Psalm 115:3
ଆମ୍ଭମାନଙ୍କର ପରମେଶ୍ବର ସ୍ବର୍ଗରେ ଅଛନ୍ତି। ଏବଂ ସେ ୟାହା ଚାହାଁନ୍ତି ତାହା କରିପାରନ୍ତି।
Psalm 115:3 in Other Translations
King James Version (KJV)
But our God is in the heavens: he hath done whatsoever he hath pleased.
American Standard Version (ASV)
But our God is in the heavens: He hath done whatsoever he pleased.
Bible in Basic English (BBE)
But our God is in heaven: he has done whatever was pleasing to him.
Darby English Bible (DBY)
But our God is in the heavens: he hath done whatsoever he pleased.
World English Bible (WEB)
But our God is in the heavens. He does whatever he pleases.
Young's Literal Translation (YLT)
And our God `is' in the heavens, All that He hath pleased He hath done.
| But our God | וֵֽאלֹהֵ֥ינוּ | wēʾlōhênû | vay-loh-HAY-noo |
| is in the heavens: | בַשָּׁמָ֑יִם | baššāmāyim | va-sha-MA-yeem |
| done hath he | כֹּ֭ל | kōl | kole |
| whatsoever | אֲשֶׁר | ʾăšer | uh-SHER |
| חָפֵ֣ץ | ḥāpēṣ | ha-FAYTS | |
| he hath pleased. | עָשָֽׂה׃ | ʿāśâ | ah-SA |
Cross Reference
ଦାନିଏଲ 4:35
ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ବର୍ଗୀଯ ଶକ୍ତି ବଳ ରେ ପରମେଶ୍ବର ନିଜ ଇଚ୍ଛାନୁସା ରେ ପୃଥିବୀ ନିବାସୀମାନଙ୍କ ମଧିଅରେ କାର୍ୟ୍ଯ କରନ୍ତି। କହେି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନପା ରେ ଓ କହେି ତାଙ୍କୁ କିଛି ପ୍ରଶ୍ନ କରି ନପା ରେ।
ଗୀତସଂହିତା 135:6
ସ୍ବର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ ସଦାପ୍ରଭୁ ୟାହା ଇଚ୍ଛା କରନ୍ତି, ତାହା କରନ୍ତି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:11
ପରମେଶ୍ବର ନିଜ ଯୋଜନା ଓ ଇଚ୍ଛା ଅନୁସାରେ ସମସ୍ତ ଘଟଣା ଘଟାନ୍ତି। ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରୁଥିବା ହତେୁ ପରମେଶ୍ବର ଆମ୍ଭକୁ ତାହାଙ୍କର ଲୋକ ହବୋ ପାଇଁ ବାଛିଲେ। ଏକଥା ସେ ନିଜ ଇଚ୍ଛାନୁସା ରେ ଅନାଦି କାଳରୁ ଠିକ୍ କରି ରଖିଥିଲେ।
ମାଥିଉଲିଖିତ ସୁସମାଚାର 6:9
ଏଣୁ ଏହି ଭଳି ପ୍ରାର୍ଥନା କର: ' ହେ ସ୍ବର୍ଗ ରେ ଥିବା ଆମ୍ଭର ପରମପିତା, ତୁମ୍ଭର ନାମ ସବୁବେଳେ ପବିତ୍ର ହେଉ।
ଗୀତସଂହିତା 103:19
ପରମେଶ୍ବରଙ୍କ ସିଂହାସନ ସ୍ବର୍ଗରେ ଅଛି ଏବଂ ସେ ସବୁଆଡ଼େ ଶାସନ କରନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:19
ତା ହେଲେ ତୁମ୍ଭେ ମାେତେ ପ୍ରଶ୍ନ କରି ପାର ଯେ ସେ ଆମ୍ଭର ଦୋଷ କାହିଁକି ଧରନ୍ତି?
ଯିଶାଇୟ 46:10
ଶଷେ ରେ କ'ଣ ଘଟିବ ଆମ୍ଭେ ଆଦ୍ଯରୁ କହିଥାଉଁ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ଯ ସାଧିତ ହବେ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ।
ଗୀତସଂହିତା 123:1
ସଦାପ୍ରଭୁ, ମୁଁ ତୁମ୍ଭକୁ ଚାହିଁ, ପ୍ରାର୍ଥନା କରେ। ତୁମ୍ଭେ ସ୍ବର୍ଗରେ ରାଜାପରି ବସ।
ଗୀତସଂହିତା 68:4
ପରମେଶ୍ବରଙ୍କ ନିମନ୍ତେ ସଂଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର। ପରମେଶ୍ବରଙ୍କର ପ୍ରଶଂସା ହେଉ। ୟିଏ ମେଘ ଉପରେ ଆରୋହଣ କରନ୍ତି, ତାଙ୍କ ଆଗରେ ଆନନ୍ଦିତ ହୁଅ।
ଗୀତସଂହିତା 2:4
କିନ୍ତୁ ମାରେ ପ୍ରଭୁ ୟିଏକି 'ସ୍ବର୍ଗର ରାଜା' ସମାନଙ୍କେ ଏପରି କଥାକୁ ପରିହାସ କରିବେ।
ପ୍ରଥମ ବଂଶାବଳୀ 16:25
ସଦାପ୍ରଭୁ ଅତ୍ଯନ୍ତ ମହାନ୍ ଅଟନ୍ତି ଓ ସେ ପ୍ରଶଂସାର ଯୋଗ୍ଯ ଅଟନ୍ତି। ଅନ୍ୟ ସବୁ ଦବେତାଗଣଙ୍କ ଅପେକ୍ଷା ସଦାପ୍ରଭୁ ଅଧିକ ଭୟଙ୍କର ଅଟନ୍ତି।