Psalm 55:13
କିନ୍ତୁ ତୁମ୍ଭେ ମାରେ ସହୟୋଗୀ, ସହପାଠୀ ଓ ସାଂଗମାନେ, ୟିଏ ଏହା କରନ୍ତି।
Psalm 55:13 in Other Translations
King James Version (KJV)
But it was thou, a man mine equal, my guide, and mine acquaintance.
American Standard Version (ASV)
But it was thou, a man mine equal, My companion, and my familiar friend.
Bible in Basic English (BBE)
But it was you, my equal, my guide, my well-loved friend.
Darby English Bible (DBY)
But it was thou, a man mine equal, mine intimate, my familiar friend. ...
Webster's Bible (WBT)
For it was not an enemy that reproached me; then I could have borne it: neither was it he that hated me that magnified himself against me; then I would have hid myself from him:
World English Bible (WEB)
But it was you, a man like me, My companion, and my familiar friend.
Young's Literal Translation (YLT)
But thou, a man -- as mine equal, My familiar friend, and mine acquaintance.
| But it was thou, | וְאַתָּ֣ה | wĕʾattâ | veh-ah-TA |
| a man | אֱנ֣וֹשׁ | ʾĕnôš | ay-NOHSH |
| equal, mine | כְּעֶרְכִּ֑י | kĕʿerkî | keh-er-KEE |
| my guide, | אַ֝לּוּפִ֗י | ʾallûpî | AH-loo-FEE |
| and mine acquaintance. | וּמְיֻדָּֽעִי׃ | ûmĕyuddāʿî | oo-meh-yoo-DA-ee |
Cross Reference
ଦିତୀୟ ଶାମୁୟେଲ 15:12
ଯେତବେେଳେ ଅବଶା ଲୋମ ବଳିଦାନ ଉତ୍ସର୍ଗ କଲେ, ସେ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀଯ ଅହୀଥୋଫଲକକ୍ସ୍ଟ ତାହାର ନଗର ଗୀଲୋରକ୍ସ୍ଟ ଡକାଇଲେ। ତହିଁରେ ଚକ୍ରାନ୍ତ ଦକ୍ସ୍ଟଢ ହେଲା, କାରଣ ଅବଶାଲୋମର ସପକ୍ଷର ଲୋକମାନେ ବହକ୍ସ୍ଟତ ବୃଦ୍ଧି ପାଇଲେ।
ଗୀତସଂହିତା 41:9
ମାରେ ଅନ୍ତରଙ୍ଗ ବନ୍ଧୁ ମାେ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ବାସ କଲି। କିନ୍ତୁ ଦେଖ, ସେ ଆଜି ମାେ ବିରୁଦ୍ଧରେ ଯାଉଛନ୍ତି।
ମୀଖା 7:5
ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।
ଯିରିମିୟ 9:4
ତୁମ୍ଭମାନେେ ପ୍ରେତ୍ୟକକ ପ୍ରତିବେଶୀ ପ୍ରତି ସାବଧାନ ହୁଅ ଓ କୌଣସି ଭ୍ରାତାକୁ ବିଶ୍ବାସ କର ନାହିଁ। କାରଣ ପ୍ରେତ୍ୟକକ ଭ୍ରାତା ପ୍ରତାରକ ଓ ପ୍ରେତ୍ୟକକ ପ୍ରତିବେଶୀ ତୁମ୍ଭମାନଙ୍କର ନିନ୍ଦା ଗାଇ ବୁଲିବେ।
ଦିତୀୟ ଶାମୁୟେଲ 16:23
ସେ ସମୟରେ ଅହୀଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସହେି ମନ୍ତ୍ରଣା ପରମେଶ୍ବରଙ୍କ ବାକ୍ଯ ବୋଲି ବିବଚେନା କରାୟାଏ। ଦାଉଦ ଓ ଅବଶା ଲୋମ ଉଭୟ ଏହାକକ୍ସ୍ଟ ଗକ୍ସ୍ଟରକ୍ସ୍ଟତ୍ତ୍ବପୂର୍ଣ ବିବଚେନା କଲେ।
ଯୋହନଲିଖିତ ସୁସମାଚାର 19:13
ପୀଲାତ ଯିହୂଦୀମାନଙ୍କର ଏହି କଥା ଶୁଣିଲେ। ତେଣୁ ସେ ଯୀଶୁଙ୍କୁ 'ପ୍ରସ୍ତରମଣ୍ଡପ' ନାମକ ସ୍ଥାନକୁ ଆଣିଲେ। ଏବ୍ରୀ ଭାଷା ରେ ଏହାର ନାମ 'ଗବ୍ବଥା' ଅଟେ। ପୀଲାତ ପ୍ରସ୍ତରମଣ୍ଡପରେ ଥିବା ବିଚାରସନ ରେ ବସିଲେ।
ଲୂକଲିଖିତ ସୁସମାଚାର 22:47
ଏସବୁ କଥା ଯୀଶୁ କହୁଥିବା ସମୟରେ ଦଳେ ଲୋକ ସଠାେକୁ ଆସିଲେ। ବାରଜଣ ପ୍ ରରେିତଙ୍କ ମଧ୍ଯରୁ ଜଣେ ପ୍ ରରେିତ ସହେି ଲୋକମାନଙ୍କ ଦଳର ନତେୃତ୍ବ ନଇେଥିଲା। ସେ ଥିଲା ୟିହୂଦା। ଯୀଶୁଙ୍କୁ ଚୁମ୍ବନ ଦବୋ ପାଇଁ ୟିହୂଦା ଯୀଶୁଙ୍କ ପାଖକୁ ଆସିଲା।
ଲୂକଲିଖିତ ସୁସମାଚାର 22:21
ଯୀଶୁ କହିଲେ, ତୁମ୍ଭମାନଙ୍କ ଭିତରୁ ଜଣେ ଶୀଘ୍ର ମାେ ପ୍ରତି ବିଶ୍ବାସଘାତକତା କରିବ। ତାର ହାତ ମାେ ହାତ ପାଖ ରେ ଏହି ଟବେୁଲ ଉପରେ ଅଛି।
ମାର୍କଲିଖିତ ସୁସମାଚାର 14:44
ବିଶ୍ବାସଘାତକ ଯିହୁଦା ସହେି ଲୋକମାନଙ୍କୁ ଯୀଶୁଙ୍କୁ ଚିହ୍ନଇେ ଦବୋ ପାଇଁ ଗୋଟିଏ ସଙ୍କତେ ଦଇେଥିଲା। ସେ କହିଥିଲା: ଯେଉଁ ଲୋକକୁ ମୁଁ ଚୁମ୍ବନ ଦବେି, ସେ ହେଉଛନ୍ତି ଯୀଶୁ। ତୁମ୍ଭମାନେେ ତାହାଙ୍କୁ ବନ୍ଦୀ କରିବ ଓ ସାବଧାନ ରେ ଦୂରକୁ ନଇୟିବେ।
ମାଥିଉଲିଖିତ ସୁସମାଚାର 26:47
ଯୀଶୁ ଏହି କଥା କହୁଥିବା ସମୟରେ ୟିହୂଦା ସଠାେକୁ ଆସିଲା। ସେ ଯୀଶୁଙ୍କର ବାରଜଣ ଶିଷ୍ଯଙ୍କ ମଧ୍ଯରୁ ଜଣେ ଥିଲା। ୟିହୂଦା ଙ୍କ ସହିତ ମଧ୍ଯ ଅନକେ ଲୋକ ଥିଲେ। ୟିହୂଦା ଓ ସହେି ଲୋକମାନେ ଖଣ୍ଡା ଓ ଠେଙ୍ଗା ଧରିଥିଲେ। ସମାନଙ୍କେୁ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ପଠାଇଥିଲେ।