ଗୀତସଂହିତା 105:6 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 105 ଗୀତସଂହିତା 105:6

Psalm 105:6
ତୁମ୍ଭେ ହେଉଛ ତାଙ୍କର ସବେକ, ୟାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ଯକ୍ତି।

Psalm 105:5Psalm 105Psalm 105:7

Psalm 105:6 in Other Translations

King James Version (KJV)
O ye seed of Abraham his servant, ye children of Jacob his chosen.

American Standard Version (ASV)
O ye seed of Abraham his servant, Ye children of Jacob, his chosen ones.

Bible in Basic English (BBE)
O you seed of Abraham, his servant, you children of Jacob, his loved ones.

Darby English Bible (DBY)
Ye seed of Abraham his servant, ye sons of Jacob, his chosen ones.

World English Bible (WEB)
You seed of Abraham, his servant, You children of Jacob, his chosen ones.

Young's Literal Translation (YLT)
O seed of Abraham, His servant, O sons of Jacob, His chosen ones.

O
ye
seed
זֶ֭רַעzeraʿZEH-ra
of
Abraham
אַבְרָהָ֣םʾabrāhāmav-ra-HAHM
servant,
his
עַבְדּ֑וֹʿabdôav-DOH
ye
children
בְּנֵ֖יbĕnêbeh-NAY
of
Jacob
יַעֲקֹ֣בyaʿăqōbya-uh-KOVE
his
chosen.
בְּחִירָֽיו׃bĕḥîrāywbeh-hee-RAIV

Cross Reference

ଯାତ୍ରା ପୁସ୍ତକ 3:6
ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ବର ଅଟୁ। ଆମ୍ଭେ ଅବ୍ରହାମଙ୍କର ପରମେଶ୍ବର ଅଟୁ। ଆମ୍ଭେ ଇସ୍ହାକର ପରମେଶ୍ବର ଅଟୁ ଏବଂ ଆମ୍ଭେ ଯାକୁବର ପରମେଶ୍ବର ଅଟୁ। ମାଶାେ ପରମେଶ୍ବରଙ୍କୁ ଦେଖି ଭୟ ରେ ତାଙ୍କର ମୁହଁ ଆବୃତ କଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:4
ସମାନେେ ଇଶ୍ରାୟେଲୀୟ ଲୋକ। ସମାନେେ ପରମେଶ୍ବରଙ୍କର ବଛାଯାଇଥୀବା ସନ୍ତାନ। ସମାନଙ୍କେ ପାଖ ରେ ପରମେଶ୍ବରଙ୍କ ମହିମା ଅଛି ଓ ସମାନେେ ପରମେଶ୍ବର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ବର ସମାନଙ୍କେୁ ମାଶାଙ୍କେ ବ୍ଯବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦଇେଛନ୍ତି। ପରମେଶ୍ବର ସମାନଙ୍କେୁ ତାଙ୍କର ପ୍ରତି ଶ୍ରୁତିମାନ ଦଇେଛନ୍ତି।

ଯୋହନଲିଖିତ ସୁସମାଚାର 15:16
ତୁମ୍ଭେ ମାେତେ ମନୋନୀତ କରିନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ୟ୍ଯ ଦଇେଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଚା ହେଁ, ତୁମ୍ଭ ଜୀବନ ରେ ଏହି ଫଳ ଲାଗିରହୁ। ସେଥି ରେ ମାେ ନାମ ନଇେ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦବେେ।

ଯିଶାଇୟ 44:1
ସହ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମଲନାନୀତ ଇଶ୍ରାଲୟଲ ଆମ୍ଭର ଯାହା କଥିତ ଶୁଣ।

ଯିଶାଇୟ 41:14
ହେ କୀଟରୂପୀ ଯାକୁବ ଓ ହେ ଇଶ୍ରାୟେଲୀୟ ନରଗଣ, ଭୟ କର ନାହିଁ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା ଓ ଇଶ୍ରାୟେଲର ଧର୍ମସ୍ବରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।

ଯିଶାଇୟ 41:8
ହେ ମାରେ ଦାସ ଇଶ୍ରାୟେଲ, ମାରେ ମନୋନୀତ ଯାକୁବ ଓ ମାରେ ବନ୍ଧୁ ଅବ୍ରହାମର ପରିବାରବର୍ଗ।

ଗୀତସଂହିତା 135:4
ସଦାପ୍ରଭୁ ଆପଣା ନିମନ୍ତେ ୟାକୁବକୁ ମନୋନୀତ କଲେ। ସେ ନିଜର ଅତି ଆପଣା ଲୋକ ହବୋ ପାଇଁ ସେ ଇଶ୍ରାୟେଲକୁ ମନୋନୀତ କଲେ।

ଗୀତସଂହିତା 106:5
ହେ ସଦାପ୍ରଭୁ, ତୁମ୍ଭେ ମାେତେ ତୁମ୍ଭର ମନୋନୀତ ଲୋକମାନଙ୍କର ଭଲ କାର୍ୟ୍ଯରେ ନିଯୋଜିତ ହବୋକୁ ଦିଅ। ତୁମ୍ଭ ନିର୍ଣ୍ଣିତ ଲୋକମାନଙ୍କ ସହିତ ଆନନ୍ଦ କରିବାକୁ ଦିଅ, ଯେଉଁମାନେ କି ତୁମ୍ଭ ସହିତ ଆସନ୍ତି।

ଗୀତସଂହିତା 105:42
ପରମେଶ୍ବର ଆପଣା ପବିତ୍ର ବାକ୍ଯ ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ।

ଦିତୀୟ ବିବରଣ 7:6
କାରଣ ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ପବତ୍ର ଲୋକ ଅଟ। ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ମନୋନୀତ କରିଅଛନ୍ତି।

ପିତରଙ୍କ ପ୍ରଥମ ପତ୍ 2:9
କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।