ଗୀତସଂହିତା 143

1 ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ। ମାରେ ସାହାୟ୍ଯ ପାଇଁ ପ୍ରାର୍ଥନାରେ କର୍ଣ୍ଣପାତ କର। ତୁମ୍ଭର ବିଶ୍ବସ୍ତତା ଏବଂ ତୁମ୍ଭର ଧାର୍ମିକତାରେ ମାେତେ ଉତ୍ତର ଦିଅ।

2 ମାେତେ ବିଚାର କର ନାହିଁ, ତୁମ୍ଭର ନିଜ ଦାସ। କାରଣ କହେି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଚାରରେ ଆସିପାରିବ ନାହିଁ।

3 ଶତ୍ରୁଗଣ ମାେ ପଛରେ ଗୋଡ଼ାଉଛନ୍ତି। ସମାନେେ ମାେ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି। ସମାନେେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ଯ ମାେତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ଯ କରୁଛନ୍ତି।

4 ମୁଁ ତ୍ଯାଗ କରିବାକୁ ପ୍ରସ୍ତୁତ। ମୁଁ ମାରେ ସାହସ ହରାଉଛି।

5 ମୁଁ ପୁରୁଣା ଦିନସବୁ ମନେ ପକାଏ। ମୁଁ ତୁମ୍ଭର କର୍ମ ବିଷଯରେ ଭାବେ। ତୁମ୍ଭେ ୟାହାସବୁ କର ମୁଁ ସେସବୁ ବିଷଯରେ ଭାବେ।

6 ହେ ସଦାପ୍ରଭୁ, ମୁଁ ହସ୍ତ ପ୍ରସାରୀ ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭର ସାହାୟ୍ଯ ଅପେକ୍ଷାରେ ଅଛି, ୟପରେି ଶୁଷ୍କଭୂମି ବର୍ଷାକୁ ଅପେକ୍ଷା କରିଥାଏ।

7 ହେ ସଦାପ୍ରଭୁ, ଶୀଘ୍ର ମାେତେ ଉତ୍ତର ଦିଅ। ମୁଁ ମାରେ ସାହସ ହରାଇଛି। ମାଠାରୁେ ଦୂରଇେ ୟାଅ ନାହିଁ। ମାେତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ଯ ହବେି।

8 ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ମାେତେ ପ୍ରଭାତରେ ଦଖାେଅ। ମୁଁ ତୁମ୍ଭ ଉପରେ ଭରସା କରେ। ମୁଁ ଯେଉଁ ପଥରେ ୟିବା ଉଚିତ୍ ମାେତେ ସହେି ପଥ ଦଖାେଅ। କାରଣ ମୁଁ ମାରେ ପ୍ରାଣ ତୁମ୍ଭ ହାତରେ ଟକେି ଦଇେଅଛି।

9 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ସୁରକ୍ଷା ପାଇବା ପାଇଁ ଆସିଅଛି। ମାରେ ଶତ୍ରୁମାନଙ୍କ କବଳରୁ ମାେତେ ରକ୍ଷା କର।

10 ତୁମ୍ଭେ କ'ଣ ମାେ ପାଇଁ କରିବାକୁ ଚାହଁ ତାହା ମାେତେ ଦଖାେଅ ? ତୁମ୍ଭେ ମାରେ ପରମେଶ୍ବର, ତୁମ୍ଭର ଆତ୍ମା ମାେତେ ଭୂମି ସ୍ତରରେ ଆଗଇେ ନେଉା

11 ହେ ସଦାପ୍ରଭୁ, ମାେତେ ବଞ୍ଚିବାକୁ ଦିଅ, ୟପରେି ଲୋକାମନେ ତୁମ୍ଭ ନାମରେ ପ୍ରଶଂସା କରିବେ। କାରଣ ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଧାର୍ମିକ ଅଟ, ତଣେୁ ମାରେ ଦୁଃଖରୁ ମାେତେ ରକ୍ଷା କର।

12 ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଦ୍ବାରା ମାରେ ଶତ୍ରୁମାନଙ୍କୁ ପରାସ୍ତ କର। ଯେଉଁମାନେ ମାେତେ ହତ୍ଯା କରିବାକୁ ଚାହୁଁଛନ୍ତି, ସମାନଙ୍କେୁ ଧ୍ବଂସ କର। କାରଣ ମୁଁ ତୁମ୍ଭର ସବେକ ଅଟେ।

1 A Psalm of David.

2 Hear my prayer, O Lord, give ear to my supplications: in thy faithfulness answer me, and in thy righteousness.

3 And enter not into judgment with thy servant: for in thy sight shall no man living be justified.

4 For the enemy hath persecuted my soul; he hath smitten my life down to the ground; he hath made me to dwell in darkness, as those that have been long dead.

5 Therefore is my spirit overwhelmed within me; my heart within me is desolate.

6 I remember the days of old; I meditate on all thy works; I muse on the work of thy hands.

7 I stretch forth my hands unto thee: my soul thirsteth after thee, as a thirsty land. Selah.

8 Hear me speedily, O Lord: my spirit faileth: hide not thy face from me, lest I be like unto them that go down into the pit.

9 Cause me to hear thy lovingkindness in the morning; for in thee do I trust: cause me to know the way wherein I should walk; for I lift up my soul unto thee.

10 Deliver me, O Lord, from mine enemies: I flee unto thee to hide me.

11 Teach me to do thy will; for thou art my God: thy spirit is good; lead me into the land of uprightness.

12 Quicken me, O Lord, for thy name’s sake: for thy righteousness’ sake bring my soul out of trouble.

13 And of thy mercy cut off mine enemies, and destroy all them that afflict my soul: for I am thy servant.

Psalm 143 in Tamil and English

0
A Psalm of David.

1 ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ। ମାରେ ସାହାୟ୍ଯ ପାଇଁ ପ୍ରାର୍ଥନାରେ କର୍ଣ୍ଣପାତ କର। ତୁମ୍ଭର ବିଶ୍ବସ୍ତତା ଏବଂ ତୁମ୍ଭର ଧାର୍ମିକତାରେ ମାେତେ ଉତ୍ତର ଦିଅ।
Hear my prayer, O Lord, give ear to my supplications: in thy faithfulness answer me, and in thy righteousness.

2 ମାେତେ ବିଚାର କର ନାହିଁ, ତୁମ୍ଭର ନିଜ ଦାସ। କାରଣ କହେି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଚାରରେ ଆସିପାରିବ ନାହିଁ।
And enter not into judgment with thy servant: for in thy sight shall no man living be justified.

3 ଶତ୍ରୁଗଣ ମାେ ପଛରେ ଗୋଡ଼ାଉଛନ୍ତି। ସମାନେେ ମାେ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି। ସମାନେେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ଯ ମାେତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ଯ କରୁଛନ୍ତି।
For the enemy hath persecuted my soul; he hath smitten my life down to the ground; he hath made me to dwell in darkness, as those that have been long dead.

4 ମୁଁ ତ୍ଯାଗ କରିବାକୁ ପ୍ରସ୍ତୁତ। ମୁଁ ମାରେ ସାହସ ହରାଉଛି।
Therefore is my spirit overwhelmed within me; my heart within me is desolate.

5 ମୁଁ ପୁରୁଣା ଦିନସବୁ ମନେ ପକାଏ। ମୁଁ ତୁମ୍ଭର କର୍ମ ବିଷଯରେ ଭାବେ। ତୁମ୍ଭେ ୟାହାସବୁ କର ମୁଁ ସେସବୁ ବିଷଯରେ ଭାବେ।
I remember the days of old; I meditate on all thy works; I muse on the work of thy hands.

6 ହେ ସଦାପ୍ରଭୁ, ମୁଁ ହସ୍ତ ପ୍ରସାରୀ ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭର ସାହାୟ୍ଯ ଅପେକ୍ଷାରେ ଅଛି, ୟପରେି ଶୁଷ୍କଭୂମି ବର୍ଷାକୁ ଅପେକ୍ଷା କରିଥାଏ।
I stretch forth my hands unto thee: my soul thirsteth after thee, as a thirsty land. Selah.

7 ହେ ସଦାପ୍ରଭୁ, ଶୀଘ୍ର ମାେତେ ଉତ୍ତର ଦିଅ। ମୁଁ ମାରେ ସାହସ ହରାଇଛି। ମାଠାରୁେ ଦୂରଇେ ୟାଅ ନାହିଁ। ମାେତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ଯ ହବେି।
Hear me speedily, O Lord: my spirit faileth: hide not thy face from me, lest I be like unto them that go down into the pit.

8 ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ମାେତେ ପ୍ରଭାତରେ ଦଖାେଅ। ମୁଁ ତୁମ୍ଭ ଉପରେ ଭରସା କରେ। ମୁଁ ଯେଉଁ ପଥରେ ୟିବା ଉଚିତ୍ ମାେତେ ସହେି ପଥ ଦଖାେଅ। କାରଣ ମୁଁ ମାରେ ପ୍ରାଣ ତୁମ୍ଭ ହାତରେ ଟକେି ଦଇେଅଛି।
Cause me to hear thy lovingkindness in the morning; for in thee do I trust: cause me to know the way wherein I should walk; for I lift up my soul unto thee.

9 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ସୁରକ୍ଷା ପାଇବା ପାଇଁ ଆସିଅଛି। ମାରେ ଶତ୍ରୁମାନଙ୍କ କବଳରୁ ମାେତେ ରକ୍ଷା କର।
Deliver me, O Lord, from mine enemies: I flee unto thee to hide me.

10 ତୁମ୍ଭେ କ'ଣ ମାେ ପାଇଁ କରିବାକୁ ଚାହଁ ତାହା ମାେତେ ଦଖାେଅ ? ତୁମ୍ଭେ ମାରେ ପରମେଶ୍ବର, ତୁମ୍ଭର ଆତ୍ମା ମାେତେ ଭୂମି ସ୍ତରରେ ଆଗଇେ ନେଉା
Teach me to do thy will; for thou art my God: thy spirit is good; lead me into the land of uprightness.

11 ହେ ସଦାପ୍ରଭୁ, ମାେତେ ବଞ୍ଚିବାକୁ ଦିଅ, ୟପରେି ଲୋକାମନେ ତୁମ୍ଭ ନାମରେ ପ୍ରଶଂସା କରିବେ। କାରଣ ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଧାର୍ମିକ ଅଟ, ତଣେୁ ମାରେ ଦୁଃଖରୁ ମାେତେ ରକ୍ଷା କର।
Quicken me, O Lord, for thy name’s sake: for thy righteousness’ sake bring my soul out of trouble.

12 ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଦ୍ବାରା ମାରେ ଶତ୍ରୁମାନଙ୍କୁ ପରାସ୍ତ କର। ଯେଉଁମାନେ ମାେତେ ହତ୍ଯା କରିବାକୁ ଚାହୁଁଛନ୍ତି, ସମାନଙ୍କେୁ ଧ୍ବଂସ କର। କାରଣ ମୁଁ ତୁମ୍ଭର ସବେକ ଅଟେ।
And of thy mercy cut off mine enemies, and destroy all them that afflict my soul: for I am thy servant.