ଗୀତସଂହିତା 139:10 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 139 ଗୀତସଂହିତା 139:10

Psalm 139:10
ସଠାେରେ ମଧ୍ଯ ତୁମ୍ଭର ହସ୍ତ ମାେତେ ଆଗକୁ ନଇେଥାନ୍ତା ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମାେତେ ଧରିଥାନ୍ତା।

Psalm 139:9Psalm 139Psalm 139:11

Psalm 139:10 in Other Translations

King James Version (KJV)
Even there shall thy hand lead me, and thy right hand shall hold me.

American Standard Version (ASV)
Even there shall thy hand lead me, And thy right hand shall hold me.

Bible in Basic English (BBE)
Even there will I be guided by your hand, and your right hand will keep me.

Darby English Bible (DBY)
Even there shall thy hand lead me, and thy right hand shall hold me.

World English Bible (WEB)
Even there your hand will lead me, And your right hand will hold me.

Young's Literal Translation (YLT)
Also there Thy hand doth lead me, And Thy right hand doth hold me.

Even
גַּםgamɡahm
there
שָׁ֭םšāmshahm
shall
thy
hand
יָדְךָ֣yodkāyode-HA
lead
תַנְחֵ֑נִיtanḥēnîtahn-HAY-nee
hand
right
thy
and
me,
וְֽתֹאחֲזֵ֥נִיwĕtōʾḥăzēnîveh-toh-huh-ZAY-nee
shall
hold
יְמִינֶֽךָ׃yĕmînekāyeh-mee-NEH-ha

Cross Reference

ଗୀତସଂହିତା 23:3
ସେ ମାରେ ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି। ସେ ମାେତେ ଧର୍ମପଥରେ କଢ଼ାଇ ନିଅନ୍ତି। ଏହାଦ୍ବାରା ପ୍ରମାଣିତ ହୁଏ ୟେ, ସେ ପ୍ରକୃତରେ ପରମେଶ୍ବର ଅଟନ୍ତି।

ଗୀତସଂହିତା 63:8
ମୁଁ ତୁମ୍ଭଠାରେ ଲାଗିରହେ। ତୁମ୍ଭର ଡ଼ାହାଣ ହସ୍ତ ମାେତେ ସମର୍ଥନ କରେ।

ଗୀତସଂହିତା 73:23
ମୁଁ ସର୍ବଦା ତୁମ୍ଭ ପାଖରେ ଅଛି। ହେ ପରମେଶ୍ବର, ତୁମ୍ଭେ ମାରେ ଦକ୍ଷିଣ ହସ୍ତ ଧରି ସାହାରା ଦଇେଅଛ।

ଗୀତସଂହିତା 143:9
ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ସୁରକ୍ଷା ପାଇବା ପାଇଁ ଆସିଅଛି। ମାରେ ଶତ୍ରୁମାନଙ୍କ କବଳରୁ ମାେତେ ରକ୍ଷା କର।

ଯିଶାଇୟ 41:13
କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବର, ତୁମ୍ଭର ଦକ୍ଷିଣ ହସ୍ତ ଧରି କହିବା ଭୟ କର ନାହିଁ। ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା।