Psalm 113:8
ଏବଂ ପରମେଶ୍ବର ସହେି ଲୋକମାନଙ୍କୁ ଗୁରୁତ୍ବ ଦିଅନ୍ତି। ପରମେଶ୍ବର ସହେି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
Psalm 113:8 in Other Translations
King James Version (KJV)
That he may set him with princes, even with the princes of his people.
American Standard Version (ASV)
That he may set him with princes, Even with the princes of his people.
Bible in Basic English (BBE)
To give him a place among the rulers, even with the rulers of his people.
Darby English Bible (DBY)
To set [him] among nobles, among the nobles of his people.
World English Bible (WEB)
That he may set him with princes, Even with the princes of his people.
Young's Literal Translation (YLT)
To cause to sit with princes, With the princes of His people.
| That he may set | לְהוֹשִׁיבִ֥י | lĕhôšîbî | leh-hoh-shee-VEE |
| him with | עִם | ʿim | eem |
| princes, | נְדִיבִ֑ים | nĕdîbîm | neh-dee-VEEM |
| with even | עִ֝֗ם | ʿim | eem |
| the princes | נְדִיבֵ֥י | nĕdîbê | neh-dee-VAY |
| of his people. | עַמּֽוֹ׃ | ʿammô | ah-moh |
Cross Reference
ଆୟୁବ ପୁସ୍ତକ 36:7
ପରମେଶ୍ବର ସତ୍ ଲୋକମାନଙ୍କୁ ଦଖାଚୋହାଁ କବେେ ବନ୍ଦ କରନ୍ତି ନାହିଁ। ସେ ସମାନଙ୍କେୁ ରାଜାମାନଙ୍କ ପରି ଚିରଦିନ ସିଂହାସନ ରେ ବସାନ୍ତି ଏବଂ ସେ ସମାନଙ୍କେର ଉତ୍ଥାନ କରନ୍ତି।
ଆଦି ପୁସ୍ତକ 41:41
ଫାରୋ ଯୋଷଫଙ୍କେୁ କହିଲେ, ମୁଁ ତୁମ୍ଭକୁ ସମଗ୍ର ମିଶର ଦେଶ ଉପରେ ମୂଖ୍ଯଭାବେ ନିୟୁକ୍ତ କଲି।
ଗୀତସଂହିତା 45:16
ସମାନଙ୍କେର ପୂର୍ବପୁରୁଷଗଣଙ୍କ ପରି ତୁମ୍ଭର ପୁତ୍ରଗଣ ରାଜା ହବେେ। ସାରା ଦେଶରେ ତୁମ୍ଭେ ସମାନଙ୍କେୁ ଶାସନ କରିବ।
ଗୀତସଂହିତା 68:13
ଘରେ ରହୁଥିବା ଲୋକମାନେ ମଧ୍ଯ ଧନ ଭାଗ ପାଇବେ। ସମାନେେ ରେ ୗପ୍ୟ ମଣ୍ଡିତ କପୋତର ଡ଼ଣୋ ପାଇବେ। ସମାନେେ ସୁବର୍ଣ୍ଣରେ ଝଲମଲ କରୁଥିବା ଡ଼ଣୋ ପାଇବେ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:8
ମନୁଷ୍ଯ ଭାବରେ ଜୀବନ ଯାପନ କଲା ବେଳେ ସେ ପୂର୍ଣ୍ଣ ଭାବରେ ପରମେଶ୍ବରଙ୍କ ଆଜ୍ଞକାରୀ ହାଇେ ନିଜକୁ ନମ୍ର କଲେ। ଏପରିକି କ୍ରୁଶ ରେ ମୃତ୍ଯୁ ପର୍ୟ୍ଯନ୍ତ ନିଜକୁ ବାଧ୍ଯ ଓ ନମ୍ର କଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:9
ସମାନେେ ମଷେଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ :