Bible (DBY)
Because of thy temple at Jerusalem shall kings bring presents unto thee.
Webster's Bible (WBT)
Thy God hath commanded thy strength: strengthen, O God, that which thou hast wrought for us.
World English Bible (WEB)
Because of your temple at Jerusalem, Kings shall bring presents to you.
Young's Literal Translation (YLT)
Because of Thy temple at Jerusalem, To Thee do kings bring a present.
| Because of thy temple | מֵֽ֭הֵיכָלֶךָ | mēhêkālekā | MAY-hay-ha-leh-ha |
| at | עַל | ʿal | al |
| Jerusalem | יְרוּשָׁלִָ֑ם | yĕrûšālāim | yeh-roo-sha-la-EEM |
| kings shall | לְךָ֤ | lĕkā | leh-HA |
| bring | יוֹבִ֖ילוּ | yôbîlû | yoh-VEE-loo |
| presents | מְלָכִ֣ים | mĕlākîm | meh-la-HEEM |
| unto thee. | שָֽׁי׃ | šāy | shai |
Cross Reference
ପ୍ରଥମ ରାଜାବଳୀ 10:10
ସେ (ସ୍ତ୍ରୀ) ରାଜାଙ୍କୁ 120 ତାଲନ୍ତା ସୁବର୍ଣ୍ଣ ଦେଲେ, ସେ (ସ୍ତ୍ରୀ) ମଧ୍ଯ ତାଙ୍କୁ ବହୁ ସୁଗନ୍ଧି ଦ୍ରବ୍ଯ ଓ ରତ୍ନ ଦେଲେ। ଶିବାର ରାଣୀ ଶଲୋମନଙ୍କୁ ଯେଉଁ ପରିମାଣର ସୁଗନ୍ଧି ଦ୍ରବ୍ଯ ଓ ରତ୍ନ ଦେଲେ ଏତେ ପରିମାଣର କହେି ଇଶ୍ରାୟେଲକୁ କବେେ ଦଇେ ନଥିଲେ।
ଗୀତସଂହିତା 76:11
ଲୋକମାନେ ପରମେଶ୍ବରଙ୍କଠାରେ ମାନସିକ କରନ୍ତି, ଏବଂ ସସବେୁକୁ ପରମେଶ୍ବରଙ୍କଠାରେ ଅର୍ପଣ କରନ୍ତି। ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ବରଙ୍କ ନିକଟକୁ ଉପହାର ଆଣିବା ଉଚିତ୍, ଯେଉଁମାନେ କି ସମ୍ମାନ ପାଇଁ ଉପୟୁକ୍ତ ଅଟନ୍ତି।
ଯିଶାଇୟ 60:16
ତୁମ୍ଭେ ଯାହା ଚାହିଁବ, ଅନ୍ୟ ଦେଶ ତୁମ୍ଭକୁ ତାହା ଦବେ। ଏହା ଏକ ଶିଶୁ ପରି ହବେ ଯେ କି ଆପଣା ମା'ର କ୍ଷୀର ପାନ କରୁଛି। ତୁମ୍ଭେ ରାଜାମାନଙ୍କର ଐଶ୍ବର୍ୟ୍ଯ ପାନ କରିବ। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ତୁମ୍ଭର ମୁକ୍ତିଦାତା ଓ ଯାକୁବର ବଳଦାତା ଅଟୁଁ ତାହା ତୁମ୍ଭେ ଜାଣିବ।
ଯିଶାଇୟ 60:6
ଅକଳନ ଓଟ, ତୁମ୍ଭକୁ ଆବୃତ କରିବ ଏବଂ ୟୁବ ଓଟମାନେ ତୁମ୍ଭ ପାଖକୁ ଶିବା ଏବଂ ଐଫା ଦେଶରୁ ଆସିବେ। ସମାନେେ ସୁବର୍ଣ୍ଣ ଓ ସୁବାସିତ ଧୂପ ଆଣିବେ ଏବଂ ସଦାପ୍ରଭୁଙ୍କର ପ୍ରଶଂସାଗାନ କରିବେ।
ଯିଶାଇୟ 18:7
ସହେି ସମୟରେ ଏକ ସ୍ବତନ୍ତ୍ର ଉପହାର ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟକୁ ଅଣା ହବେ। ସହେି ନବୈେଦ୍ଯ ସହେି ଦୀର୍ଘକାଯ ଓ ଶକ୍ତିଶାଳୀ ଲୋକମାନଙ୍କଠାରୁ ଆସିବ। ସବୁ ସ୍ଥାନ ରେ ଲୋକମାନେ ଏହି ଦୀର୍ଘକାଯ ଶକ୍ତିଶାଳୀ ଲୋକଙ୍କୁ ଭୟ କରିବେ। କାରଣ ସମାନେେ ଏକ ଶକ୍ତିଶାଳୀ ଗୋଷ୍ଠୀ। ସେ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ପରାଜିତ କରିବେ। ସହେି ଦେଶ ନଦନଦୀ ଦ୍ବାରା ବିଭକ୍ତ ହାଇେଛି। ସହେି ନବୈେଦ୍ଯ ସିୟୋନ ପର୍ବତର ସଦାପ୍ରଭୁଙ୍କ ବାସ ସ୍ଥାନରୁ ଆସିବ।
ଗୀତସଂହିତା 72:10
ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ। ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭଟେି ଆଣନ୍ତୁ।
ଗୀତସଂହିତା 45:12
ସୋର ଦେଶର ଧନଶାଳୀ ବ୍ଯକ୍ତିମାନେ ତୁମ୍ଭକୁ ଉପହାର ଦବୋକୁ ଉପସ୍ଥିତ ହବେେ। ସମାନେେ ତୁମ୍ଭର ପକ୍ଷପାତ ଲୋଡ଼ିବେ।
ନିହିମିୟା 2:8
ରାଜା ଆସଫ୍ଙ୍କ ନିମନ୍ତେ ମାେତେ ଗୋଟିଏ ପତ୍ର ଦେଲେ। ଆସଫ୍ ବର୍ତ୍ତମାନ ରାଜାଙ୍କର ଜଙ୍ଗଲର ରକ୍ଷକ ଅଟନ୍ତି। ସେ ଆସଫ୍ଙ୍କୁ ମନ୍ଦିର ଫାଟକର ମୂଖଶାଳା, ସହରର କାନ୍ଥ ଏବଂ ମନ୍ଦିର କଟାବ ପାଇଁ ମାେତେ ଖଣ୍ଡେ କାଠ ଦବୋ ଲାଗି କହିଲେ।
ଏଜ୍ରା 7:13
ମୁଁ ଆଜ୍ଞା କରୁଅଛି, ଯେ ମାେ ରାଜ୍ଯସ୍ଥିତ ଇଶ୍ରାୟେଲ ମଧ୍ଯରୁ ଯେତେ ଲୋକ, ସମାନଙ୍କେର ଯାଜକ ଓ ଲବେୀୟମାନେ ୟିରୁଶାଲମକୁ ସ୍ବଇଚ୍ଛା ରେ ୟିବାକୁ ମନ କରନ୍ତି। ସମାନେେ ତୁମ୍ଭ ଏଜ୍ରାଙ୍କ ସଙ୍ଗେ ୟାନ୍ତୁ।
ଦିତୀୟ ବଂଶାବଳୀ 32:33
ହିଜକିଯ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଦାଉଦଙ୍କ ପୁତ୍ରମାନଙ୍କର କବର ଯେଉଁ ପର୍ବତ ଉପରେ ଥିଲା, ଲୋକମାନେ ହିଜକିଯଙ୍କୁ ସହେିଠା ରେ କବର ଦେଲେ। ହିଜକିଯ ମୃତ୍ଯୁବରଣ କଲାପରେ ଯିହୁଦା ଓ ୟିରୁଶାଲମ ରେ ବାସ କରୁଥିବା ସମସ୍ତ ଲୋକ ତାହାଙ୍କୁ ସମ୍ମାନ ଦଖାଇେଲେ। ମନଃଶି ହିଜକିଯଙ୍କ ସ୍ଥାନ ରେ ନୂତନ ରାଜା ହେଲେ। ମନଃଶି ହିଜକିଯଙ୍କ ପୁତ୍ର ଥିଲେ।
ଦିତୀୟ ବଂଶାବଳୀ 32:23
ସଦାପ୍ରଭୁଙ୍କ ପାଇଁ ଉପହାର ନଇେ ବହୁତ ଲୋକ ୟିରୁଶାଲମକୁ ଆସିଲେ। ସମାନେେ ଯିହୁଦାର ରାଜା ହିଜକିଯଙ୍କ ପାଇଁ ମୂଲ୍ଯବାନ୍ ସାମଗ୍ରୀ ଆଣିଲେ। ସମସ୍ତ ଦେଶର ଲୋକମାନେ ହିଜକିଯଙ୍କୁ ସମ୍ମାନ କଲେ।
ଦିତୀୟ ବଂଶାବଳୀ 6:8
କିନ୍ତୁ ସଦାପ୍ରଭୁ ମାରେ ପିତା ଦାଉଦଙ୍କୁ କହିଲେ, 'ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ଯ ରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରି ଖୁବ୍ ଉତ୍ତମ କର୍ମ କରିଅଛ।
ଦିତୀୟ ବଂଶାବଳୀ 2:5
ଆମ୍ଭର ପରମେଶ୍ବର ଅନ୍ୟ ସମସ୍ତ ଦବେତାଗଣ ଅପେକ୍ଷା ମହାନ୍ ଅଟନ୍ତି। ତେଣୁ ମୁଁ ତାଙ୍କ ନିମନ୍ତେ ଏକ ବିରାଟ ମନ୍ଦିର ନିର୍ମାଣ କରିବି।
ପ୍ରଥମ ବଂଶାବଳୀ 29:3
ମୁଁ ମାରେପରମେଶ୍ବରଙ୍କ ମନ୍ଦିର ନିମନ୍ତେ ସୁବର୍ଣ୍ଣ ଓ ରେ ୗପ୍ୟ ନିର୍ମିତ ଏକ ବିଶଷେ ଉପହାର ନିର୍ମାଣ କରୁଅଛି। ମୁଁ ଏହା କରୁଅଛି, କାରଣ ମାରେ ପରମେଶ୍ବରଙ୍କ ମନ୍ଦିର ନିର୍ମିତ ହେଉ ବୋଲି ମୁଁ ପ୍ରକୃତ ରେ ଚା ହେଁ। ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଏହି ସମସ୍ତ ବସ୍ତୁ ଦାନ କରୁଅଛି।
ପ୍ରଥମ ବଂଶାବଳୀ 28:10
ଶଲୋମନ, ସଦାପ୍ରଭୁ ଯେ ତୁମ୍ଭକୁ ତାଙ୍କରି ପବିତ୍ରସ୍ଥାନର ମନ୍ଦିର ନିର୍ମାଣ କରିବା ନିମନ୍ତେ ମନୋନୀତ କରିଅଛନ୍ତି, ଏହା ତୁମ୍ଭର ବୁଝିବା ଉଚିତ୍। ଶକ୍ତିଶାଳୀ ହୁଅ ଏବଂ ଏହା କର।
ପ୍ରଥମ ବଂଶାବଳୀ 22:7
ଦାଉଦ ଶଲୋମନଙ୍କୁ କହିଲେ, ମାରେ ପୁତ୍ର, ମୁଁ ମାରେ ପରମେଶ୍ବର ସଦାପ୍ରଭୁଙ୍କ ନାମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରିଥିଲି।
ପ୍ରଥମ ବଂଶାବଳୀ 17:4
ପରମେଶ୍ବର କହିଲେ, ୟାଅ ଓ ଏହିସବୁ ବିଷଯ ମାହେର ଦାସ ଦାଉଦକୁ ଜଣାଅ ; ସଦାପ୍ରଭୁ କହନ୍ତି, 'ଦାଉଦ, ଆମ୍ଭେ ଯେଉଁ ଗୃହ ରେ ବାସ କରିବା, ସହେି ଗୃହକୁ ନିର୍ମାଣ କରିବା ଲୋକ ତୁମ୍ଭେ ନୁହଁ।
ପ୍ରଥମ ରାଜାବଳୀ 10:24
ଅଧିକନ୍ତୁ ପରମେଶ୍ବର ଶଲୋମନଙ୍କୁ ଯେଉଁ ଜ୍ଞାନ ଦଇେଥିଲେ, ତାଙ୍କର ସହେି ଜ୍ଞାନର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତ ଲୋକ ଆସିଲେ।