ଗୀତସଂହିତା 17
1 ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଥରେ ଶୁଣ ଓ ମାେତେ ନ୍ଯାଯ ପ୍ରଦାନ କର। ମୁଁ ତୁମ୍ଭକୁ ଉଚ୍ଚ ସ୍ବରରେ ଡ଼ାକୁ ଅଛି। ୟେ ହତେୁ ମୁଁ ନିଷ୍କପଟ, ତଣେୁ ୟାହା ମୁଁ କହୁଛି, ଦୟାକରି ମାରେ ପ୍ରାର୍ଥନାକୁ ଗ୍ରହଣ କର।
2 ତୁମ୍ଭେ ନିଶ୍ଚଯ ମାେ ବିଷଯରେ ଉଚିତ୍ ନ୍ଯାଯ ପ୍ରଦର୍ଶନ କରିବ, ତୁମ୍ଭେ ନିଶ୍ଚଯ ସତ୍ଯକୁ ଦେଖୁଅଛ।
3 ତୁମ୍ଭେ ମାରେ ହୃଦଯର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ। ତୁମ୍ଭେ ସାରାରାତ୍ରି ମାେ ସହିତ ଥିଲ। ତୁମ୍ଭେ ମାେତେ ପ୍ରଶ୍ନ କରିଛ ଏବଂ ମାଠାେରେ କିଛି ଭୁଲ ଦେଖିନାହଁ। ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।
4 ମୁଁ ୟଥାସାଧ୍ଯ ଚେଷ୍ଟା କରିଛି ତୁମ୍ଭର ଆଦେଶ ମାନିବାକୁ।
5 ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି। ମାରେ ପାଦ ସହେି ପଥରୁ କବେେ ବିଚ୍ଯୁତ ହବେ ନାହିଁ।
6 ମୁଁ ଯେତବେେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମାେତେ ଉତ୍ତର ଦିଅ। ତଣେୁ ବର୍ତ୍ତମାନ ମାରେ କଥା ଶୁଣ।
7 ପରମେଶ୍ବର ତୁମ୍ଭର ଅଦ୍ଭୁତ କରୁଣା ଦଖାେଅ ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସମାନଙ୍କେୁ ଉଦ୍ଧାର କର। ସମାନଙ୍କେର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ୍ ଶକ୍ତି ବ୍ଯବହାର କର। ତଣେୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର। ଏହା ଜଣକର ପ୍ରାର୍ଥନା ୟିଏ ତୁମ୍ଭଠାରେ ଆଶ୍ରଯ ନଇେଛି ଏବଂ ୟିଏ ତୁମ୍ଭର ଅନୁସରଣକାରୀ ଅଟେ।
8 ମାେତେ ତୁମ୍ଭେ ଆପଣା ଚକ୍ଷୁର ପିତୁଳା ଭଳି ରକ୍ଷା କର, ଓ ତୁମ୍ଭର ବାହୁଛାଯା ତଳେ ଲୁଚାଇ ରଖ।
9 ହେ ସଦାପ୍ରଭୁ, ମାେତେ ସହେି ଦୁଷ୍ଟ ଲୋକଙ୍କଠାରୁ ବଞ୍ଚାଇ ରଖ। ଯେଉଁମାନେ କି ମାେତେ ଧ୍ବଂସ କରିବାକୁ ଚାହୁଁଛନ୍ତି। ମାରେ ଚାରିକଡ଼ରେ ଥିବା ସହେି ଦୁଷ୍ଟ ଲୋକଙ୍କ କବଳରୁ ମାେତେ ରକ୍ଷା କର। ଯେଉଁମାନେ ମାେତେ ଆଘାତ କରିବାକୁ ଚାହୁଁଛନ୍ତି।
10 ସହେି ଦୁଷ୍ଟ ଲୋକମାନେ ଅତ୍ଯନ୍ତ ଅହଂକାର ବଶତଃ ପରମେଶ୍ବରଙ୍କ କଥା ଶୁଣନ୍ତି ନାହିଁ। ସମାନେେ କବଳେ ନିଜ ବିଷଯ ଚିନ୍ତା କରନ୍ତି।
11 ସହେି ଦୁଷ୍ଟ ଲୋକମାନେ ମାେତେ ଅନୁସରଣ କରୁଛନ୍ତି। ସମାନେେ ମାରେ ଚତୁର୍ଦ୍ଦିଗରେ ଘରେି ଗଲଣେି ଓ ସମାନେେ ମାେତେ ଆକ୍ରମଣ କରିବାକୁ ପ୍ରସ୍ତୁତ।
12 ସହେି ଦୁଷ୍ଟ ଲୋକମାନେ ସିଂହ ସଦୃଶ ୟିଏକି ଅନ୍ୟ ପ୍ରାଣୀମାନଙ୍କୁ ଶିକାର କରି ଖାଇବାକୁ ଅପେକ୍ଷା କରିଥାଏ। ସମାନେେ ସିଂହ ଭଳି ଲୁଚି ରହି ଆକ୍ରମଣ କରିବାକୁ ସର୍ବଦା ପ୍ରସ୍ତୁତ ଥାଆନ୍ତି।
13 ହେ ସଦାପ୍ରଭୁ, ତୁମ୍ଭେ ଉଠ ଏବଂ ଶତ୍ରୁମାନଙ୍କ ପାଖକୁ ୟାଇ ତାଙ୍କୁ ଆତ୍ମା ସମର୍ପଣ କରିବାକୁ ବାଧ୍ଯ କର। ତୁମ୍ଭେ ଆପଣା ଖଡ୍ଗ ପ୍ରଯୋଗ କରି ସହେି ଦୁଷ୍ଟ ଲୋକଙ୍କ କବଳରୁ ମାେତେ ଉଦ୍ଧାର କର।
14 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରଯୋଗ କରି ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର। ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାୟ୍ଯ ପାଇଁ ଆସନ୍ତି। ସମାନଙ୍କେ ମଧ୍ଯରୁ ଅନକଙ୍କେର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ। ସହେି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର। ସମାନଙ୍କେର ଶିଶୁମାନଙ୍କର ଆବଶ୍ଯକତାକୁ ପୂରଣ କର। ସମାନଙ୍କେର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ୟେ, ୟାହା ସବୁଦିନ ପାଇଁ ସମାନଙ୍କେର ଆବଶ୍ଯକତା ପୂରଣ କରିବ।
15 ମୁଁ ନ୍ଯାଯ ପାଇଁ ଏସବୁ ପ୍ରାର୍ଥନା କରୁଛି। ତଣେୁ ମୁଁ ନିଶ୍ଚଯ ତୁମ୍ଭର ମୁଖ ଦର୍ଶନ କରିବି ଓ ହେ ସଦାପ୍ରଭୁ ତୁମ୍ଭକୁ ଦର୍ଶନ କରି ଅତ୍ଯନ୍ତ ତୃପ୍ତ ହବେି।
1 A Prayer of David.
2 Hear the right, O Lord, attend unto my cry, give ear unto my prayer, that goeth not out of feigned lips.
3 Let my sentence come forth from thy presence; let thine eyes behold the things that are equal.
4 Thou hast proved mine heart; thou hast visited me in the night; thou hast tried me, and shalt find nothing; I am purposed that my mouth shall not transgress.
5 Concerning the works of men, by the word of thy lips I have kept me from the paths of the destroyer.
6 Hold up my goings in thy paths, that my footsteps slip not.
7 I have called upon thee, for thou wilt hear me, O God: incline thine ear unto me, and hear my speech.
8 Shew thy marvellous lovingkindness, O thou that savest by thy right hand them which put their trust in thee from those that rise up against them.
9 Keep me as the apple of the eye, hide me under the shadow of thy wings,
10 From the wicked that oppress me, from my deadly enemies, who compass me about.
11 They are inclosed in their own fat: with their mouth they speak proudly.
12 They have now compassed us in our steps: they have set their eyes bowing down to the earth;
13 Like as a lion that is greedy of his prey, and as it were a young lion lurking in secret places.
14 Arise, O Lord, disappoint him, cast him down: deliver my soul from the wicked, which is thy sword:
15 From men which are thy hand, O Lord, from men of the world, which have their portion in this life, and whose belly thou fillest with thy hid treasure: they are full of children, and leave the rest of their substance to their babes.
16 As for me, I will behold thy face in righteousness: I shall be satisfied, when I awake, with thy likeness.
Tamil Indian Revised Version
அப்பொழுது நான் உங்கள் பிதாக்களுக்குக் கொடுத்த தேசமாகிய இந்த இடத்தில் உங்களைச் சதாகாலமும் குடியிருக்கவும்செய்வேன்.
Tamil Easy Reading Version
நீங்கள் எனக்குக் கீழ்ப்படிந்தால், நான் உங்களை இந்த இடத்தில் வாழவிடுவேன்: நான் உங்களது முற்பிதாக்களுக்கு இந்த நாட்டை என்றென்றைக்கும் வைத்திருக்கும்படி கொடுத்தேன்.
Thiru Viviliam
இந்த இடத்தில், முன்பே நான் உங்கள் மூதாதையர்க்கு எக்காலத்திற்குமென்று கொடுத்துள்ள இந்த நாட்டில் உங்களைக் குடியிருக்கச் செய்வேன்.⒫
King James Version (KJV)
Then will I cause you to dwell in this place, in the land that I gave to your fathers, for ever and ever.
American Standard Version (ASV)
then will I cause you to dwell in this place, in the land that I gave to your fathers, from of old even for evermore.
Bible in Basic English (BBE)
Then I will let you go on living in this place, in the land which I gave to your fathers in the past and for ever.
Darby English Bible (DBY)
then will I cause you to dwell in this place, in the land that I gave to your fathers from of old even for ever.
World English Bible (WEB)
then will I cause you to dwell in this place, in the land that I gave to your fathers, from of old even forevermore.
Young’s Literal Translation (YLT)
Then I have caused you to dwell in this place, In the land that I gave to your fathers, From age even unto age.
எரேமியா Jeremiah 7:7
அப்பொழுது நான் உங்கள் பிதாக்களுக்குக் கொடுத்த தேசமாகிய இந்த ஸ்தலத்திலே உங்களைச் சதாகாலமும் குடியிருக்கப்பண்ணுவேன்.
Then will I cause you to dwell in this place, in the land that I gave to your fathers, for ever and ever.
Then dwell to you cause I will | וְשִׁכַּנְתִּ֤י | wĕšikkantî | veh-shee-kahn-TEE |
in this | אֶתְכֶם֙ | ʾetkem | et-HEM |
place, | בַּמָּק֣וֹם | bammāqôm | ba-ma-KOME |
land the in | הַזֶּ֔ה | hazze | ha-ZEH |
that | בָּאָ֕רֶץ | bāʾāreṣ | ba-AH-rets |
I gave | אֲשֶׁ֥ר | ʾăšer | uh-SHER |
fathers, your to | נָתַ֖תִּי | nātattî | na-TA-tee |
for | לַאֲבֽוֹתֵיכֶ֑ם | laʾăbôtêkem | la-uh-voh-tay-HEM |
ever | לְמִן | lĕmin | leh-MEEN |
עוֹלָ֖ם | ʿôlām | oh-LAHM | |
and ever. | וְעַד | wĕʿad | veh-AD |
עוֹלָֽם׃ | ʿôlām | oh-LAHM |