Psalm 135:11
ପରମେଶ୍ବର ଇ ମାରେୀଯମାନଙ୍କ ରାଜା ସୀହାନକେୁ ଓ ବାଶନର ରାଜା ଓଗକୁ ଏବଂ କିଣାନର ସକଳ ରାଜ୍ଯକୁ ପରାସ୍ତ କଲେ।
Psalm 135:11 in Other Translations
King James Version (KJV)
Sihon king of the Amorites, and Og king of Bashan, and all the kingdoms of Canaan:
American Standard Version (ASV)
Sihon king of the Amorites, And Og king of Bashan, And all the kingdoms of Canaan,
Bible in Basic English (BBE)
Sihon, king of the Amorites, and Og, king of Bashan, and all the kingdoms of Canaan;
Darby English Bible (DBY)
Sihon king of the Amorites, and Og king of Bashan, and all the kingdoms of Canaan;
World English Bible (WEB)
Sihon king of the Amorites, Og king of Bashan, And all the kingdoms of Canaan,
Young's Literal Translation (YLT)
Even Sihon king of the Amorite, And Og king of Bashan, And all kingdoms of Canaan.
| Sihon | לְסִיח֤וֹן׀ | lĕsîḥôn | leh-see-HONE |
| king | מֶ֤לֶךְ | melek | MEH-lek |
| of the Amorites, | הָאֱמֹרִ֗י | hāʾĕmōrî | ha-ay-moh-REE |
| and Og | וּ֭לְעוֹג | ûlĕʿôg | OO-leh-oɡe |
| king | מֶ֣לֶךְ | melek | MEH-lek |
| Bashan, of | הַבָּשָׁ֑ן | habbāšān | ha-ba-SHAHN |
| and all | וּ֝לְכֹ֗ל | ûlĕkōl | OO-leh-HOLE |
| the kingdoms | מַמְלְכ֥וֹת | mamlĕkôt | mahm-leh-HOTE |
| of Canaan: | כְּנָֽעַן׃ | kĕnāʿan | keh-NA-an |
Cross Reference
ଯିହୋଶୂୟ 12:7
ଇଶ୍ରାୟେଲର ଲୋକମାନେ ମଧ୍ଯ ୟର୍ଦ୍ଦନର ପଶ୍ଚିମ ପାଶର୍ବସ୍ଥ ଦେଶର ରାଜାମାନଙ୍କୁ ପରାସ୍ତ କରିଥିଲେ। ଯିହାଶୂେୟ ଏହି ଆକ୍ରମଣର ନତେୃତ୍ବ ନଇେଥିଲେ। ଯିହାଶୂେୟ ସହେି ଦେଶଗୁଡିକୁ ବାରଟି ପରିବାରବର୍ଗ ମଧିଅରେ ବାଣ୍ଟି ଦଇେଥିଲେ। ସେ ଦେଶଗକ୍ସ୍ଟଡିକ ସଦାପ୍ରଭୁ ଦବୋପାଇଁ ପ୍ରତିଜ୍ଞା କରିଥିଲେ। ସହେି ଲୋବାନନ୍ର ବାଲ୍ଗାଦ୍ଠାରକ୍ସ୍ଟ ସଯେୀରର ହାଲକ ପର୍ୟ୍ଯନ୍ତ ଉପତ୍ୟକାଗକ୍ସ୍ଟଡିକ ଥିଲା।
ଗଣନା ପୁସ୍ତକ 21:21
ଅନନ୍ତର ଇଶ୍ରାୟେଲ ଇମାରେୀୟମାନଙ୍କ ରାଜା ସୀହାନେ ନିକଟକୁ କେତକେ ଦୂତଙ୍କ ପଠାଇଲେ, ସମାନେେ ରାଜାଙ୍କୁ କହିଲେ,
ଦିତୀୟ ବିବରଣ 2:30
କିନ୍ତୁ ହିଷ୍ବୋନ୍ର ରାଜା ସୀହାନ୍େ ତାଙ୍କ ଦେଶ ମଧ୍ଯ ଦଇେ ଆମ୍ଭମାନଙ୍କୁ ୟିବାକକ୍ସ୍ଟ ଦେଲେ ନାହିଁ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତାଙ୍କର ହୃଦଯ କଠିନ କରାଇଲେ। ସଦାପ୍ରଭୁ ଏପରି କଲେ, ତୁମ୍ଭମାନେେ ସୀହାନକେୁ ପରାସ୍ତ କରିପାରିବ, ଏବଂ ଆଜି ଆମ୍ଭେ ଜାଣିଲକ୍ସ୍ଟ ବାସ୍ତବ ରେ କ'ଣ ସବୁ ଘଟିଲା।
ଦିତୀୟ ବିବରଣ 29:7
ତୁମ୍ଭମାନେେ ଏହି ସ୍ଥାନକକ୍ସ୍ଟ ଆସିଲାପରେ ହିଷ୍ବୋନର ରାଜା ସୀହାନ୍େ ଓ ବାଶନର ରାଜା ଓଗ୍ ଆମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଆସିଥିଲେ, କିନ୍ତୁ ଆମ୍ଭମାନେେ ସମାନଙ୍କେୁ ପରାସ୍ତ କଲକ୍ସ୍ଟ।
ଯିହୋଶୂୟ 10:1
ଏହି ସମୟରେ ଅଦୋନିଷଦକେ ୟିରକ୍ସ୍ଟଶାଲମର ରାଜା ଥିଲେ। ରାଜା ଶୁଣିବାକୁ ପାଇଲେ, ଯେ ଯିହାଶୂେୟ ଅଯକକ୍ସ୍ଟ ପରାସ୍ତ କରି ସଐୂର୍ଣ ଭାବେ ଧ୍ବଂସ କରିଛନ୍ତି। ରାଜା ଜାଣିବାକକ୍ସ୍ଟ ପାଇଲେ ଯେ, ଯିହାଶୂେୟ ଯିରୀହାେ ଓ ତାଙ୍କ ରାଜା ପ୍ରତି ଯାହା କରିଥିଲେ, ସହେିପରି ଅଯ ଓ ତା'ର ରାଜାଙ୍କକ୍ସ୍ଟ କଲେ। ଆଉ ରାଜା ଜାଣିବାକକ୍ସ୍ଟ ପାଇଲେ ଯେ, ଗିବିଯୋନମାନେ ଇଶ୍ରାୟେଲମାନଙ୍କ ସହିତ ଶାନ୍ତିଚକ୍ସ୍ଟକ୍ତି କରିଛନ୍ତି ଏବଂ ସହେି ଲୋକମାନେ ୟିରକ୍ସ୍ଟଶାଲମ ନିକଟରେ ବାସ କରୁଛନ୍ତି।
ନିହିମିୟା 9:22
ହେ ସଦାପ୍ରଭୁ, ତୁମ୍ଭେ ତାଙ୍କୁ ନାନା ରାଜ୍ଯ ଓ ଗୋଷ୍ଠୀ ଦଲେ ଓ ତାହା ସମାନଙ୍କେ ବାଣ୍ଟ ଅନୁସାରେ ନିରୂପଣ କଲ। ତେଣୁ ସମାନେେ ସୀହାନେ ଦେଶ ହିଷ୍ବୋନ୍ ରାଜାର ଦେଶ, ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ।