ଗୀତସଂହିତା 114:4 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 114 ଗୀତସଂହିତା 114:4

Psalm 114:4
ପର୍ବତଗଣ ମଷେପରି ଡ଼ଇେଁଲେ। ମଷେ ଛୁଆପରି ଉପପର୍ବତଗଣ ଡ଼ିଆଁ ମାରିଲେ।

Psalm 114:3Psalm 114Psalm 114:5

Psalm 114:4 in Other Translations

King James Version (KJV)
The mountains skipped like rams, and the little hills like lambs.

American Standard Version (ASV)
The mountains skipped like rams, The little hills like lambs.

Bible in Basic English (BBE)
The mountains were jumping like goats, and the little hills like lambs.

Darby English Bible (DBY)
The mountains skipped like rams, the hills like lambs.

World English Bible (WEB)
The mountains skipped like rams, The little hills like lambs.

Young's Literal Translation (YLT)
The mountains have skipped as rams, Heights as sons of a flock.

The
mountains
הֶֽ֭הָרִיםhehārîmHEH-ha-reem
skipped
רָקְד֣וּroqdûroke-DOO
like
rams,
כְאֵילִ֑יםkĕʾêlîmheh-ay-LEEM
hills
little
the
and
גְּ֝בָע֗וֹתgĕbāʿôtɡEH-va-OTE
like
lambs.
כִּבְנֵיkibnêkeev-NAY

צֹֽאן׃ṣōntsone

Cross Reference

ଯାତ୍ରା ପୁସ୍ତକ 19:18
ସୀନଯ ପର୍ବତ ଧୂଆଁ ରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୁଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନ ରେ ପର୍ବତ ରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା।

ହବକକୂକ 3:6
ସଦାପ୍ରଭୁ ଦଣ୍ତାଯମାନ ହେଲେ ଓ ପୃଥିବୀର ବିଗ୍ଭର କଲେ। ସେ ଦୃଷ୍ଟିଜାତ କରି ଗୋଷ୍ଠୀଗଣଙ୍କୁ ଭିନ୍ନଭିନ୍ନ କରି ତଡି ଦେଲେ। ଯେଉଁ ପର୍ବତଗୁଡିକ ବହୁବର୍ଷ ପର୍ୟ୍ଯନ୍ତ ଛିଡା ହାଇେଥିଲେ ସଗେୁଡିକ ଧ୍ବଂସ ହେଲେ। ପୁରାତନ ପାହାଡଗୁଡିକର ମଧ୍ଯ ପତନ ହେଲା। କିନ୍ତୁ ପରମେଶ୍ବର ଅନନ୍ତକାଳସ୍ଥାଯୀ।

ବିଚାରକର୍ତାମାନଙ୍କ ବିବରଣ 5:4
ହେ ସଦାପ୍ରଭୁ, ତୁମ୍ଭେ ପ୍ରଥମେ ସଯେୀରରକ୍ସ୍ଟ ବାହାରିଲା ବେଳେ, ତୁମ୍ଭେ ଇଦୋମ କ୍ଷେତ୍ରରକ୍ସ୍ଟ ୟାତ୍ରା କଲା ବେଳେ ପୃଥିବୀ କଐିଲା। ଆକାଶ ବିନ୍ଦକ୍ସ୍ଟ ପାତ କଲା ମେଘମାଳା ଜଳପାତ କଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:11
ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ଯକ୍ତିଙ୍କୁ ସହେି ସିଂହାସନ ରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଚାଲିଗଲେ ଓ ଉଭଇେ ଗଲେ।

ପିତରଙ୍କ ଦିତୀୟ ପତ୍ର 3:7
ମାତ୍ର ପରମେଶ୍ବରଙ୍କ ସହେି ବାକ୍ଯ ଦ୍ବାରା ଆକାଶମଣ୍ଡଳ ଓ ବର୍ତ୍ତମାନର ଜଗତ ରହିଅଛି। ଆକାଶମଣ୍ଡଳ ଓ ପୃଥିବୀ ଅଗ୍ନି ଦ୍ବାରା ବିନଷ୍ଟ ହବୋ ନିମନ୍ତେ ରକ୍ଷିତ ଅଛି। ପରମେଶ୍ବରଙ୍କ ସମସ୍ତ ବିରୋଧୀ ଲୋକମାନେ ପୁଣି ଆକାଶମଣ୍ଡଳ ଓ ପୃଥିବୀ ନଷ୍ଟ ହବୋ ନିମନ୍ତେ ବିଚାର ଦିନ ପର୍ୟ୍ଯନ୍ତ ସୁରକ୍ଷିତ ଥିବେ।

ହବକକୂକ 3:8
ହେ ସଦାପ୍ରଭୁ, ତୁମ୍ଭେ କ'ଣ ନଦୀ, ଝରଣା, ସମୁଦ୍ର ଉପ ରେ କୋରଧାନ୍ବିତ ହାଇେଥିଲ? ସେଥିପାଇଁ କ'ଣ ତୁମ୍ଭେ ତୁମ୍ଭର ଅଶ୍ବ ଏବଂ ରଥକୁ ଆରୋହଣ କଲ?

ନାହୂମ 1:5
ସଦାପ୍ରଭୁ ଆସିବେ ଏବଂ ପର୍ବତଗୁଡିକ ଭୟ ରେ ଥରିବେ ଏବଂ ପାହାଡଗୁଡିକ ତରଳି ଯିବେ। ସଦାପ୍ରଭୁଙ୍କ ଆଗମନ ରେ ପୃଥିବୀ ମଧ୍ଯ ଭୟ ରେ ଥରିବ। ବିଶ୍ବର ସମସ୍ତ ବ୍ଯକ୍ତି ଭୟ ରେ ଥରିବେ।

ମୀଖା 1:3
ଦେଖ, ସଦାପ୍ରଭୁ ତାଙ୍କ ସ୍ଥାନରୁ ବାହାରି ଆସୁଛନ୍ତି। ସେ ଏହି ଭୂମିର ଉଚ୍ଚସ୍ଥାନମାନଙ୍କ ରେ ବିଚରଣ କରିବାକୁ ଓହ୍ଲାଇ ଆସୁଛନ୍ତି।

ଯିରିମିୟ 4:23
ମୁଁ ପୃଥିବୀ ଉପ ରେ ଦୃଷ୍ଟିପାତ କଲି, ଦେଖିଲି ତାହା ନିର୍ଜ୍ଜନ ଓ ଶୂନ୍ଯ ଥିଲା। ପୁଣି ଆକାଶମଣ୍ଡଳକୁ ଦୃଷ୍ଟି ନିକ୍ଷପେ କରି ଦେଖିଲି ସଠାେ ରେ ଆଲୋକ ନ ଥିଲା।

ଗୀତସଂହିତା 68:16
ବାଶନ ପର୍ବତ, ତୁମ୍ଭେ କାହିଁକି ସିୟୋନ୍ ପର୍ବତକୁ ଇର୍ଷା ଦୃଷ୍ଟିରେ ଦେଖୁଛ ? ପରମେଶ୍ବର ଏହାକୁ ପ୍ରମେ କରନ୍ତି। ପରମେଶ୍ବର ଏହାକୁ ସଠାେରେ ଚିରଦିନ ରହିବା ପାଇଁ ମନୋନୀତ କରିଛନ୍ତି।

ଗୀତସଂହିତା 39:6
ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ। ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ। କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ଯୁପରେ ସେ ସବୁକୁ କିଏ ପାଇବ।

ଗୀତସଂହିତା 29:6
ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ୟମେିତି କଅଁଳା ବାଛୁରୀ ନୃତ୍ଯ କଲାପରି। ଶିରିଯୋନ ପର୍ବତ ଦୋହଲି ୟାଏ ଓ ଛଳେି ଛୁଆଟିଏ କୁଦିଲା ଭଳି ଏହା ଦଖାୟୋଏ।

ଗୀତସଂହିତା 18:7
ସତେିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା। ସ୍ବର୍ଗରାଜ୍ଯର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କୋର୍ଧିତ ହେଲେ।

ଯାତ୍ରା ପୁସ୍ତକ 20:18
ସେତବେେଳେ ସମସ୍ତ ଲୋକ ମେଘ ଗର୍ଜ୍ଜନ ଓ ବିଜୁଳି ଓ ତୂରୀ ଧ୍ବନି ଓ ଧୂମୟୁକ୍ତ ପର୍ବତ ଦେଖିଲେ, ପୁଣି ତାହା ଦେଖି ସମାନେେ କମ୍ପିତ ହାଇେ ଦୂର ରେ ଠିଆ ହେଲ।