ଗୀତସଂହିତା 140

1 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମାେତେ ଉଦ୍ଧାର କର। ଦୌରାତ୍ମ୍ଯକାରୀ ଲୋକମାନଙ୍କଠାରୁ ମାେତେ ରକ୍ଷା କର।

2 ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି। ସମାନେେ ପ୍ରେତ୍ୟକକ ଦିନ ୟୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।

3 ସମାନଙ୍କେର ଜିହ୍ବା ବିଷଧର ସର୍ପପରି, ୟପରେି ସମାନଙ୍କେର ଜିହ୍ବାତଳେ ନାଗର ଗରଳ ରହିଛି।

4 ହେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କଠାରୁ ମାେତେ ରକ୍ଷା କର। ଦୌରାତ୍ମ୍ଯକାରୀମାନଙ୍କଠାରୁ ମାେତେ ସୁରକ୍ଷା ଦିଅ। ଯେଉଁମାନେ ମାେ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦବୋପାଇଁ ଯୋଜନା କରୁଛନ୍ତି।

5 ସହେି ଗର୍ବୀ ଲୋକମାନେ ମାେ ପାଇଁ ଫାନ୍ଦ ବିଛାଇଛନ୍ତି। ସମାନେେ ମାେତେ ଧରିବା ପାଇଁ ଜାଲ ବିଛାଇଛନ୍ତି। ସମାନେେ ମାେ ପଥରେ ୟନ୍ତା ବିଛାଇଛନ୍ତି।

6 ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମାରେ ପରମେଶ୍ବର। ହେ ସଦାପ୍ରଭୁ, ମାରେ ପ୍ରାର୍ଥନାକୁ ଗ୍ରହଣ କର।

7 ହେ ସଦାପ୍ରଭୁ, ମାରେ ପ୍ରଭୁ, ତୁମ୍ଭେ ହେଉଛ ଶକ୍ତିଶାଳୀ, ୟିଏକି ମାେତେ ରକ୍ଷା କଲେ। ତୁମ୍ଭେ ମାରେ ମସ୍ତକର ରକ୍ଷାକବଚ, ୟାହା ମାରେ ୟୁବ ସମଯରେ ମସ୍ତକ ଆଚ୍ଛାଦନ କରି ସୁରକ୍ଷା ଦିଅ।

8 ହେ ସଦାପ୍ରଭୁ, ସହେି ଲୋକମାନେ ଦୁଷ୍ଟ ପ୍ରକୃତିର। ସମାନଙ୍କେର ଇଚ୍ଛା ପୂର୍ଣ୍ଣ ହବୋକୁ ଦିଅ ନାହିଁ। ସମାନଙ୍କେର ଯୋଜନାକୁ ସଫଳ ହବୋକୁ ଦିଅ ନାହିଁ।

9 ହେ ସଦାପ୍ରଭୁ, ମାରେ ଶତ୍ରୁମାନଙ୍କୁ ବିଜଯ କରାଅ ନାହିଁ। ସହେି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ। ସମାନଙ୍କେ ମନ୍ଦ ଯୋଜନା ତୁମ୍ଭେ ସହେିଠାରେ ଶଷେ କର।

10 ସମାନଙ୍କେ ମୁଣ୍ଡରେ ଜଳନ୍ତା କୋଇଲା ପଡ଼ୁ। ମାରେ ଶତ୍ରୁମାନଙ୍କୁ ଅଗ୍ନିରେ ନିକ୍ଷପେ କର। ସମାନେେ ୟପରେି ଉଠିପାରିବେ ନାହିଁ ଏଥିପାଇଁ ତାଙ୍କୁ ଗଭୀର ଗର୍ଭରେ ନିକ୍ଷପେ କର।

11 ସଦାପ୍ରଭୁ ସହେି ମିଥ୍ଯାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ। ସମାନଙ୍କେୁ ଆକସ୍ମିକ ବିପତ୍ତି ଶିକାର କରିନେଉ।

12 ମୁଁ ଜାଣେ ୟେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ଯାଯ ପ୍ରଦାନ କରିବେ ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।

13 ହେ ସଦାପ୍ରଭୁ, ଧାର୍ମିକ ଲୋକମାନେ ତୁମ୍ଭ ନାମର ପ୍ରଶଂସା କରିବେ। ଧାର୍ମିକ ଲୋକମାନେ ତୁମ୍ଭର ଉପସ୍ଥିତିରେ ବଞ୍ଚିବେ।

1 To the chief Musician, A Psalm of David.

2 Deliver me, O Lord, from the evil man: preserve me from the violent man;

3 Which imagine mischiefs in their heart; continually are they gathered together for war.

4 They have sharpened their tongues like a serpent; adders’ poison is under their lips. Selah.

5 Keep me, O Lord, from the hands of the wicked; preserve me from the violent man; who have purposed to overthrow my goings.

6 The proud have hid a snare for me, and cords; they have spread a net by the wayside; they have set gins for me. Selah.

7 I said unto the Lord, Thou art my God: hear the voice of my supplications, O Lord.

8 O God the Lord, the strength of my salvation, thou hast covered my head in the day of battle.

9 Grant not, O Lord, the desires of the wicked: further not his wicked device; lest they exalt themselves. Selah.

10 As for the head of those that compass me about, let the mischief of their own lips cover them.

11 Let burning coals fall upon them: let them be cast into the fire; into deep pits, that they rise not up again.

12 Let not an evil speaker be established in the earth: evil shall hunt the violent man to overthrow him.

13 I know that the Lord will maintain the cause of the afflicted, and the right of the poor.

14 Surely the righteous shall give thanks unto thy name: the upright shall dwell in thy presence.

Tamil Indian Revised Version
தன் சிலுவையை எடுத்துக்கொண்டு என்னைப் பின்பற்றாதவன் எனக்கு தகுதியானவன் இல்லை.

Tamil Easy Reading Version
என்னைப் பின்பற்றும்பொழுது உண்டாகும் துன்பத்தை ஏற்றுக்கொள்ளாதவன், என்னைப் பின்பற்றத்தக்கவனல்ல.

Thiru Viviliam
தம் சிலுவையைச் சுமக்காமல் என்னைப் பின்பற்றி வருவோர் என்னுடையோர் எனக் கருதப்படத் தகுதியற்றோர்.

Matthew 10:37Matthew 10Matthew 10:39

King James Version (KJV)
And he that taketh not his cross, and followeth after me, is not worthy of me.

American Standard Version (ASV)
And he that doth not take his cross and follow after me, is not worthy of me.

Bible in Basic English (BBE)
And he who does not take his cross and come after me is not good enough for me.

Darby English Bible (DBY)
And he who does not take up his cross and follow after me is not worthy of me.

World English Bible (WEB)
He who doesn’t take his cross and follow after me, isn’t worthy of me.

Young’s Literal Translation (YLT)
and whoever doth not receive his cross and follow after me, is not worthy of me.

மத்தேயு Matthew 10:38
தன் சிலுவையை எடுத்துக்கொண்டு என்னைப் பின்பற்றாதவன் எனக்குப் பாத்திரன் அல்ல.
And he that taketh not his cross, and followeth after me, is not worthy of me.

And
καὶkaikay
he
that
ὃςhosose
taketh
οὐouoo
not
λαμβάνειlambaneilahm-VA-nee
his
τὸνtontone

σταυρὸνstauronsta-RONE
cross,
αὐτοῦautouaf-TOO
and
καὶkaikay
followeth
ἀκολουθεῖakoloutheiah-koh-loo-THEE
after
ὀπίσωopisōoh-PEE-soh
me,
μουmoumoo
is
οὐκoukook
not
ἔστινestinA-steen
worthy
μουmoumoo
of
me.
ἄξιοςaxiosAH-ksee-ose