Psalm 119:11
ମୁଁ ମାେ ହୃଦଯରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚଯ କରି ରଖିଅଛି, ୟପରେି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।
Psalm 119:11 in Other Translations
King James Version (KJV)
Thy word have I hid in mine heart, that I might not sin against thee.
American Standard Version (ASV)
Thy word have I laid up in my heart, That I might not sin against thee.
Bible in Basic English (BBE)
I have kept your sayings secretly in my heart, so that I might do no sin against you.
Darby English Bible (DBY)
Thy ùword have I hid in my heart, that I might not sin against thee.
World English Bible (WEB)
I have hidden your word in my heart, That I might not sin against you.
Young's Literal Translation (YLT)
In my heart I have hid Thy saying, That I sin not before Thee.
| Thy word | בְּ֭לִבִּי | bĕlibbî | BEH-lee-bee |
| have I hid | צָפַ֣נְתִּי | ṣāpantî | tsa-FAHN-tee |
| heart, mine in | אִמְרָתֶ֑ךָ | ʾimrātekā | eem-ra-TEH-ha |
| that | לְ֝מַ֗עַן | lĕmaʿan | LEH-MA-an |
| I might not | לֹ֣א | lōʾ | loh |
| sin | אֶֽחֱטָא | ʾeḥĕṭāʾ | EH-hay-ta |
| against thee. | לָֽךְ׃ | lāk | lahk |
Cross Reference
ଗୀତସଂହିତା 37:31
ସେ ସଦାପ୍ରଭୁଙ୍କ ଉପଦେଶ ସବୁ ଶିଖିଥାଏ। ତଣେୁ ସେ କବେେ ହେଲେ ସହେି ପଥରୁ ବିଚ୍ଯୁତ ହବେ ନାହିଁ।
ଗୀତସଂହିତା 40:8
ହେ ମାରେ ପରମେଶ୍ବର, ତୁମ୍ଭେ ୟାହା ଚାହୁଁଛ, ମୁଁ ତାହା କରିବାକୁ ଚାହୁଁଛି। ତୁମ୍ଭର ନୀତିଶିକ୍ଷା ମାେ' ହୃଦଯରେ ଅଛି।
ଯିରିମିୟ 15:16
ତୁମ୍ଭର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା, ମୁଁ ତାହା ଗ୍ରହଣ କଲି। ଆଉ ତୁମ୍ଭର ବାକ୍ଯ ଦ୍ବାରା ମାରେ ପ୍ରାଣ ଉଲ୍ଲସିତ ହେଲା। କାରଣ ହେ ସୈନ୍ଯାଧିପତି ସଦାପ୍ରଭୁ ପରମେଶ୍ବର, ମୁଁ ତୁମ୍ଭ ନାମ ରେ ଖ୍ଯାତ ଅଟେ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:16
ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠା ରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ଯବହାର କର। ନିଜ ହୃଦୟ ରେ ପରମେଶ୍ବରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ଯାତ୍ମିକ ଗୀତମାନ ଗାଅ।
ଗୀତସଂହିତା 119:97
ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ। ତାହା ମୁଁ ଦିନସାରା ଭାବେ।
ଗୀତସଂହିତା 1:2
ଉତ୍ତମ ବ୍ଯକ୍ତି ସଦାପ୍ରଭୁଙ୍କ ପ୍ରେତ୍ୟକକ ବ୍ଯବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ ଓ ଦିନ ରାତି ସଦାପ୍ରଭୁଙ୍କ ବ୍ଯବସ୍ଥା ଧ୍ଯାନ କରୁଥାଏ।
ଯିଶାଇୟ 51:7
ତୁମ୍ଭେ ଯେଉଁମାନଙ୍କୁ ଯଥାର୍ଥ ଜାଣ। ଯେଉଁ ଲୋକମାନେ ମାରେ ଶିକ୍ଷା ହୃଦଯ ରେ ଧରି ରଖନ୍ତି, ଦୟାକରି ମାେ କଥା ଶୁଣ, ତୁମ୍ଭମାନେେ ଦୁଷ୍ଟ ଲୋକଙ୍କ ଅପମାନ ରେ ଭୟଭୀତ ହୁଅ ନାହିଁ।
ହିତୋପଦେଶ 2:10
ଜ୍ଞାନ ତୁମ୍ଭ ହୃଦଯ ରେ ପ୍ରବେଶ କରିବ, ବିଦ୍ଯା ତୁମ୍ଭ ପ୍ରାଣର ଆନନ୍ଦଦାୟକ ହବେ।
ଆୟୁବ ପୁସ୍ତକ 22:22
ତାହାଙ୍କ ଶିକ୍ଷା ଗ୍ରହଣ କର। ସେ ଯାହା କହୁଛନ୍ତି ତା' ପ୍ରତି ଧ୍ଯାନ ଦିଅ।
ଲୂକଲିଖିତ ସୁସମାଚାର 2:51
ଯୀଶୁ ସମାନଙ୍କେ ସହିତ ନାଜରିତକୁ ଗଲେ। ସେ ବାପାମାଆଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମାଆ ତଥାପି ଏହି ସବୁ କଥା ନିଜ ମନ ଭିତ ରେ ରଖି ଚିନ୍ତା କରୁଥିଲେ।
ଲୂକଲିଖିତ ସୁସମାଚାର 2:19
କିନ୍ତୁ ମରିୟମ ଏସବୁ କଥା ନିଜ ମନ ଭିତ ରେ ଗୋପନ ରଖି ନିରନ୍ତର ଚିନ୍ତା କରିବାକୁ ଲାଗିଲେ।
ହିତୋପଦେଶ 2:1
ହେ ମାରେ ପୁତ୍ର, ମାରେବାକ୍ଯ ଗ୍ରହଣ କର। ମାରେ ନିର୍ଦ୍ଦେଶ ମନେ କର।
ଗୀତସଂହିତା 19:13
ମୁଁ ଯେଉଁ ପାପସବୁ କରିବାକୁ ଚାହୁଁଛି ମାେତେ ସେଥିରୁ ନିବୃତ୍ତ କର। ସହେି ପାପସବୁ ୟପରେି ମାେ ଉପରେ ଶାସନ ନ କରୁ। ତୁମ୍ଭେ ୟଦି ମାେତେ ସାହାୟ୍ଯ କରିବ ତା' ହେଲେ ମୁଁ ଶୁଦ୍ଧ ଜୀବନୟାପନ ସହିତ ସମସ୍ତ ପାପରୁ ମୁକ୍ତ ହାଇେ ପାରିବି।