Psalm 66:11
ପରମେଶ୍ବର ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ। ତୁମ୍ଭେ ଆମ୍ଭକୁ ଭାଗୀ ବୋଝ ଦଇେଅଛ।
Psalm 66:11 in Other Translations
King James Version (KJV)
Thou broughtest us into the net; thou laidst affliction upon our loins.
American Standard Version (ASV)
Thou broughtest us into the net; Thou layedst a sore burden upon our loins.
Bible in Basic English (BBE)
You let us be put in prison; chains were put on our legs.
Darby English Bible (DBY)
Thou broughtest us into a net, thou didst lay a heavy burden upon our loins;
Webster's Bible (WBT)
Thou hast brought us into the net; thou hast laid affliction upon our loins.
World English Bible (WEB)
You brought us into prison. You laid a burden on our backs.
Young's Literal Translation (YLT)
Thou hast brought us into a net, Thou hast placed pressure on our loins.
| Thou broughtest | הֲבֵאתָ֥נוּ | hăbēʾtānû | huh-vay-TA-noo |
| us into the net; | בַמְּצוּדָ֑ה | bammĕṣûdâ | va-meh-tsoo-DA |
| laidst thou | שַׂ֖מְתָּ | śamtā | SAHM-ta |
| affliction | מוּעָקָ֣ה | mûʿāqâ | moo-ah-KA |
| upon our loins. | בְמָתְנֵֽינוּ׃ | bĕmotnênû | veh-mote-NAY-noo |
Cross Reference
ଯିରିମିୟଙ୍କ ବିଳାପ 1:13
ସଦାପ୍ରଭୁ ଉର୍ଦ୍ଧ୍ବରୁ ମାେ ଅସ୍ଥିଗୁଡ଼ିକ ମଧ୍ଯରୁ ଅଗ୍ନି ପ୍ ରରଣେ କରି ଅଛନ୍ତି, ସେ ମାରେ ମରଣ ପାଇଁ ଢ଼ାଲ ପାତିଛନ୍ତି ଓ ସେଥି ରେ ମାେତେ ଗୁଡ଼ାଇ ଦଇେଛନ୍ତି। ସେ ମାେତେ ଅନାଥିନୀ ଓ ଦିନସାରା ଅସୁସ୍ଥା କରିଛନ୍ତି।
ଦିତୀୟ ବିବରଣ 33:11
ହେ ସଦାପ୍ରଭୁ, ତା'ର ସଐତ୍ତିକକ୍ସ୍ଟ ଆଶୀର୍ବାଦ କର। ତାଙ୍କ ହସ୍ତର କର୍ମମାନ ଗ୍ରହଣ କର। ଯେଉଁମାନେ ତାହା ବିରକ୍ସ୍ଟଦ୍ଧ ରେ ଉଠନ୍ତି, ଯେଉଁମାନେ ତାହାଙ୍କକ୍ସ୍ଟ ଘୃଣା କରନ୍ତି, ସମାନଙ୍କେର ବଳ ଭାଙ୍ଗି ପକାଅ। ଯେପରି ସମାନେେ ଆଉ ପକ୍ସ୍ଟନର୍ବାର ଉଠିପାରିବେ ନାହିଁ।
ଆୟୁବ ପୁସ୍ତକ 19:6
କିନ୍ତୁ ସେ ପରମେଶ୍ବର ମାେ ପ୍ରତି ଭୁଲ କରିଛନ୍ତି ? ସେ ମାେତେ ଧରିବାକୁ ନିଜର ଫାନ୍ଦ ବସାଇଲେ।
ଯିରିମିୟଙ୍କ ବିଳାପ 3:2
ସଦାପ୍ରଭୁ ମାେତେ ଆଲୋକରେ ନୁହେଁ, ଅନ୍ଧକାର ମଧିଅରେ ଚଳାଇ ଅଛନ୍ତି।
ଯିହିଜିକଲ 12:13
ସେ ଖସିୟିବା ପାଇଁ ଚେଷ୍ଟା କରିବ, କିନ୍ତୁ ଆମ୍ଭେ ତା' ପାଇଁ ଆମ୍ଭର ଜାଲ ବିଚ୍ଛାଇବା ଓ ସେ ଫାନ୍ଦ ରେ ପଡ଼ିୟିବ। ଏବଂ ଆମ୍ଭେ ତାକୁ କଲଦୀଯ ଲୋକମାନଙ୍କର ଦେଶ ବାବିଲକୁ ନଇୟିବୋ। ଆଉ ସେ ସହେି ସ୍ଥାନ ରେ ମରିବ କିନ୍ତୁ ସେ ତାହା ଦେଖିପାରିବ ନାହିଁ।
ହୋଶେୟ 7:12
ସମାନେେ ଯେଉଁ ଯେଉଁ ଦେଶକୁ ସାହାୟ୍ଯ ପାଇଁ ଯିବେ ଆମ୍ଭେ ସମାନଙ୍କେ ଉପ ରେ ଆମ୍ଭର ଜାଲ ବିଛାଇ ଦବୋ ଏବଂ ଆକାଶର ପକ୍ଷୀକୁ ତଳକୁ ଆଣିଲା ପରି ତଳକୁ ଘନେି ଆସିବା। ସମାନଙ୍କେର ଚୁକ୍ତି ପାଇଁ ସମାନଙ୍କେୁ ଦଣ୍ତଦବୋ।
ମାଥିଉଲିଖିତ ସୁସମାଚାର 6:13
ଆମ୍ଭକୁ ପରୀକ୍ଷା ରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।'