ଗୀତସଂହିତା 108
1 ହେ ପରମେଶ୍ବର, ମୁଁ ଗୀତଗାନ ଓ ପ୍ରଶଂସା କରିବି, ମାରେ ପ୍ରାଣ ଜାଗ୍ରତ ହୁଅ।
2 ଜାଗ୍ରତ ହୁଅ ! ହେ ମାରେ ପ୍ରାଣ, ଜାଗ୍ରତ ହୁଅ ! ନବେଲ ଓ ବୀଣା, ଜାଗ୍ରତ ହୁଅ, ମୁଁ ଅତି ପ୍ରଭାତରେ ଜାଗ୍ରତ ହବେି।
3 ସଦାପ୍ରଭୁ, ମୁଁ ଜାତିମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି। ମୁଁ ଲୋକ ସମୂହରେ ତୁମ୍ଭର ପ୍ରଶଂସାଗାନ କରିବି।
4 ସଦାପ୍ରଭୁ ତୁମ୍ଭର ପ୍ରମେ ଆକାଶଠାରୁ ମହତ୍। ତୁମ୍ଭର ବିଶ୍ବାସନୀଯତା ଗଗନସ୍ପର୍ଶୀ ଆକାଶ ପର୍ୟ୍ଯନ୍ତ ପହଞ୍ଚେ।
5 ପରମେଶ୍ବର, ତୁମ୍ଭର ମହାନତାକୁ ଆକାଶ ମଣ୍ତଳରେ ଦଖାେଅ। ତୁମ୍ଭର ମହିମା ସାରା ପୃଥିବୀକୁ ଦେଖିବାକୁ ଦିଅ।
6 ହେ ପରମେଶ୍ବର, ଏପରି କିଛି କର ଯେଉଁଥିରେ ତୁମ୍ଭର ପ୍ରିଯତମଗଣ ରକ୍ଷାପାଇବେ। ମାେ ପ୍ରାର୍ଥନାର ଉତ୍ତର ଦିଅ। ରକ୍ଷା କରିବାକୁ ତୁମ୍ଭର ମହାଶକ୍ତି ବ୍ଯବହାର କର।
7 ପରମେଶ୍ବର, ତାଙ୍କ ପବିତ୍ର ମନ୍ଦିରରେ ଉତ୍ତର ଦେଲେ, ମୁଁ ୟୁଦ୍ଧରେ ଜିତିବି ଏବଂ ଏହି ଜଯଲାଭରେ ଆନନ୍ଦିତ ହବେି। ଏବଂ ଏହି ଦେଶକୁ ମାରେ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦବେି। ମୁଁ ଶିଖିମ୍କୁ ସମାନଙ୍କେୁ ଦବେି। ସୁକ୍କୋତ ଉପତ୍ୟକାକୁ ସମାନଙ୍କେୁ ଦବେି।
8 ଗିଲିଯଦ୍ ମାରେ, ମନଃଶି ମାରେ, ଇଫ୍ରଯିମ ମାରେ ଶିରସ୍ତ୍ରାଣ, ଯିହୁଦା ମାରେ ରାଜଦଣ୍ଡ ସ୍ବରୂପ। ମାୟୋବ ମାରେ ପାଦର ପ୍ରକ୍ଷାଳନପାତ୍ର। ଇଦୋମ୍ ମାରେ ପାଦୁକା ବହିବ।
9 ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି ଏବଂ ଜଯଧ୍ବନି କରିବି।
10 କିଏ ମାେତେ ଶତ୍ରୁମାନଙ୍କ ଦୁର୍ଗକୁ ନଇୟିବେ? କିଏ ଇଦୋମ ବିରୁଦ୍ଧରେ ୟୁଦ୍ଧ କରିବାରେ ମାରେ ନତେୃତ୍ବ ନବେ ?
11 କିଏ ମାେତେ ସହେି ସକଳ ସହରକୁ ନବେ? କିଏ ଇଦୋମ ବିରୁଦ୍ଧରେ ୟୁଦ୍ଧ କରିବାରେ ମାରେ ନତେୃତ୍ବ ନବେ ? ତୁମ୍ଭେ ନୁହଁ କି, ପରମେଶ୍ବର ? କିନ୍ତୁ ତୁମ୍ଭେ ଆମ୍ଭକୁ ପରିତ୍ଯାଗ କଲ। ତୁମ୍ଭେ ଆମ୍ଭ ସୈନ୍ଯମାନଙ୍କ ସହିତ ଆଉ ଯାଉ ନାହଁ।
12 ହେ ପରମେଶ୍ବର, ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସାହାୟ୍ଯ କର। ଲୋକମାନେ ଆମ୍ଭକୁ ସାହାୟ୍ଯ କରିପାରିବେ ନାହିଁ।
13 କବଳେ ପରମେଶ୍ବର ଆମ୍ଭକୁ ଶକ୍ତିଶାଳୀ କରିପାରିବେ। ପରମେଶ୍ବର ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବେ।
1 A Song or Psalm of David.
2 O God, my heart is fixed; I will sing and give praise, even with my glory.
3 Awake, psaltery and harp: I myself will awake early.
4 I will praise thee, O Lord, among the people: and I will sing praises unto thee among the nations.
5 For thy mercy is great above the heavens: and thy truth reacheth unto the clouds.
6 Be thou exalted, O God, above the heavens: and thy glory above all the earth;
7 That thy beloved may be delivered: save with thy right hand, and answer me.
8 God hath spoken in his holiness; I will rejoice, I will divide Shechem, and mete out the valley of Succoth.
9 Gilead is mine; Manasseh is mine; Ephraim also is the strength of mine head; Judah is my lawgiver;
10 Moab is my washpot; over Edom will I cast out my shoe; over Philistia will I triumph.
11 Who will bring me into the strong city? who will lead me into Edom?
12 Wilt not thou, O God, who hast cast us off? and wilt not thou, O God, go forth with our hosts?
13 Give us help from trouble: for vain is the help of man.
14 Through God we shall do valiantly: for he it is that shall tread down our enemies.
Tamil Indian Revised Version
அதற்கு யூதா: உங்கள் சகோதரன் உங்களோடுகூட வராவிட்டால், நீங்கள் என் முகத்தைக் காண்பதில்லை என்று அந்த மனிதன் எங்களுக்குக் கண்டிப்பாகச் சொன்னான்.
Tamil Easy Reading Version
ஆனால் யூதாவோ யாக்கோபிடம், “அந்நாட்டின் ஆளுநர் எங்களை எச்சரித்திருக்கிறார். ‘உங்கள் இளைய சகோதரனை அழைத்துக்கொண்டு வராவிட்டால் உங்களோடு பேசமாட்டேன்’ என்றார்.
Thiru Viviliam
அதற்கு யூதா, “அந்த ஆள் உங்கள் இளைய சகோதரனை உங்களுடன் அழைத்து வராவிடில் நீங்கள் என் முகத்தில் விழிக்க வேண்டாம் என்று எங்களைக் கடுமையாய் எச்சரித்துள்ளார்.
King James Version (KJV)
And Judah spake unto him, saying, The man did solemnly protest unto us, saying, Ye shall not see my face, except your brother be with you.
American Standard Version (ASV)
And Judah spake unto him, saying, The man did solemnly protest unto us, saying, Ye shall not see my face, except your brother be with you.
Bible in Basic English (BBE)
If you will let our brother go with us, we will go down and get food:
Darby English Bible (DBY)
And Judah spoke to him, saying, The man did positively testify to us, saying, Ye shall not see my face, unless your brother be with you.
Webster’s Bible (WBT)
If thou wilt send our brother with us, we will go down and buy thee food:
World English Bible (WEB)
Judah spoke to him, saying, “The man solemnly warned us, saying, ‘You shall not see my face, unless your brother is with you.’
Young’s Literal Translation (YLT)
And Judah speaketh unto him, saying, `The man protesting protested to us, saying, Ye do not see my face without your brother `being’ with you;
ஆதியாகமம் Genesis 43:3
அதற்கு யூதா: உங்கள் சகோதரன் உங்களோடேகூட வராவிட்டால், நீங்கள் என் முகத்தைக் காண்பதில்லை என்று அந்த மனிதன் எங்களுக்குச் சத்தியமாய்ச் சொன்னான்.
And Judah spake unto him, saying, The man did solemnly protest unto us, saying, Ye shall not see my face, except your brother be with you.
And Judah | וַיֹּ֧אמֶר | wayyōʾmer | va-YOH-mer |
spake | אֵלָ֛יו | ʾēlāyw | ay-LAV |
unto | יְהוּדָ֖ה | yĕhûdâ | yeh-hoo-DA |
him, saying, | לֵאמֹ֑ר | lēʾmōr | lay-MORE |
man The | הָעֵ֣ד | hāʿēd | ha-ADE |
did solemnly | הֵעִד֩ | hēʿid | hay-EED |
protest | בָּ֨נוּ | bānû | BA-noo |
saying, us, unto | הָאִ֤ישׁ | hāʾîš | ha-EESH |
Ye shall not | לֵאמֹר֙ | lēʾmōr | lay-MORE |
see | לֹֽא | lōʾ | loh |
face, my | תִרְא֣וּ | tirʾû | teer-OO |
except | פָנַ֔י | pānay | fa-NAI |
your brother | בִּלְתִּ֖י | biltî | beel-TEE |
be with | אֲחִיכֶ֥ם | ʾăḥîkem | uh-hee-HEM |
you. | אִתְּכֶֽם׃ | ʾittĕkem | ee-teh-HEM |