Psalm 145:9
ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମଯ। ପରମେଶ୍ବରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାଙ୍କର ଦୟା ଥାଏ।
Psalm 145:9 in Other Translations
King James Version (KJV)
The LORD is good to all: and his tender mercies are over all his works.
American Standard Version (ASV)
Jehovah is good to all; And his tender mercies are over all his works.
Bible in Basic English (BBE)
The Lord is good to all men; and his mercies are over all his works.
Darby English Bible (DBY)
Jehovah is good to all; and his tender mercies are over all his works.
World English Bible (WEB)
Yahweh is good to all. His tender mercies are over all his works.
Young's Literal Translation (YLT)
Good `is' Jehovah to all, And His mercies `are' over all His works.
| The Lord | טוֹב | ṭôb | tove |
| is good | יְהוָ֥ה | yĕhwâ | yeh-VA |
| to all: | לַכֹּ֑ל | lakkōl | la-KOLE |
| mercies tender his and | וְ֝רַחֲמָ֗יו | wĕraḥămāyw | VEH-ra-huh-MAV |
| are over | עַל | ʿal | al |
| all | כָּל | kāl | kahl |
| his works. | מַעֲשָֽׂיו׃ | maʿăśāyw | ma-uh-SAIV |
Cross Reference
ନାହୂମ 1:7
ସଦାପ୍ରଭୁ ସର୍ବମଙ୍ଗଳମଯ। ଦୁଃଖ ସମୟରେ ସେ ହେଉଛନ୍ତି ଏକମାତ୍ର ନିରାପଦ ସ୍ଥାନ। ୟିଏ ତାଙ୍କଠା ରେ ଆଶ୍ରଯ ନିଏ, ସେ ତା'ର ଯତ୍ନ ନିଅନ୍ତି।
ଗୀତସଂହିତା 100:5
ସଦାପ୍ରଭୁ ଉତ୍ତମ ଅଟନ୍ତି। ତାଙ୍କର ପ୍ରମେ ଚିରକାଳସ୍ଥାଯୀ। ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:25
ସେ ପରମେଶ୍ବର ଜୀବନ ଓ ପ୍ରାଣବାଯୁ ପ୍ରଦାନ କରନ୍ତି। ସେ ମନୁଷ୍ଯମାନଙ୍କର ସାହାୟ୍ଯ ଲୋଡ଼ନ୍ତି ନାହିଁ। ତାହାଙ୍କର କୌଣସି ଅଭାବ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 14:17
କିନ୍ତୁ ସେ ତୁମ୍ଭମାନଙ୍କ ନିକଟରେ ନିଜର ସାକ୍ଷ୍ଯ ଦଇେ ଅଛନ୍ତି। କାରଣ ସେ ତୁମ୍ଭମାନଙ୍କ ପାଇଁ ବହୂତ ଭଲ କାମ କରିଛନ୍ତି। ସେ ତୁମ୍ଭକୁ ସ୍ବର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ଯ ଦଇେଛନ୍ତି। ସେ ତୁମ୍ଭମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦ ରେ ଭରି ଦିଅନ୍ତି।
ମାଥିଉଲିଖିତ ସୁସମାଚାର 5:45
ତା ହେଲେ ତୁମ୍ଭେ ସ୍ବର୍ଗ ରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହାଇେ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ୟ୍ଯଙ୍କୁ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି।
ଯୂନସ 4:11
ତୁମ୍ଭେ ଯଦି ସାମାନ୍ଯ ଗୋଟିଏ ଗଛ ପାଇଁ ଦୁଃଖିତ, ମୁଁ ନିଶ୍ଚିତ ଭାବରେ ନୀନିବୀ ପରି ଗୋଟିଏ ବିରାଟ ନଗର ପାଇଁ ଦୁଃଖିତ ହବେି ନାହିଁ କି? ସହେି ନଗରୀ ରେ ବହୁ ଲୋକ ଓ ପ୍ରାଣୀ ଅଛନ୍ତି। ସହେି ନଗର ରେ 1,20,000 ରୁ ଅଧିକ ଲୋକ ଅଛନ୍ତି, ଯେଉଁମାନେ କି ଭୂଲ୍ କରୁଛନ୍ତି ବୋଲି ଜାଣି ନଥିଲେ। କ'ଣ ଆମ୍ଭେ ତାଙ୍କ ପ୍ରତି ଦୟା ନକରିବା।
ଗୀତସଂହିତା 104:27
ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି, ୟପରେିକି ଠିକ୍ ସମଯରେ ତୁମ୍ଭେ ସମାନଙ୍କେୁ ଖାଦ୍ୟ ପ୍ରଦାନ କରିବ,
ଗୀତସଂହିତା 65:9
ତୁମ୍ଭେ ପୃଥିବୀର ଯତ୍ନ ନିଅ। ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ। ହେ ପରମେଶ୍ବର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର। ତୁମ୍ଭେ ଶସ୍ଯ କ୍ଷେତ୍ରମାନ ବଢ଼ାଇ ଥାଅ।
ଗୀତସଂହିତା 36:6
ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ଯ ଅଧିକ ଉଚ୍ଚ ତୁମ୍ଭର ନ୍ଯାଯପ୍ରିଯତା ସମୁଦ୍ରଠାରୁ ଅଧିକ ଗଭୀର। ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ଯ ଓ ପଶୁମାନଙ୍କୁ ରକ୍ଷା କର।
ଗୀତସଂହିତା 25:8
ସଦାପ୍ରଭୁ ହିଁ ପ୍ରକୃତରେ ମହାନ୍। ସେ ପାପୀକୁ ଉଚିତ ମାର୍ଗରେ ଚାଲିବାକୁ ନିର୍ଦ୍ଦଶେ ଦିଅନ୍ତି।