ଗୀତସଂହିତା 106:35 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 106 ଗୀତସଂହିତା 106:35

Psalm 106:35
ସମାନେେ ଅନ୍ୟଦେଶୀଯଙ୍କ ସଙ୍ଗେ ମିଶିଲେ ଏବଂ ସମାନଙ୍କେ କ୍ରିଯାସକଳ କଲେ।

Psalm 106:34Psalm 106Psalm 106:36

Psalm 106:35 in Other Translations

King James Version (KJV)
But were mingled among the heathen, and learned their works.

American Standard Version (ASV)
But mingled themselves with the nations, And learned their works,

Bible in Basic English (BBE)
But they were joined to the nations, learning their works.

Darby English Bible (DBY)
But they mingled with the nations, and learned their works;

World English Bible (WEB)
But mixed themselves with the nations, And learned their works.

Young's Literal Translation (YLT)
And mix themselves among nations, and learn their works,

But
were
mingled
וַיִּתְעָרְב֥וּwayyitʿorbûva-yeet-ore-VOO
heathen,
the
among
בַגּוֹיִ֑םbaggôyimva-ɡoh-YEEM
and
learned
וַֽ֝יִּלְמְד֗וּwayyilmĕdûVA-yeel-meh-DOO
their
works.
מַֽעֲשֵׂיהֶֽם׃maʿăśêhemMA-uh-say-HEM

Cross Reference

ବିଚାରକର୍ତାମାନଙ୍କ ବିବରଣ 3:5
ଇଶ୍ରାୟେଲୀୟ କିଣାନୀଯ, ହିତ୍ତୀଯ, ଇ ମାରେିଯ, ପରିଷୀଯ, ହିଦ୍ଦୀଯ, ଏବଂ ୟିବକ୍ସ୍ଟଷୀଯ ସହିତ ବାସ କଲେ।

ଯିହୋଶୂୟ 15:63
ମାତ୍ର ୟିହକ୍ସ୍ଟଦା ସନ୍ତାନଗଣ ୟିରକ୍ସ୍ଟଶାଲମ ନିବାସୀମାନଙ୍କୁ ତଡିଦଇେ ପାରିଲେ ନାହିଁ। ଏହି ହତେକ୍ସ୍ଟ ୟିବୂଷୀଯମାନେ ଆଜି ପର୍ୟ୍ଯନ୍ତ ୟିହକ୍ସ୍ଟଦା ସନ୍ତାନଗଣ ସହିତ ୟିରକ୍ସ୍ଟଶାଲମ ରେ ବାସ କରୁଛନ୍ତି।

ବିଚାରକର୍ତାମାନଙ୍କ ବିବରଣ 1:27
କିଣାନୀଯ ବୈଥିସାନର ସହରଗକ୍ସ୍ଟଡିକରେ, ତାନକ, ଦୋରା, ୟିବ୍ଲଯିମ, ମମିଦ୍ଦୋ ଏବଂ ସମାନଙ୍କେ ଚତକ୍ସ୍ଟଃପାଶର୍‌ବ ରେ ଅଧିକ େଛାଟ ସହରମାନଙ୍କ ରେ ବସବାସ କରୁଥିଲେ। ମନଃଶି ପରିବାରବର୍ଗର ଲୋକମାନେ ସହେି ସହରରକ୍ସ୍ଟ ସହେି ଲୋକମାନଙ୍କୁ ତଡିବାକକ୍ସ୍ଟ ସକ୍ଷମ ହେଲେ ନାହିଁ। ତେଣୁ ସଠାେରେ କିଣାନୀଯମାନେ ବାସ କଲେ।

ବିଚାରକର୍ତାମାନଙ୍କ ବିବରଣ 2:2
କିନ୍ତୁ ଏହାର ପ୍ରତି ବଦଳ ରେ ତୁମ୍ଭମାନେେ ସହେି ଦେଶ ରେ ଲୋକମାନଙ୍କ ସହିତ କୌଣସି ନିଯମ କରିବା ଉଚିତ୍ ନକ୍ସ୍ଟହଁ। ତୁମ୍ଭମାନେେ ସମାନଙ୍କେର ୟଜ୍ଞଦବେୀ ସବୁ ଭାଙ୍ଗି ପକାଇବ। ମୁ ତୁମ୍ଭକୁ କହିଲି, କିନ୍ତୁ ତୁମ୍ଭମାନେେ କୌଣସି କର୍ଣର୍‌ଣପାତ କଲନାହିଁ।

ଯିଶାଇୟ 2:6
ମୁଁ ଏହା କହୁଛି କାହିଁକି? କାରଣ ତୁମ୍ଭମାନେେ ଯାକୁବ ବଂଶକୁ ପରିତ୍ଯାଗ କରିଛ। ତୁମ୍ଭମାନେେ ସହେି ଲୋକ ଯେଉଁମାନେ କି ପୂର୍ବଦେଶୀଯମାନଙ୍କ ଆଚାର ରେ ପରିପୂର୍ଣ୍ଣ। ତୁମ୍ଭମାନେେ ପଲେଷ୍ଟୀୟମାନଙ୍କ ପରି ଭବିଷ୍ଯତବାଣୀ କହିବାକୁ ଚେଷ୍ଟା କରିବ। ତୁମ୍ଭର ଲୋକମାନେ ବିଦେଶୀଯମାନଙ୍କର ସହେି ଭ୍ରାନ୍ତ ଧାରଣାକୁ ସମ୍ପୂର୍ଣ୍ଣଭାବରେ ଗ୍ରହଣ କରି ନଇେଛନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 5:6
ତୁମ୍ଭମାନଙ୍କ ଗର୍ବ ଓ ଅହଂଙ୍କାର ଭଲ ନୁହେଁ। ତୁମ୍ଭମାନେେ ଏହି ଉକ୍ତି ବିଷୟ ରେ ଜାଣିଛ ଯେ, ଅଳ୍ପ ଟିକିଏ ଖମୀର ସମସ୍ତ ଗୋଳାମଇଦାକୁ ଫୁଲାଇ ଦିଏ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:33
ମୂର୍ଖଙ୍କ ଭଳି ଆଚରଣ କର ନାହିଁ। ମନ୍ଦ ସଙ୍ଗୀମାନେ ଭଲ ଅଭ୍ଯାସଗୁଡ଼ିକୁ ନଷ୍ଟ କରି ଦବେେ।