ଗୀତସଂହିତା 30
1 ହେ ସଦାପ୍ରଭୁ, ତୁମ୍ଭେ ମାେତେ ମାରେ ସମସ୍ତ ବିପଦରୁ ଉଦ୍ଧାର କରିଛ। ତୁମ୍ଭେ ମାରେ ଶତ୍ରୁଙ୍କୁ ମାେତେ ପରାଜିତ କରିବାକୁ ସୁଯୋଗ ଦଲେ ନାହିଁ କି ସମାନେେ ମାେତେ ପରିହାସ କରିବାକୁ ଦଲେ ନାହିଁ। ତଣେୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।
2 ହେ ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ପ୍ରାର୍ଥନା କଲି ଓ ତହିଁରେ ତୁମ୍ଭେ ମାେତେ ସୁସ୍ଥ କରିଅଛ।
3 ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁ ଗୁମ୍ଫାରୁ ମାରେ ପ୍ରାଣ ବଞ୍ଚାଇ ରଖିଛ। ମାେତେ ସହେି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦଇେ ନାହଁ।
4 ହେ ପରମେଶ୍ବରଙ୍କ ଅନୁଗାମୀମାନେ ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର। ତାଙ୍କର ସହେି ପବିତ୍ର ନାମର ପ୍ରଶଂସା କର।
5 ପରମେଶ୍ବର କୋର୍ଧିତ ହୁଅନ୍ତି। ତଣେୁ ତାଙ୍କର ନିଷ୍ପତ୍ତି ହିଁ ମୃତ୍ଯୁ। କିନ୍ତୁ ସେ ମାେ ପ୍ରତି କରୁଣା ପ୍ରଦର୍ଶନ କରି ମାେତେ ଜୀବନଦାନ ଦଇେଛନ୍ତି। ସାରା ରାତି ମୁଁ କାନ୍ଦୁଥିଲି। ତା'ପରଦିନ ସକାଳୁ ଦେଖିଲି, ମୁଁ ଖୁସିରେ ଗୀତ ବୋଲୁଛି।
6 ମୁଁ ସେତବେେଳେ ନିରାପଦରେ ନିଶ୍ଚିତ ଥିଲି, ମୁଁ ଭାବୁଥିଲି ମାରେ କିଛି କ୍ଷତି ହବେ ନାହିଁ।
7 ହଁ ସଦାପ୍ରଭୁ, ଯେ ତବେଳେ ତୁମ୍ଭେ ମାେ ପ୍ରତି ଦୟା କଲେ, ମୁଁ ସେତବେେଳେ ଭାବିଲି, କହେି ମାେତେ ପରାସ୍ତ କରିପାରିବେ ନାହିଁ। କିନ୍ତୁ ତୁମ୍ଭେ ଯେତବେେଳେ ମାେ ପାଖରୁ ଦୂରଇେ ଗଲ, ମୁଁ ସେତବେେଳେ ବ୍ଯାକୁଳ ହାଇେ ଭୟରେ ଥରି ଉଠିଲି।
8 ତଣେୁ ହେ ପରମେଶ୍ବର, ମୁଁ ତୁମ୍ଭକୁ ମାେ ପ୍ରତି ସଦଯ ହବୋକୁ ନିବଦନେ କଲି।
9 ମୁଁ କହିଲି, ହେ ପ୍ରଭୁ କ'ଣ ଭଲ ହବେ ୟଦି ମୁଁ ମରିୟାଏ। ମୁଁ କବର ଭିତରକୁ ଗଲେ କ'ଣ ଲାଭ। ମୃତ ଲୋକମାନେ ସହେି ମାଟିର କବରରେ ଶୋଇ ରହନ୍ତି। ସମାନେେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସମାନେେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭମାନେେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।
10 ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ ଓ ମାେ ପ୍ରତି କରୁଣା ପ୍ରଦର୍ଶନ କର। ହେ ସଦାପ୍ରଭୁ ମାରେ ସହାୟ ହୁଅ।
11 ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ତୁମ୍ଭେ ମାେତେ ସାହାୟ୍ଯ କଲ। ତୁମ୍ଭେ ମାରେ କ୍ରନ୍ଦନକୁ ନୃତ୍ଯରେ ପରିଣତ କଲ। ତୁମ୍ଭେ ମାରେ ଦୁଃଖର ପୋଷାକ ସବୁକୁ କାଢ଼ି ନଲେ ଓ ମାେତେ ସୁଖରେ ଆଚ୍ଛାଦିତ କରିଲ।
12 ହେ ସଦାପ୍ରଭୁ, ମାରେ ପରମେଶ୍ବର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କବେେ ନୀରବରେ ବସି ରହିବି ନାହିଁ। ତଣେୁ ସବୁବେଳେ କହେି ନା କହେି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ।
1 A Psalm and Song at the dedication of the house of David.
2 I will extol thee, O Lord; for thou hast lifted me up, and hast not made my foes to rejoice over me.
3 O Lord my God, I cried unto thee, and thou hast healed me.
4 O Lord, thou hast brought up my soul from the grave: thou hast kept me alive, that I should not go down to the pit.
5 Sing unto the Lord, O ye saints of his, and give thanks at the remembrance of his holiness.
6 For his anger endureth but a moment; in his favour is life: weeping may endure for a night, but joy cometh in the morning.
7 And in my prosperity I said, I shall never be moved.
8 Lord, by thy favour thou hast made my mountain to stand strong: thou didst hide thy face, and I was troubled.
9 I cried to thee, O Lord; and unto the Lord I made supplication.
10 What profit is there in my blood, when I go down to the pit? Shall the dust praise thee? shall it declare thy truth?
11 Hear, O Lord, and have mercy upon me: Lord, be thou my helper.
12 Thou hast turned for me my mourning into dancing: thou hast put off my sackcloth, and girded me with gladness;
13 To the end that my glory may sing praise to thee, and not be silent. O Lord my God, I will give thanks unto thee for ever.
Tamil Indian Revised Version
நான் உம்முடைய விரோதிகளை உமக்குப் பாதபடியாக்கிப்போடும்வரைக்கும் நீர் என்னுடைய வலதுபக்கத்தில் உட்காரும் என்று கர்த்தர் என் ஆண்டவரிடம் சொன்னார் என்று சொல்லியிருக்கிறானே.
Tamil Easy Reading Version
“‘கர்த்தர் (தேவன்) எனது ஆண்டவரிடம் (கிறிஸ்து) கூறினார்: எனது வலது பக்கத்தின் அருகில் உட்காரும்; உம் எதிரிகளை உம் கட்டுக்குள் வைப்பேன்!’
Thiru Viviliam
⁽‘ஆண்டவர் என் தலைவரிடம்,␢ "நான் உம் பகைவரை␢ உமக்குஅடிபணிய வைக்கும் வரை␢ நீர் என் வலப்பக்கம் வீற்றிரும்!"⁾ என்று உரைத்தார்’ என அவரே கூறியுள்ளார் அல்லவா!
King James Version (KJV)
The LORD said unto my Lord, Sit thou on my right hand, till I make thine enemies thy footstool?
American Standard Version (ASV)
The Lord said unto my Lord, Sit thou on my right hand, Till I put thine enemies underneath thy feet?
Bible in Basic English (BBE)
The Lord said to my Lord, Be seated at my right hand, till I put under your feet all those who are against you?
Darby English Bible (DBY)
The Lord said to my Lord, Sit on my right hand until I put thine enemies under thy feet?
World English Bible (WEB)
‘The Lord said to my Lord, Sit on my right hand, Until I make your enemies a footstool for your feet?’
Young’s Literal Translation (YLT)
The Lord said to my lord, Sit at my right hand, till I may make thine enemies thy footstool?
மத்தேயு Matthew 22:44
நான் உம்முடைய சத்துருக்களை உமக்குப் பாதபடியாக்கிப்போடும்வரைக்கும் நீர் என்னுடைய வலது பாரிசத்தில் உட்காரும் என்று கர்த்தர் என் ஆண்டவரோடே சொன்னார் என்று சொல்லியிருக்கிறானே.
The LORD said unto my Lord, Sit thou on my right hand, till I make thine enemies thy footstool?
The | Εἶπεν | eipen | EE-pane |
Lord | ὁ | ho | oh |
said | κύριος | kyrios | KYOO-ree-ose |
unto my | τῷ | tō | toh |
κυρίῳ | kyriō | kyoo-REE-oh | |
Lord, | μου· | mou | moo |
Sit | Κάθου | kathou | KA-thoo |
thou on | ἐκ | ek | ake |
my | δεξιῶν | dexiōn | thay-ksee-ONE |
hand, right | μου | mou | moo |
till | ἕως | heōs | AY-ose |
I | ἂν | an | an |
make | θῶ | thō | thoh |
thine | τοὺς | tous | toos |
ἐχθρούς | echthrous | ake-THROOS | |
enemies | σου | sou | soo |
ὑποπόδιον | hypopodion | yoo-poh-POH-thee-one | |
τῶν | tōn | tone | |
thy | ποδῶν | podōn | poh-THONE |
footstool? | σου | sou | soo |