ଗୀତସଂହିତା 106:37 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 106 ଗୀତସଂହିତା 106:37

Psalm 106:37
ଏପରିକି ପରମେଶ୍ବରଙ୍କର ଲୋକମାନେ ସମାନଙ୍କେର ପିଲାମାନଙ୍କୁ ଅନ୍ୟ ଦବେତାଙ୍କ ନିକଟରେ ବଳି ଦେଲେ।

Psalm 106:36Psalm 106Psalm 106:38

Psalm 106:37 in Other Translations

King James Version (KJV)
Yea, they sacrificed their sons and their daughters unto devils,

American Standard Version (ASV)
Yea, they sacrificed their sons and their daughters unto demons,

Bible in Basic English (BBE)
They even made offerings of their sons and their daughters to evil spirits,

Darby English Bible (DBY)
And they sacrificed their sons and their daughters unto demons,

World English Bible (WEB)
Yes, they sacrificed their sons and their daughters to demons.

Young's Literal Translation (YLT)
And they sacrifice their sons And their daughters to destroyers,

Yea,
they
sacrificed
וַיִּזְבְּח֣וּwayyizbĕḥûva-yeez-beh-HOO

אֶתʾetet
sons
their
בְּ֭נֵיהֶםbĕnêhemBEH-nay-hem
and
their
daughters
וְאֶתwĕʾetveh-ET
unto
devils,
בְּנֽוֹתֵיהֶ֗םbĕnôtêhembeh-noh-tay-HEM
לַשֵּֽׁדִים׃laššēdîmla-SHAY-deem

Cross Reference

ଦିତୀୟ ରାଜାବଳୀ 16:3
ମାତ୍ରସସ ଇଶ୍ରାଲୟଲର ରାଜାମାନଙ୍କ ପରି ବସବାସ କଲଲ। ଜଘନ୍ଯ ପାପ ପ୍ରଥା ଅନୁସାଲରସସ ତାଙ୍କର ପୁତ୍ରକୁ ଅଗ୍ନିସର ବଳିଦାନ କଲଲ।ସଯ ଜାତିମାନଙ୍କ ଦ୍ବାରା ଅନୁକରଣସହାଇଥିଲା, ଯାହା ସଦାପ୍ରଭୁ ଭୂମିରୁ ୟୋର କରି ତଡିସଦଲଲ,ସଯଲତଲବଲଳ ଇଶ୍ରାଲୟଲମାଲନ ଆସିଲଲ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:20
କିନ୍ତୁ ମାେ କହିବା କଥା ଯେ, ତୁମ୍ଭମାନେେ ଭୂତମାନଙ୍କ ସହିତ କୌଣସି କାର୍ୟ୍ଯ ରେ ଅଂଶ ଗ୍ରହଣ ନ କର। କିନ୍ତୁ ମଁ କୁ ହେ ଯାହା ମୂର୍ତ୍ତିଗୁଡ଼ିକୁ ବଳି ରୂପେ ଉତ୍ସର୍ଗ କରାୟଇଥାଏ ତାହା ଶୟତାନକୁ ଉତ୍ସର୍ଗ କରାଯାଇଥାଏ, ପରମେଶ୍ବରଙ୍କରୁ ନୁହେଁ। ଏବଂ ମୁଁ ଚା ହେଁ ତୁମ୍ଭମାନେେ ଶୟତାନ ସହିତ ଅଂଶୀଦାର ହୁଅ ନାହିଁ।

ଦିତୀୟ ରାଜାବଳୀ 17:17
ଆଉ ସମାନେେ ନିଜର ପୁତ୍ର କନ୍ଯାମାନଙ୍କୁ ଅଗ୍ନି ରେ ବଳିଦାନ କଲେ। ସମାନେେ ଭବିଷ୍ଯତବାଣୀ କରିବା ପାଇଁ ୟାଦୁବିଦ୍ଯା, ଡାହାଣି ବିନ୍ଯା ଓ ଜ୍ଯୋତିଷବିଦ୍ଯାଗୁଡିକ ବ୍ଯବହାର କଲେ। ସଦାପ୍ରଭୁଙ୍କୁ କୋରଧାନିତ୍ବ କରିବା ପାଇଁ ତାଙ୍କ ଦୃଷ୍ଟି ରେ କୁକର୍ମ କରିବାକୁ ସମାନେେ ନିଜକୁ ବିକ୍ରଯ କଲେ।

ଦିତୀୟ ବିବରଣ 32:17
ସମାନେେ ବଳିଦାନ କଲେ ସହେିମାନଙ୍କ ଉଦ୍ଦେଶ୍ଯ ରେ ଯେଉଁମାନେ ବାସ୍ତବ ରେ ଦବେତା ନକ୍ସ୍ଟହଁନ୍ତି। ଯେଉଁମାନେ ନୂତନ ଦବଗେଣ ଥିଲେ, ସମାନେେ ତାଙ୍କୁ ଜାଣି ନ ଥିଲେ। ସହେି ନୂତନ ଦବଗେଣମାନଙ୍କୁ ତାଙ୍କର ପୂର୍ବପୁରୁଷମାନେ ମଧ୍ଯ ଜାଣି ନ ଥିଲେ।

ଯିହିଜିକଲ 23:37
କାରଣ ଏହି ଯେ ସମାନେେ ବ୍ଯଭିଚାର ରେ ସିଦ୍ଧ ହସ୍ତ ଥିଲେ। ସମାନେେ ମଧ୍ଯ ରକ୍ତ ପାତ କରିବା ରେ ଓ ଆପଣା ପ୍ରତିମାଗଣ ସହ ବ୍ଯଭିଚାର କରିଛନ୍ତି। ସମାନେେ ମାଠାରୁେ ଜାତ ସନ୍ତାନମାନଙ୍କୁ ସମାନଙ୍କେର ଦବେତାମାନଙ୍କର ଖାଦ୍ୟ ପାଇଁ ଉତ୍ସର୍ଗ କଲେ।

ଯିହିଜିକଲ 20:26
ମୁଁ ସମାନଙ୍କେୁ ସମାନଙ୍କେର ଉପହାର ମାଧ୍ଯମ ରେ ପ୍ରଥମଜାତ ସନ୍ତାନର ବଳିଦାନ ମାଧ୍ଯମ ରେ ଅଶୁଚି କଲି। ତେଣୁ ମୁଁ ସମାନଙ୍କେୁ ବିନାଶ କରିପାରିଲି। ଫଳ ରେ ସମାନେେ ଶିକ୍ଷା ପାଇବେ ଯେ, ମୁଁ ହିଁ ସଦାପ୍ରଭୁ।'

ଯିହିଜିକଲ 16:20
ମାେ ନିମନ୍ତେ ତୁମ୍ଭେ ଯେଉଁ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ସହେି ପୁତ୍ର କନ୍ଯାଗଣକୁ ବଧକରି ସମାନଙ୍କେୁ ଭଣ୍ଡ ଦବେତାର ଖାଦ୍ୟରୂପେ ଉତ୍ସର୍ଗ କଲ। ତୁମ୍ଭେ ୟଥେଷ୍ଟ ବେଶ୍ଯାବୃତ୍ତି କଲ ନାହିଁ କି ?

ଯିରିମିୟ 7:31
ସମାନେେ ନିଜ ନିଜର ପୁତ୍ରକନ୍ଯାମାନଙ୍କୁ ଅଗ୍ନି ରେ ଦଗ୍ଧ କରିବା ପାଇଁ ହିନ୍ନୋମ ପୁତ୍ରର ଉପତ୍ୟକା ରେ ତୋଫତର ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କରିଅଛନ୍ତି। ଏହା ଆମ୍ଭେ କବେେ ଆଜ୍ଞା କରି ନାହୁଁ କିଅବା ଆମ୍ଭ ମନ ରେ ସେ ଭାବ କବେେ ଉଦଯ ହାଇେ ନାହିଁ।

ଯିଶାଇୟ 57:5
ଆଲୋନବୃକ୍ଷ ତଳେ ତୁମ୍ଭର କ'ଣ ଶାରୀରିକ ସମ୍ବନ୍ଧ କରି ନାହଁ ? ପ୍ରେତ୍ୟକକ ହରିତ୍ବୃକ୍ଷ ତଳେ ତୁମ୍ଭେ କ'ଣ ନିଜକୁ ଉପ ଭୋଗ କରୁ ନାହଁ ? ତୁମ୍ଭମାନେେ ଉପତ୍ୟକାଗୁଡ଼ିକର ଶୈଳଗୁଡ଼ିକର ପର୍ବତ ତଳେ ସନ୍ତାନଗଣକୁ କ'ଣ ବଳିଦାନ କରୁ ନାହଁ ?

ଦିତୀୟ ରାଜାବଳୀ 21:6
ମନଃଶି ଆପଣା ପୁତ୍ରକୁ ଅଗ୍ନି ରେ ଉତ୍ସର୍ଗ କଲେ। ସେ ଶୁଭଶୁଭ କହିବାର ବିଦ୍ଯା, ଗଣକତା, ୟାଦୁବିଦ୍ଯା, ଭୂତପ୍ ରତେ ଓ ଗୂଣୀଗା ରଡେି କାର୍ୟ୍ଯ ରେ ଅଭ୍ଯସ୍ତ ହେଲେ।

ଦିତୀୟ ବିବରଣ 12:30
ସମାନଙ୍କେୁ ବିନାଶ କଲାପରେ, ତୁମ୍ଭମାନେେ ବହକ୍ସ୍ଟତ ସାବଧାନ ହବୋ ଉଚିତ୍। ଯେପରି ସମାନଙ୍କେର ଫାନ୍ଦ ରେ ପଡି ସମାନଙ୍କେ ଦବଗେଣଙ୍କର ପୂଜା ନକର। ସାବଧାନ ହକ୍ସ୍ଟଅ ଯେ, ତୁମ୍ଭେ ସମାନଙ୍କେର ଦବେତାମାନଙ୍କୁ ଅନକ୍ସ୍ଟସନ୍ଧାନ କର ନାହିଁ, ପଗ୍ଭର ନାହିଁ ଯେ, ' ସହେି ଗୋଷ୍ଠୀମାନେ କିପରି ସମାନଙ୍କେର ଦବେତାମାନଙ୍କୁ ପୂଜା କରୁଥିଲେ, ଆମ୍ଭମାନେେ ମଧ୍ଯ ସପରେି କରିବକ୍ସ୍ଟ?,

ଲେବୀୟ ପୁସ୍ତକ 17:7
ତହିଁରେ ସମାନେେ ଯେଉଁ ଛାଗ ପ୍ରତିମାମାନଙ୍କ ସହିତ ବ୍ଯଭିଚାର କରୁଅଛନ୍ତି, ସମାନଙ୍କେ ଉଦ୍ଦେଶ୍ଯ ରେ ଆଉ ବଳିଦାନ କରିବେ ନାହିଁ। ଏହା ସମାନଙ୍କେର ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବିଧି ହବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:20
ତୁମ୍ଭେ କବଳେ ଜଣେ ମଣିଷ। ପରମେଶ୍ବରଙ୍କୁ ଓଲଟି ପ୍ରଶ୍ନ ପଚାରିବାର ଅଧୀକାର ତୁମ୍ଭର ନାହିଁ। ମାଟିକଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ ତୁମ୍ଭେ ମାେତେ ଏପରି ଭାବେ କାହିଁକି ଗଢିଲ?

ଯିହିଜିକଲ 23:47
ସହେି ଦିନ ସମାନ ସମାନଙ୍କେୁ ପ୍ରସ୍ତରାଘାତ କରିବେ ଓ ଖଡ୍ଗ ରେ ସମାନଙ୍କେୁ ବଧ କରିବେ। ସମାନେେ ମଧ୍ଯ ସମାନଙ୍କେର ସନ୍ତାନମାନଙ୍କୁ ବଧ କରିବେ ଓ ସମାନଙ୍କେର ଗୃହସବୁ ଅଗ୍ନି ରେ ଦଗ୍ଧ କରିବେ।

ଯିରିମିୟ 32:35
ସମାନେେ ହିନ୍ନୋମ ପୁତ୍ରର ଉପତ୍ୟକା ରେ ବାଲ୍ଦବରେ ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି। ସମାନେେ ମାେଲକର ଉଦ୍ଦେଶ୍ଯ ରେ ଆପଣା ପୁତ୍ର କନ୍ଯାଗଣଙ୍କୁ ଅଗ୍ନି ମଧ୍ଯଦଇେ ଗମନ କରାଇବା ପାଇଁ ଏସବୁ ନିର୍ମାଣ କରିଛନ୍ତି। ମାତ୍ର ଏସବୁ ଘୃଣ୍ଯକର୍ମ କରିବା ପାଇଁ ଆମ୍ଭେ ଆଜ୍ଞା ଦଇେ ନାହୁଁ କିଅବା ଆମ୍ଭ ମନ ରେ ତାହା ଉଦଯ ହାଇେ ନାହିଁ। ଯିହୁଦାକୁ ପାପ କରାଇବା ପାଇଁ ସମାନେେ ଏହା କରିଛନ୍ତି।

ଦିତୀୟ ବଂଶାବଳୀ 11:15
ୟାରବିଯାମ୍ ଉଚ୍ଚସ୍ଥାନମାନଙ୍କ ରେ ସବୋକାର୍ୟ୍ଯ କରିବା ନିମନ୍ତେ ସ୍ବଯଂ ଯାଜକମାନଙ୍କୁ ମନୋନୀତ କଲେ, ଯେଉଁ ସ୍ଥାନମାନଙ୍କ ରେ କି ସେ ନିର୍ମାଣ କରିଥିବା ଛଳେି ଓ ବାଛୁରୀର ପ୍ରତିମା ସ୍ଥାପନ କରିଥିଲେ।

ଦିତୀୟ ବିବରଣ 18:10
ତୁମ୍ଭର ପକ୍ସ୍ଟତ୍ର କନ୍ଯାମାନଙ୍କୁ ୟଜ୍ଞବଦେୀ ଅଗ୍ନି ରେ ଦଗ୍ଧକରି ଉତ୍ସର୍ଗ କରିବ ନାହିଁ। ମନ୍ତ୍ରଜ୍ଞ, ଶକ୍ସ୍ଟଭାଶକ୍ସ୍ଟଭ ବାଦୀ, ଗଣକ କି ମାଯାବିଙ୍କଠାରକ୍ସ୍ଟ କିଛି ଶିକ୍ଷା କରିବ ନାହିଁ।