ଗୀତସଂହିତା 2:1 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 2 ଗୀତସଂହିତା 2:1

Psalm 2:1
କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି, କାହିଁକି ସମାନେେ ମନ୍ଦ ଯୋଜନା କରନ୍ତି ?

Psalm 2Psalm 2:2

Psalm 2:1 in Other Translations

King James Version (KJV)
Why do the heathen rage, and the people imagine a vain thing?

American Standard Version (ASV)
Why do the nations rage, And the peoples meditate a vain thing?

Bible in Basic English (BBE)
Why are the nations so violently moved, and why are the thoughts of the people so foolish?

Darby English Bible (DBY)
Why are the nations in tumultuous agitation, and [why] do the peoples meditate a vain thing?

Webster's Bible (WBT)
Why do the heathen rage, and the people imagine a vain thing?

World English Bible (WEB)
Why do the nations rage, And the peoples plot a vain thing?

Young's Literal Translation (YLT)
Why have nations tumultuously assembled? And do peoples meditate vanity?

Why
לָ֭מָּהlāmmâLA-ma
do
the
heathen
רָגְשׁ֣וּrogšûroɡe-SHOO
rage,
גוֹיִ֑םgôyimɡoh-YEEM
people
the
and
וּ֝לְאֻמִּ֗יםûlĕʾummîmOO-leh-oo-MEEM
imagine
יֶהְגּוּyehgûyeh-ɡOO
a
vain
thing?
רִֽיק׃rîqreek

Cross Reference

ଗୀତସଂହିତା 46:6
ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ଯମାନେ ଭୟରେ କମ୍ପି ଉଠନ୍ତି। ସହେି ରାଜ୍ଯସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହବେ।

ଗୀତସଂହିତା 21:11
କାହିଁକି ? କାରଣ ସହେି ଦୁଷ୍ଟ ଲୋକମାନେ ତୁମ୍ଭ ବିରୁଦ୍ଧରେ ମନ୍ତ୍ରଣା କରୁଥିଲେ। ହେ ସଦାପ୍ରଭୁ, ସମାନେେ ମନ୍ଦ କାର୍ୟ୍ଯ କରିବାକୁ ଯୋଜନା କରୁଥଲେ କିନ୍ତୁ ସମାନେେ ସହେି କାର୍ୟ୍ଯରେ ସଫଳ ହେଲେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:14
ସମାନେେ ମଷେପାଳକଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ। କିନ୍ତୁ ମଷେଶାବକ ସମାନଙ୍କେୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡ଼ାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ବସ୍ତ ଅନୁଗାମୀମାନଙ୍କ ସହିତ ମିଶି ସମାନଙ୍କେୁ ପରାସ୍ତ କରିବେ।

ଗୀତସଂହିତା 83:4
ସହେି ଶତ୍ରୁମାନେ କହନ୍ତି, ଆସ ଆମ୍ଭମାନେେ ସମାନଙ୍କେୁ ପୁରାପୁରି ଧ୍ବଂସ କରିଦବୋ, ତବେେ ସମାନେେ ଗୋଟିଏ ଜାତି ହାଇେ ରହିବେ ନାହିଁ। ତାହା ହେଲେ ଇଶ୍ରାୟେଲର ନାମକୁ କହେି ମନେପକାଇବେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:33
ଯିହୂଦୀୟ ନେତାମାନେ ଏକଥା ଶୁଣି ଭୀଷଣ ରାଗିଗଲେ ଓ ପ୍ ରରେିତମାନଙ୍କୁ ହତ୍ଯା କରିବାପାଇଁ ଯୋଜନା କଲେ।

ଯୋହନଲିଖିତ ସୁସମାଚାର 11:49
ସମାନଙ୍କେ ମଧ୍ଯରୁ କଯାଫା ନାମକ ଜଣେ ବ୍ଯକ୍ତି ଥିଲେ। ସେ ସହେି ବର୍ଷପାଇଁ ମହାୟାଜକ ଥିଲେ। କଯାଫା କହିଲେ, ତୁମ୍ଭେ ସବୁ କିଛି ଜାଣି ନାହଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:28
ସମାନେେ ଏହାଶୁଣି ଭୀଷଣ ରାଗିଗଲେ ଓ ଚ଼ିତ୍କାର କରି କହିଲେ, ଏଫିସୀୟମାନଙ୍କର ଆର୍ତ୍ତମେୀ ମହାଦବେୀ ମାହାନ୍ ଅଟନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:5
କିନ୍ତୁ ଅବିଶ୍ବାସୀ ଯିହୂଦୀୟମାନେ ଈର୍ଷାପରାୟଣ ହାଇେ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ଯରୁ ଗୋଟିଏ ଦଳ ଏକାଠି କଲେ ଓ ନଗର ରେ ଗଣ୍ଡଗୋଳ ସୃଷ୍ଟିକେଲ। ସମାନେେ ନଗର ରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସମାନେେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେ଼ଷ୍ଟା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:22
ତା'ପରେ ଲୋକମାନେ ପାଉଲ ଓ ଶୀଲାଙ୍କୁ ଆକ୍ରମଣ କରିବା ନିମନ୍ତେ ସମାନଙ୍କେ ବିରୁଦ୍ଧ ରେ ଯୋଗ ଦେଲେ। ନଗରପାଳମାନେ ସମାନଙ୍କେର ଲୁଗାପଟା ଛିଣ୍ଡାଇ ଦେଲେ ଓ ସମାନଙ୍କେୁ ବତେ ଆଘାତ ଦ୍ବାରା ଦଣ୍ଡ ଦବୋପାଇଁ ଆଦେଶ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:25
ଆମ୍ଭମାନଙ୍କର ପୂର୍ବପୁରୁଷ ଦାଉଦ ତୁମ୍ଭର ସବେକ ଥିଲେ। ସେ ପବିତ୍ର ଆତ୍ମାଙ୍କ ଦ୍ବାରା ଚ଼ାଳିତ ହାଇେ ଏହି କଥା ଲେଖିଛନ୍ତି,

ଲୂକଲିଖିତ ସୁସମାଚାର 22:22
ପରମେଶ୍ବର ଯେପରି ନିରୂପଣ କରିଛନ୍ତି, ମନୁଷ୍ଯପୁତ୍ର ସହେି ଅନୁସାରେ ମୃତ୍ଯୁ ଭୋଗ କରିବେ। କିନ୍ତୁ ମନୁଷ୍ଯ ପୁତ୍ରଙ୍କୁ ଯେଉଁ ଲୋକ ହତ ହବୋପାଇଁ ଶତୃ ହାତ ରେ ଦଇଦେବ, ତା' ପକ୍ଷ ରେ ଏହା ବହୁତ ଖରାପ ହବେ।

ଲୂକଲିଖିତ ସୁସମାଚାର 22:1
ଖମୀରଶୂନ୍ଯ ରୋଟୀ ପର୍ବ, ଯାହାକୁ ନିସ୍ତାର ପର୍ବ ମଧ୍ଯ କୁହାୟାଏ, ତାହାର ସମୟ ନିକଟ ହାଇେ ଆସୁଥିଲା।

ଲୂକଲିଖିତ ସୁସମାଚାର 18:32
ତାହାଙ୍କ ଲୋକମାନେ ତାହାଙ୍କୁ ବିଧର୍ମୀମାନଙ୍କ ହାତ ରେ ଦଇେ ଦବେେ। ତାହାଙ୍କୁ ଉପହାସ କରାୟିବ। ଲୋକେ ତାହାଙ୍କୁ ଅପମାନ ଦବେେ ଓ ତାହାଙ୍କୁ ଉପରକୁ ଛପେ ପକାଇବେ।

ମାଥିଉଲିଖିତ ସୁସମାଚାର 21:38
କୃଷକମାନେ ପୁଅକୁ ଦେଖି ନିଜ ନିଜ ଭିତ ରେ କୁହା କୁହି ହେଲେ, 'ଏ ହେଉଛି ଜମିମାଲିକଙ୍କ ପୁଅ। ସେ ଏ ଜମିର ଉତ୍ତରାଧିକାରୀ। ଆମ୍ଭେ ଯଦି ତାକୁ ମାରିଦବୋ, ଏହି ସମ୍ପତ୍ତି ଆମ୍ଭର ହାଇଯେିବ।'

ଯିଶାଇୟ 8:9
ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।

ଗୀତସଂହିତା 18:42
ମୁଁ ମାରେ ଶତ୍ରୁମାନଙ୍କୁ ପରାସ୍ତ କରିଛି। ସମାନେେ ଧୂଳି ସଦୃଶ ପବନରେ ଉଡ଼ିୟାଇଛନ୍ତି। ମୁଁ ସମାନଙ୍କେୁ େଛାଟ େଛାଟ ଖଣ୍ଡ କରି ପେଶି ଦଇେଛି।