ଗୀତସଂହିତା 60:1 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 60 ଗୀତସଂହିତା 60:1

Psalm 60:1
ପରମେଶ୍ବର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ଯାଖ୍ଯାନ କରି ପରାଜିତ କରିଅଛ। ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ। କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।

Psalm 60Psalm 60:2

Psalm 60:1 in Other Translations

King James Version (KJV)
O God, thou hast cast us off, thou hast scattered us, thou hast been displeased; O turn thyself to us again.

American Standard Version (ASV)
O God thou hast cast us off, thou hast broken us down; Thou hast been angry; oh restore us again.

Bible in Basic English (BBE)
<To the chief music-maker; put to Shushan-eduth. Michtam. Of David. For teaching. When he was fighting against Aram-naharaim and Aramzobah, when Joab came back, and put twelve thousand of the Edomites to death, in the Valley of Salt.> God, you have put us away from you, you have sent us in all directions, you have been angry; O be turned to us again.

Darby English Bible (DBY)
{To the chief Musician. On Shushan. Testimony. Michtam of David; to teach: when he strove with the Syrians of Mesopotamia, and the Syrians of Zobah, and Joab returned, and smote the Edomites in the valley of salt, twelve thousand.} O God, thou hast cast us off, thou hast scattered us, thou hast been displeased: restore us again.

World English Bible (WEB)
> God, you have rejected us. You have broken us down. You have been angry. Restore us, again.

Young's Literal Translation (YLT)
To the Overseer. -- `Concerning the Lily of Testimony,' a secret treasure of David, to teach, in his striving with Aram-Naharaim, and with Aram-Zobah, and Joab turneth back and smiteth Edom in the valley of Salt -- twelve thousand. O God, Thou hadst cast us off, Thou hadst broken us -- hadst been angry! -- Thou dost turn back to us.

O
God,
אֱ֭לֹהִיםʾĕlōhîmA-loh-heem
off,
us
cast
hast
thou
זְנַחְתָּ֣נוּzĕnaḥtānûzeh-nahk-TA-noo
thou
hast
scattered
פְרַצְתָּ֑נוּpĕraṣtānûfeh-rahts-TA-noo
displeased;
been
hast
thou
us,
אָ֝נַ֗פְתָּʾānaptāAH-NAHF-ta
O
turn
תְּשׁ֣וֹבֵ֥בtĕšôbēbteh-SHOH-VAVE
thyself
again.
לָֽנוּ׃lānûla-NOO

Cross Reference

ଗୀତସଂହିତା 44:9
କିନ୍ତୁ ହେ ପରମେଶ୍ବର, ତୁମ୍ଭେ ଆମ୍ଭକୁ ଛାଡ଼ି ଚାଲିଗଲ। ତୁମ୍ଭେ ଆମ୍ଭକୁ ମାନସିକ ଅଶାନ୍ତ କଲ। ତୁମ୍ଭେ ଆମ୍ଭ ସହିତ ୟୁଦ୍ଧ କ୍ଷେତ୍ରକୁ ଆସିଲ ନାହିଁ।

ଗୀତସଂହିତା 80:3
ହେ ପରମେଶ୍ବର, ପୁନରାଯ ଆମ୍ଭମାନଙ୍କୁ ବଳବାନ୍ କର। ଆମ୍ଭକୁ ପ୍ରଫୁଲ କର ଓ ରକ୍ଷା କର।

ଗୀତସଂହିତା 60:10
କିନ୍ତୁ ତୁମ୍ଭେ ଆମ୍ଭକୁ ପ୍ରତ୍ଯାଖ୍ଯାନ କରିଛ। ପରମେଶ୍ବର, ତୁମ୍ଭେ ଆଉ ଦିନ ତମାମ ଆମ୍ଭର ଶତ୍ରୁମାନଙ୍କ ସହିତ ୟାଅ ନାହିଁ।

ଦିତୀୟ ଶାମୁୟେଲ 5:20
ତା'ପରେ ଦାଉଦ ବାଲ୍-ପରାସୀମକକ୍ସ୍ଟ ଗଲେ, ଏବଂ ସଠାେରେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, ସଦାପ୍ରଭୁ ମାରେ ଶତୃମାନଙ୍କୁ ଛିନ୍ନ ବିଛିନ୍ନ କଲେ, ଯେପରି ନଦୀ ଭଙ୍ଗାବନ୍ଧକକ୍ସ୍ଟ ଭାଙ୍ଗି ବହି ନଇୟୋଏ। ଯେଉଁଥିପାଇଁ ଦାଉଦ ଉକ୍ତ ସ୍ଥାନର ନାମ ବାଲ୍-ପରାସୀମ ରଖିଥିଲେ।

ଦିତୀୟ ଶାମୁୟେଲ 8:3
ସୋବାରର ରାଜା ରହୋବର ପକ୍ସ୍ଟତ୍ର, ହଦଦଷେର ଫରାତ ନଦୀ ନିକଟରେ ନିଜର ରାଜ୍ଯ ପକ୍ସ୍ଟନର୍ବାର ହସ୍ତଗତ କରିବାକୁ ୟିବା ସମୟରେ ଦାଉଦ ତାହାଙ୍କକ୍ସ୍ଟ ପରାସ୍ତ କଲେ।

ଦିତୀୟ ଶାମୁୟେଲ 10:16
ହଦଦଷେର ପୁରୁଷ ଲୋକ ପଠାଇ ଫରାତ୍ ନଦୀ ଆରପାରି ରେ ଅରାମୀଯମାନଙ୍କୁ ଅଣାଇଲେ। ତେଣୁ ସମାନେେ ହେଲମକକ୍ସ୍ଟ ଆସିଲେ। ହଦଦଷେର ସନୋପତି ଶୋବକ ସମାନଙ୍କେର ନେତା ଥିଲା।

ପ୍ରଥମ ବଂଶାବଳୀ 18:3
ଦାଉଦ ଆହୁରି ମଧ୍ଯ ହଦ ରଷେରଙ୍କ ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ୟ୍ଯନ୍ତ ପଥରେ ସହେି ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ଫରାତ୍ ନଦୀ ପର୍ୟ୍ଯନ୍ତ ତାହାଙ୍କ ରାଜ୍ଯ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ।

ଗୀତସଂହିତା 89:3
ତୁମ୍ଭେ କହିଲ, ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି। ମୁଁ ମାରେ ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।

ଗୀତସଂହିତା 89:7
ପବିତ୍ର ଦୂତଗଣର ସମାନ ପରମେଶ୍ବରଙ୍କୁ ବହୁତ ଭୟ କରନ୍ତି। ସିଂହାସନ ଚତୁଃପାଶର୍‌ବରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।

ଗୀତସଂହିତା 89:19
ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦଇେ କହିଲ, ଆମ୍ଭେ ଏକ ୟୁବକ ତୁମ୍ଭ ମଧ୍ଯରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ଯ ସ୍ଥାପିତ କଲୁ। ଆମ୍ଭେ ସହେି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ।

ଗୀତସଂହିତା 89:38
କିନ୍ତୁ ହେ ପରମେଶ୍ବର, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କୋର୍ଧ ହାଇେଅଛି, ତୁମ୍ଭେ ତାକୁ ଛାଡ଼ିଲ ଏବଂ ତ୍ଯାଗ କରିଅଛ।

ଗୀତସଂହିତା 90:13
ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫରେି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ ? ଆପଣା ଦାସ ପ୍ରତି ଦୟା କର।

ଗୀତସଂହିତା 108:11
କିଏ ମାେତେ ସହେି ସକଳ ସହରକୁ ନବେ? କିଏ ଇଦୋମ ବିରୁଦ୍ଧରେ ୟୁଦ୍ଧ କରିବାରେ ମାରେ ନତେୃତ୍ବ ନବେ ? ତୁମ୍ଭେ ନୁହଁ କି, ପରମେଶ୍ବର ? କିନ୍ତୁ ତୁମ୍ଭେ ଆମ୍ଭକୁ ପରିତ୍ଯାଗ କଲ। ତୁମ୍ଭେ ଆମ୍ଭ ସୈନ୍ଯମାନଙ୍କ ସହିତ ଆଉ ଯାଉ ନାହଁ।

ଯିରିମିୟଙ୍କ ବିଳାପ 3:31
ସଦାପ୍ରଭୁ ଚିରକାଳ ପାଇଁ ତାକୁ ପରିତ୍ଯାଗ କରିବେ ନାହିଁ।

ଯିଖରିୟ 10:6
ଆମ୍ଭେ ଯିହୁଦାର ଗୃହକୁ ଶକ୍ତିଶାଳୀ କରାଇବା ଆଉ ମଧ୍ଯ ଆମ୍ଭେ ଯୋଷଫେର ଗୃହକୁ ରକ୍ଷା କରିବା। ଆମ୍ଭେ ସମାନଙ୍କେୁ ପୁନଃସ୍ଥାପନ କରିବା କାରଣ ସମାନଙ୍କେ ପ୍ରତି ଆମ୍ଭର ଦୟା ଅଛି। ଏହା ଏପରି ହବେ ଯେପରିକି ଆମ୍ଭେ ସମାନଙ୍କେୁ କବେେ ପ୍ରତ୍ଯାଖ୍ଯାନ କରିନାହୁଁ। ଆମ୍ଭେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଏବଂ ଆମ୍ଭେ ସମାନଙ୍କେର ପାର୍ଥନା ଶୁଣିବା।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:1
ତା' ହେଲେ ମୁଁ ପ୍ରଶ୍ନ କରୁଛି: କଣ ପରମେଶ୍ବର ନିଜ ଲୋକମାନଙ୍କୁ ପରିତ୍ଯାଗ କରନ୍ତି କି? ନା! ମୁଁ ଜଣେ ଇଶ୍ରାୟେଲୀୟ ଲୋକ। ମୁଁ ଅବ୍ରାହାମଙ୍କ ପରିବାରର ଅଟେ। ବିନ୍ଯାମୀନଙ୍କ ଗୋଷ୍ଠୀ ରେ ଜାତ।

ଗୀତସଂହିତା 85:4
ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫରୋଇ ଆଣ ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହବୋ ବନ୍ଦ କର।

ଗୀତସଂହିତା 79:9
ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ବର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାୟ୍ଯ କର ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର ଏବଂ ପାପସବୁ କ୍ଷମା କର।

ପ୍ରଥମ ଶାମୁୟେଲ 4:17
ତହକ୍ସ୍ଟଁ ସମାଗ୍ଭର ଆଣିଥିବା ଲୋକ ଉତ୍ତର ଦଇେ କହିଲା, ଇଶ୍ରାୟେଲ ପଲେଷ୍ଟୀୟମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଦୌଡି ପଳାଇଲେ। ଇଶ୍ରାୟେଲୀୟ ସୈନ୍ଯବାହିନି ତାଙ୍କର ବହକ୍ସ୍ଟତ ସୈନ୍ଯ ହରାଇଲେ। ତୁମ୍ଭର ଦକ୍ସ୍ଟଇ ପକ୍ସ୍ଟତ୍ର ହଫନି ଓ ପୀନହସ ମଲେ ଓ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇଗେଲେ।

ପ୍ରଥମ ଶାମୁୟେଲ 13:6
ଇଶ୍ରାୟେଲୀୟମାନେ ଆପଣାମାନଙ୍କ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗକ୍ସ୍ଟମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ଯାନ୍ଯ ଗାତ୍ର ରେ ଆତ୍ମଗୋପନ କଲେ।

ପ୍ରଥମ ଶାମୁୟେଲ 13:11
ଶାମକ୍ସ୍ଟଯଲେ କହିଲେ, ତୁମ୍ଭେ ଏ କ'ଣ କଲ?

ପ୍ରଥମ ଶାମୁୟେଲ 13:19
କୌଣସି ଇଶ୍ରାୟେଲୀୟ କମାର କାମ କରୁ ନ ଥିଲେ। କାରଣ ପଲେଷ୍ଟୀୟମାନେ ଇଶ୍ରାୟେଲୀୟମାନଙ୍କୁ ଲୌହ କର୍ମ ଶିଖାଇ ନଥିଲେ ସମାନଙ୍କେର ଭୟଥିଲା ଏହାଦ୍ବାରା ଇଶ୍ରାୟେଲୀୟମାନେ ଖଡ୍ଗ ବା ବର୍ଚ୍ଛା ନିର୍ମାଣ କରିପାରିବେ।

ପ୍ରଥମ ଶାମୁୟେଲ 31:1
ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ଇଶ୍ରାୟେଲୀୟମାନେ ଭୟ ରେ ସଠାେରକ୍ସ୍ଟ ଦୌଡି ପଳାଯନ କଲେ। ଗିଲବୋଯ ପର୍ବତ ଉପରେ ବହକ୍ସ୍ଟତ ଇଶ୍ରାୟେଲୀୟମାନଙ୍କୁ ମାରି ଦିଆଗଲା।

ଦିତୀୟ ଶାମୁୟେଲ 8:12
ଦାଉଦ ଅରାମ, ମାଯାେବ, ଅମ୍ମାନେ, ପଲେଷ୍ଟୀୟ, ଅମାଲକେୀଯ ଏବଂ ସେ ମଧ୍ଯ ସୋବାର ରାଜା ରହବରେ ପକ୍ସ୍ଟତ୍ର ହଦଦଷେରକକ୍ସ୍ଟ ପରାସ୍ତ କରିଥିଲେ।

ଦିତୀୟ ରାଜାବଳୀ 14:7
ଅମତ୍ସିଯ ଲବଣ ଉପତ୍ୟକା ରେ 10,000 ଇଦୋମ ଲୋକଙ୍କୁ ବଧ କଲେ ଓ ୟୁଦ୍ଧ ରେ ସେଲା ନଗର ଅଧିକାର କରି ତାହାର ନାମ ୟକ୍ତଲେ ରଖିଲେ। ତାହା ଆଜି ମଧ୍ଯ ୟକ୍ତଲେ ନାମ ରେ ପରିଚିତ।

ପ୍ରଥମ ବଂଶାବଳୀ 18:12
ଲବଣ ଉପତ୍ୟକା ରେ ସରୁଯାଙ୍କ ପୁତ୍ର ଅବୀଶଯ 18,000 ଇଦୋମୀଯ ଲୋକଙ୍କୁ ହତ୍ଯା କଲେ।

ପ୍ରଥମ ବଂଶାବଳୀ 19:16
ଅରାମୀଯ ନେତାମାନେ ଦେଖିଲେ ଯେ, ଇଶ୍ରାୟେଲ ସମାନଙ୍କେୁ ପରାଜିତ କରିଅଛି। ତେଣୁ ସମାନେେ ଫରାତ୍ ନଦୀର ପୂର୍ବଆଡ଼େ ବାସ କରୁଥିବା ଅରାମୀଯ ଲୋକମାନଙ୍କଠାରୁ ସାହାୟ୍ଯ ମାଗିବା ନିମନ୍ତେ ବାର୍ତ୍ତାବାହକମାନଙ୍କୁ ପ୍ ରରଣେ କଲେ। ଶୋଫକ୍ ଅରାମରୁ ଆସିଥିବା ହଦ ରଷେରଙ୍କ ସୈନ୍ଯଦଳର ସନୋପତି ଥିଲେ। ଶୋଫକ୍ ଅନ୍ୟ ଅରାମୀଯ ସୈନ୍ଯଦଳକୁ ମଧ୍ଯ ପରିଚାଳିତ କରୁଥିଲେ।

ପ୍ରଥମ ବଂଶାବଳୀ 28:9
ଏବଂ ତୁମ୍ଭେ ମାରେ ପୁତ୍ର ଶଲୋମନ, ତୁମ୍ଭ ପିତାର ପରମେଶ୍ବରଙ୍କୁ ଜାଣିଅଛ। ଶୁଦ୍ଧ ହୃଦଯ ରେ ପରମେଶ୍ବରଙ୍କର ସବୋ କର। ପରମେଶ୍ବରଙ୍କ ସବୋ କରିବା ନିମନ୍ତେ ହୃଦଯ ରେ ଆନନ୍ଦିତ ହୁଅ। କାହିଁକି ? କାରଣ ପ୍ରତିଟି ବ୍ଯକ୍ତିର ହୃଦଯ ରେ କ'ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦଯର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାୟ୍ଯ ମାଗବା ନିମନ୍ତେ ୟିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫରେି ଦୂରକୁ ଚାଲିୟିବ, ତବେେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ଯାଗ କରିବେ।

ଦିତୀୟ ବଂଶାବଳୀ 25:11
ଏହାପରେ ଅମତ୍ସିଯ ଅତ୍ଯନ୍ତ ସାହସୀ ହାଇେ ଉଠିଲେ ଓ ତାଙ୍କର ସୈନ୍ଯଦଳକୁ ଲବଣ-ଉପତ୍ୟକାକୁ କଢ଼ାଇ ନେଲେ। ସହେି ସ୍ଥାନ ରେ, ଅମତ୍ସିଯଙ୍କ ସୈନ୍ଯଦଳ ସଯେୀରର 10,000 ଲୋକଙ୍କୁ ହତ୍ଯା କଲେ।

ଗୀତସଂହିତା 59:1
ହେ ପରମେଶ୍ବର, ମାରେ ଶତ୍ରୁଗଣଠାରୁ ମାେତେ ଉଦ୍ଧାର କର। ଆକ୍ରମଣ କରିବାକୁ ଆସିଥିବା ଲୋକମାନଙ୍କଠାରୁ ମାେତେ ରକ୍ଷା କର।

ଗୀତସଂହିତା 59:11
ହେ ପରମେଶ୍ବର, ସମାନଙ୍କେୁ କବଳେ ହତ୍ଯା କର ନାହିଁ। ହୁଏତ ମାରେ ଲୋକମାନେ ପାଶୋରି ୟାଇପାରନ୍ତି। ହେ ମାରେ ପ୍ରଭୁ, ଆମ୍ଭମାନଙ୍କ ତ୍ରାଣକର୍ତ୍ତା, ତୁମ୍ଭ ମହାପରାକ୍ରମ ଶକ୍ତିରେ ସମାନଙ୍କେୁ ଛିନ୍ନଭିନ୍ନ କର ଓ ପରାସ୍ତ କର।

ଗୀତସଂହିତା 74:1
ପରମେଶ୍ବର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ଯାଗ କଲ ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ୟେ ତୁମ୍ଭର ନିଜ ଦଳ?

ଗୀତସଂହିତା 79:5
ହେ ପରମେଶ୍ବର, ଏହା ଆଉ କେତେ ଦିନ ପର୍ୟ୍ଯନ୍ତ ୟିବ ? ତୁମ୍ଭେ କ'ଣ ଚିରକାଳ ଆମ୍ଭମାନଙ୍କ ଉପରେ କୋର୍ଧ କରିଥିବ ? ତୁମ୍ଭର ଅନ୍ତର କଗ୍ଦଣ ଜ୍ବାଳା ଅଗ୍ନିପରି ସର୍ବଦା ଜଳିବ ?

ପ୍ରଥମ ଶାମୁୟେଲ 4:10
ତହିଁରେ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ କଲେ ଓ ଇଶ୍ରାୟେଲୀୟମାନେ ପରାସ୍ତ ହାଇେ ପ୍ରେତ୍ୟକକ ଆପଣା ଆପଣା ତମ୍ବୁକକ୍ସ୍ଟ ଫରେିଗଲେ, ସେତବେେଳେ ଅତି ମହାସଂହାର ହେଲା, କାରଣ ସେଥି ରେ ଇଶ୍ରାୟେଲର 30,000 ପଦାତିକ ସୈନ୍ଯ ମରି ପଡିଲେ।