Psalm 18:22
ମୁଁ ସବୁବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଛି। ମୁଁ ତାଙ୍କ ବ୍ଯବସ୍ଥାଗୁଡ଼ିକୁ ପାଳନ କରେ।
Psalm 18:22 in Other Translations
King James Version (KJV)
For all his judgments were before me, and I did not put away his statutes from me.
American Standard Version (ASV)
For all his ordinances were before me, And I put not away his statutes from me.
Bible in Basic English (BBE)
For all his decisions were before me, and I did not put away his laws from me.
Darby English Bible (DBY)
For all his ordinances were before me, and I did not put away his statutes from me;
Webster's Bible (WBT)
For I have kept the ways of the LORD, and have not wickedly departed from my God.
World English Bible (WEB)
For all his ordinances were before me. I didn't put away his statutes from me.
Young's Literal Translation (YLT)
For all His judgments `are' before me, And His statutes I turn not from me.
| For | כִּ֣י | kî | kee |
| all | כָל | kāl | hahl |
| his judgments | מִשְׁפָּטָ֣יו | mišpāṭāyw | meesh-pa-TAV |
| were before | לְנֶגְדִּ֑י | lĕnegdî | leh-neɡ-DEE |
| not did I and me, | וְ֝חֻקֹּתָ֗יו | wĕḥuqqōtāyw | VEH-hoo-koh-TAV |
| put away | לֹא | lōʾ | loh |
| his statutes | אָסִ֥יר | ʾāsîr | ah-SEER |
| from | מֶֽנִּי׃ | mennî | MEH-nee |
Cross Reference
ଗୀତସଂହିତା 119:30
ମୁଁ ତୁମ୍ଭ ନିକଟରେ ବିଶ୍ବସ୍ତ ହବୋ ପାଇଁ ମନୋନୀତ ହାଇେଅଛି। ମୁଁ ଯତ୍ନ ସହକାରେ ତୁମ୍ଭର ନ୍ଯାଯପରାଯଣତାକୁ ଶିକ୍ଷା କରିବି।
ଗୀତସଂହିତା 119:13
ମାେ ଓଷ୍ଠସହ ତୁମ୍ଭର ନ୍ଯାଯପରାଯଣତାକୁ ବାରମ୍ବାର କହିଅଛି।
ଗୀତସଂହିତା 119:112
ତୁମ୍ଭର ନିଯମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି, ତାହା ମାରେ ପୁରସ୍କାର ହବେ।
ଗୀତସଂହିତା 119:117
ମାେତେ ସହାୟ ହୁଅ, ସଦାପ୍ରଭୁ, ମୁଁ ସୁରକ୍ଷିତ ହବେି। ମୁଁ ସର୍ବଦା ତୁମ୍ଭର ନିଯମ ମାନିବି।
ଗୀତସଂହିତା 119:128
ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ। ମୁଁ ମିଥ୍ଯା ଉପଦେଶକୁ ଘୃଣା କରେ।
ଯୋହନଲିଖିତ ସୁସମାଚାର 5:14
ପରେ ଯୀଶୁ ସହେି ଲୋକକୁ ମନ୍ଦିର ପରିସର ରେ ଦେଖିଲେ। ସେ ତାକୁ କହିଲେ, ଦେଖ, ତୁମ୍ଭେ ବର୍ତ୍ତମାନ ସୁସ୍ଥ ହାଇଯୋଇଛ। ତେଣୁ ତୁମ୍ଭେ ଆଉ ପାପ କର ନାହିଁ। ଯଦି ତୁମ୍ଭେ ପାପ କରିବ, ତବେେ ତୁମ୍ଭର ଏହାଠାରୁ ଅଧିକ କ୍ଷତି ହାଇପୋ ରେ।