Psalm 135:2
ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହାଇେଅଛ। ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହାଇେଅଛ, ତାଙ୍କର ଧନ୍ଯବାଦ କର।
Psalm 135:2 in Other Translations
King James Version (KJV)
Ye that stand in the house of the LORD, in the courts of the house of our God.
American Standard Version (ASV)
Ye that stand in the house of Jehovah, In the courts of the house of our God.
Bible in Basic English (BBE)
You who are in the house of the Lord, and in the open spaces of the house of our God,
Darby English Bible (DBY)
Ye that stand in the house of Jehovah, in the courts of the house of our God.
World English Bible (WEB)
You who stand in the house of Yahweh, In the courts of our God's house.
Young's Literal Translation (YLT)
Who are standing in the house of Jehovah, In the courts of the house of our God.
| Ye that stand | שֶׁ֣֭עֹֽמְדִים | šeʿōmĕdîm | SHEH-oh-meh-deem |
| house the in | בְּבֵ֣ית | bĕbêt | beh-VATE |
| of the Lord, | יְהוָ֑ה | yĕhwâ | yeh-VA |
| courts the in | בְּ֝חַצְר֗וֹת | bĕḥaṣrôt | BEH-hahts-ROTE |
| of the house | בֵּ֣ית | bêt | bate |
| of our God, | אֱלֹהֵֽינוּ׃ | ʾĕlōhênû | ay-loh-HAY-noo |
Cross Reference
ଗୀତସଂହିତା 92:13
ସମାନେେ ପରମେଶ୍ବରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ ଅଙ୍କୁରିତ ଡ଼ାଳଗଛ ସ୍ବରୂପ।
ଗୀତସଂହିତା 116:19
ମୁଁ ତାଙ୍କର ୟିରୁଶାଲମରେ ଥିବା ମନ୍ଦିରକୁ ୟିବି। ସଦାପ୍ରଭୁଙ୍କର ପ୍ରଶଂସା କର !
ଲୂକଲିଖିତ ସୁସମାଚାର 2:37
ତା'ପରେ ତାହାଙ୍କର ସ୍ବାମୀ ମରିଗଲେ ଓ ସେ ବିଧବା ହାଇେ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହାଇେଥିଲା। ହାନ୍ନା ସବୁବେଳେ ମନ୍ଦିର ରେ ରହୁଥିଲେ। କବେେ ହେଲେ ସେ ମନ୍ଦିର ଛାଡି ଯାଇ ନଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ବରଙ୍କ ଉପାସନା କରୁଥିଲେ।
ପ୍ରଥମ ବଂଶାବଳୀ 16:37
ଏହାପରେ, ଦାଉଦ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ନିଯମସିନ୍ଦୁକ ସମ୍ମୁଖ ରେ ଛାଡ଼ି ଚାଲିଗଲେ। ଦାଉଦ ସମାନଙ୍କେୁ ପ୍ରତିଦିନ ତାହା ସମ୍ମୁଖ ରେ ସବୋକାର୍ୟ୍ଯ କରିବା ନିମନ୍ତେ ଛାଡ଼ି ଗଲେ।
ପ୍ରଥମ ବଂଶାବଳୀ 23:30
ଲବେୀୟମାନେ ପ୍ରତି ପ୍ରଭାତ ରେ ଛିଡ଼ା ହେଉଥିଲେ ଓ ସଦାପ୍ରଭୁଙ୍କର ପ୍ରଶଂସାଗାନ କରୁଥିଲେ। ସମାନେେ ପ୍ରତିଦିନ ସନ୍ଧ୍ଯା ରେ ମଧ୍ଯ ଏହିପରି କରୁଥିଲେ।
ନିହିମିୟା 9:5
ଏହାପରେ ଲବେୀୟମାନେ: ଯଶୂେଯ, କଦମୀଯଲେ, ବାନି, ହଶବନିଯ, ଶେ ରବେିଯ, ହାଦେିୟ, ଶବନିଯ, ଓ ପଥାଦିଯ କହିଲେ, ଉଠ ଅନାଦିକାଳରୁ ଅନନ୍ତ କାଳସ୍ଥାଯୀ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କର ଧନ୍ଯବାଦ କର।
ଗୀତସଂହିତା 96:8
ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ୟଥୋଚିତ ଗୌରବ ଗାନ କର, ୟାହା ସେ ପାଇବା ୟୋଗ୍ଯ ଏବଂ ତାଙ୍କର ପବିତ୍ର ମନ୍ଦିରକୁ ନବୈେଦ୍ଯ ନଇେ ଆସ।