ଗୀତସଂହିତା 50:9 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 50 ଗୀତସଂହିତା 50:9

Psalm 50:9
ମୁଁ ତୁମ୍ଭ ଗୃହରୁ ବଳଦମାନଙ୍କୁ ନବେି ନାହିଁ କି ମୁଁ ତୁମ୍ଭର ଗୁହାଳରୁ ଛଳେିମାନଙ୍କୁ ନବେି ନାହିଁ।

Psalm 50:8Psalm 50Psalm 50:10

Psalm 50:9 in Other Translations

King James Version (KJV)
I will take no bullock out of thy house, nor he goats out of thy folds.

American Standard Version (ASV)
I will take no bullock out of thy house, Nor he-goats out of thy folds.

Bible in Basic English (BBE)
I will take no ox out of your house, or he-goats from your flocks;

Darby English Bible (DBY)
I will take no bullock out of thy house, [nor] he-goats out of thy folds:

Webster's Bible (WBT)
I will take no bullock out of thy house, nor he-goats out of thy folds.

World English Bible (WEB)
I have no need for a bull from your stall, Nor male goats from your pens.

Young's Literal Translation (YLT)
I take not from thy house a bullock, From thy folds he goats.

I
will
take
לֹאlōʾloh
no
אֶקַּ֣חʾeqqaḥeh-KAHK
bullock
מִבֵּיתְךָ֣mibbêtĕkāmee-bay-teh-HA
house,
thy
of
out
פָ֑רpārfahr
nor
he
goats
מִ֝מִּכְלְאֹתֶ֗יךָmimmiklĕʾōtêkāMEE-meek-leh-oh-TAY-ha
out
of
thy
folds.
עַתּוּדִֽים׃ʿattûdîmah-too-DEEM

Cross Reference

ଗୀତସଂହିତା 69:31
ସଦାପ୍ରଭୁ ଏଥିରେ ପ୍ରସନ୍ନ ହବେେ। ଏକ ଶିଙ୍ଗ ଓ ଖୁରା ସହିତ ଷଣ୍ଢ କିଅବା ପଶୁ ବଳି ଦବୋ ଅପେକ୍ଷା ଏହା ଅଧିକ ଉତ୍ତମ ଅଟେ।

ଯିଶାଇୟ 43:23
ଆମ୍ଭ ନିମନ୍ତେ ନିଜର ଉତ୍ସର୍ଗ ମଷଗେୁଡ଼ିକୁ ଆମ୍ଭ ନିକଟକୁ ଆଣି ନାହଁ। କିମ୍ବା ବଳିଦାନ ଦ୍ବାରା ଆମ୍ଭର ଅଭ୍ଯର୍ଥନା କରି ନାହଁ। ଆମ୍ଭେ ନବୈେଦ୍ଯ ନିମନ୍ତେ ତୁମ୍ଭକୁ ଦାସ ଭାବରେ ବ୍ଯବହାର କରି ନାହୁଁ କିମ୍ବା ଧୂପ ନିମନ୍ତେ ତୁମ୍ଭକୁ କ୍ଲାନ୍ତ କରି ନାହୁଁ।

ମୀଖା 6:6
ଆମ୍ଭମାନେେ କ'ଣ ଆଣି ସଦାପ୍ରଭୁଙ୍କୁ ଭଟେିବା? କ'ଣ କରି ଆମ୍ଭେ ଉର୍ଦ୍ଧ୍ବସ୍ଥ ପରମେଶ୍ବରଙ୍କୁ ପ୍ରଣାମ କରିବା? କ'ଣ ହାମବେଳି ଓ ଏକବର୍ଷୀଯ ଗୋବତ୍ସ ନଇେ ଆମ୍ଭେ ସଦାପ୍ରଭୁଙ୍କୁ ଭଟେି ଦବୋ?

ରେରିତମାନଙ୍କ କାର୍ଯ୍ୟର ବିବରଣ 17:25
ସେ ପରମେଶ୍ବର ଜୀବନ ଓ ପ୍ରାଣବାଯୁ ପ୍ରଦାନ କରନ୍ତି। ସେ ମନୁଷ୍ଯମାନଙ୍କର ସାହାୟ୍ଯ ଲୋଡ଼ନ୍ତି ନାହିଁ। ତାହାଙ୍କର କୌଣସି ଅଭାବ ନାହିଁ।

ଏବ୍ରୀମାନଙ୍କ ନିକଟକୁ ପତ୍ର 10:4
ଏହାର କାରଣ ହେଲା ଯେ, ବଳଦମାନଙ୍କ ଓ ଛଳେିମାନଙ୍କ ରକ୍ତ ପାପ ହରଣ କରିବା ପାଇଁ ସକ୍ଷମ ନୁହଁନ୍ତି।