ଗୀତସଂହିତା 4:6 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 4 ଗୀତସଂହିତା 4:6

Psalm 4:6
ଅନକେ ଲୋକ କହନ୍ତି, କିଏ ଆମ୍ଭମାନଙ୍କୁ ପରମେଶ୍ବରଙ୍କ ଉତ୍ତମତା ଦଖାଇେ ପାରିବ। ହେ ସଦାପ୍ରଭୁ ତୁମ୍ଭେ ତୁମ୍ଭର ତଜେ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦଖାେଅ।

Psalm 4:5Psalm 4Psalm 4:7

Psalm 4:6 in Other Translations

King James Version (KJV)
There be many that say, Who will shew us any good? LORD, lift thou up the light of thy countenance upon us.

American Standard Version (ASV)
Many there are that say, Who will show us `any' good? Jehovah, lift thou up the light of thy countenance upon us.

Bible in Basic English (BBE)
There are numbers who say, Who will do us any good? the light of his face has gone from us.

Darby English Bible (DBY)
Many say, Who shall cause us to see good? Lift up upon us the light of thy countenance, O Jehovah.

Webster's Bible (WBT)
Offer the sacrifices of righteousness, and put your trust in the LORD.

World English Bible (WEB)
Many say, "Who will show us any good?" Yahweh, let the light of your face shine on us.

Young's Literal Translation (YLT)
Many are saying, `Who doth show us good?' Lift on us the light of Thy face, O Jehovah,

There
be
many
רַבִּ֥יםrabbîmra-BEEM
that
say,
אֹמְרִים֮ʾōmĕrîmoh-meh-REEM
Who
מִֽיmee
will
shew
יַרְאֵ֪נ֫וּyarʾēnûyahr-A-NOO
us
any
good?
ט֥וֹבṭôbtove
Lord,
נְֽסָהnĕsâNEH-sa
lift
thou
up
עָ֭לֵינוּʿālênûAH-lay-noo
the
light
א֨וֹרʾôrore
countenance
thy
of
פָּנֶ֬יךָpānêkāpa-NAY-ha
upon
יְהוָֽה׃yĕhwâyeh-VA

Cross Reference

ଗୀତସଂହିତା 80:19
ହେ ସଦାପ୍ରଭୁ ସୈନ୍ଯାଧିପତି ପରମେଶ୍ବର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର, ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।

ଗୀତସଂହିତା 80:7
ହେ ସୈନ୍ଯାଧିପତି ପରମେଶ୍ବର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର। ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ରକ୍ଷା କର।

ଗଣନା ପୁସ୍ତକ 6:26
ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାନ୍ତୁ ଓ ତୁମ୍ଭକୁ ଶାନ୍ତି ଦିଅନ୍ତୁ।

ଗୀତସଂହିତା 119:135
ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର। ଏବଂ ତୁମ୍ଭର ବ୍ଯବସ୍ଥାମାନ ମାେତେ ଶିକ୍ଷା ଦିଅ।

ଗୀତସଂହିତା 89:15
ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ସମାନେେ ତୁମ୍ଭର ଦୟାର ଆ ଲୋକରେ ବଞ୍ଚନ୍ତି।

ଗୀତସଂହିତା 67:1
ହେ ପରମେଶ୍ବର, ଆମ୍ଭମାନଙ୍କ ଉପରେ ଦୟାକରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ପ୍ରସନ୍ନ କରନ୍ତୁ।

ଯାକୁବଙ୍କ ପତ୍ 5:1
ଧନୀ ଲୋକେ ! ଶୁଣ ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ଯଧିକ କ୍ଲେଶ ତୁମ୍ଭ ଉପରେ ମାଡ଼ି ଆସୁଛି।

ଯାକୁବଙ୍କ ପତ୍ 4:13
ତୁମ୍ଭ ଭିତ ରେ କହେି କହେି କୁହନ୍ତି, ଆମ୍ଭେ ଆଜି ବା କାଲି କୌଣସି ସହରକୁ ୟିବୁ। ଆମ୍ଭେ ସଠାେରେ ବର୍ଷେ ରହିବୁ ଓ ବ୍ଯବସାୟ କରି ଧନ ଅର୍ଜନ କରିବୁ। ଶୁଣ ! ଏହି ବିଷୟ ରେ ଚିନ୍ତା କର :

ଲୂକଲିଖିତ ସୁସମାଚାର 16:19
ଯୀଶୁ କହିଲେ, ଥରେ ଜଣେ ଧନୀଲୋକ ସଦା ବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସପୂର୍ଣ୍ଣ ଭୋଜି ଦବୋକୁ ସକ୍ଷମ ଥିଲା।

ଲୂକଲିଖିତ ସୁସମାଚାର 12:19
ତା'ପରେ ମୁଁ ନିଜକୁ କହି ପାରିବି, ମୁଁ ଅନକେ ଉତ୍ତମ ପଦାର୍ଥ ଅନକେ ବର୍ଷ ପାଇଁ ସଞ୍ଚୟ କରି ରଖିଛି। ଏଥର ଆରାମ କର। ଖାଇପିଇ ମଉଜ କର।'

ଯିଶାଇୟ 55:2
ଅଖାଦ୍ୟ ପାଇଁ ତୁମ୍ଭମାନେେ କାହିଁକି ରୂପା ବ୍ଯଯ କରୁଅଛ। ପୁଣି ଯାହା ତୃପ୍ତିକର ନୁହେଁ ସେଥିପାଇଁ କାହିଁକି ପରିଶ୍ରମ କରୁଅଛ। ତେଣୁ ମନୋୟୋଗ ସହକା ରେ ଆମ୍ଭକଥା ଶୁଣ ଓ ଉତ୍ତମ ଦ୍ରବ୍ଯ ଭୋଜନ କର। ପୁଣି ପୁଷ୍ଟିକର ଦ୍ରବ୍ଯ ରେ ତୁମ୍ଭମାନଙ୍କର ଆତ୍ମାକୁ ସନ୍ତୁଷ୍ଟ ହବୋକୁ ଦିଅ।

ଉପଦେଶକ 2:3
ଜଣେ ମୂର୍ଖ ପରି ମାତାଲ୍ ହବୋ ପର୍ୟ୍ଯନ୍ତ ମୁଁ ସ୍ଥିର କଲି ଦ୍ରାକ୍ଷାରସ ପିଇବା ପାଇଁ ଚେଷ୍ଟା କରିବି। ଯଦିଓ ସବୁବେଳେ ମାରେ ମନ ବୁଦ୍ଧିର ସହିତ ମାେତେ ପରିଚାଳନା କରୁଛି। ମୁଁ ଦେଖିବା ପାଇଁ ଚାହିଁଲି। ଏହା କରିବା କ'ଣ ପୃଥିବୀର ଲୋକମାନଙ୍କ ପାଇଁ ମୂଲ୍ଯହୀନ।

ଗୀତସଂହିତା 80:1
ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।

ଗୀତସଂହିତା 49:16
କବଳେ ସମାନେେ ଧନୀ ବୋଲି ସମାନଙ୍କେୁ ଭୟ କର ନାହିଁ। ସହେି ଲୋକମାନଙ୍କୁ ଭୟ କର ନାହିଁ ଯେଉଁମାନଙ୍କର ସୁଶୋଭିତ ଗୃହ ରହିଛି।

ଗୀତସଂହିତା 44:3
ଆମ୍ଭର ପିତୃପୁରୁଷଙ୍କ ଖଡ୍ଗ ଦ୍ବାରା ଏ ରାଜ୍ଯ ମିଳି ନାହିଁ। ସମାନଙ୍କେର ବଳିଷ୍ଠ ବାହୁ ୟୁଗଳ ସମାନଙ୍କେୁ ବିଜଯୀ କରି ନାହିଁ। ଏହା କବଳେ ସମ୍ଭବ ହାଇେଛି, ତୁମ୍ଭେ ସମାନଙ୍କେ ସାଙ୍ଗରେ ଥିଲ। ହେ ପରମେଶ୍ବର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା। କାରଣ ତୁମ୍ଭେ ସମାନଙ୍କେୁ ଭଲ ପାଉଥିଲ।

ଗୀତସଂହିତା 42:5
ହେ ମାରେ ପ୍ରାଣ କାହିଁକି ମୁଁ ଏତେ ବ୍ଯାକୁଳ ? ମୁଁ ପରମେଶ୍ବରଙ୍କ ସହାୟତା ପାଇଁ ଅପେକ୍ଷା କରିବି। ମୁଁ ତାଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।

ଗୀତସଂହିତା 39:6
ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ। ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ। କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ଯୁପରେ ସେ ସବୁକୁ କିଏ ପାଇବ।

ଗୀତସଂହିତା 21:6
ହେ ପରମେଶ୍ବର, ତୁମ୍ଭେ ପ୍ରକୃତରେ ସହେି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ। ଯେତବେେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା'ର ଆନନ୍ଦ ଆହୁରି ବଢ଼ିୟାଏ।