ଗୀତସଂହିତା 102:9 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 102 ଗୀତସଂହିତା 102:9

Psalm 102:9
ମାରେ ଦୁଃଖ ହିଁ ଏକମାତ୍ର ଭୋଜନ। ମାରେ ପଯେଦ୍ରବ୍ଯ ଅଶ୍ରୁଜଳ ସଙ୍ଗେ ମିଶିଅଛି।

Psalm 102:8Psalm 102Psalm 102:10

Psalm 102:9 in Other Translations

King James Version (KJV)
For I have eaten ashes like bread, and mingled my drink with weeping.

American Standard Version (ASV)
For I have eaten ashes like bread, And mingled my drink with weeping,

Bible in Basic English (BBE)
I have had dust for bread and my drink has been mixed with weeping:

Darby English Bible (DBY)
For I have eaten ashes like bread, and mingled my drink with weeping,

World English Bible (WEB)
For I have eaten ashes like bread, And mixed my drink with tears,

Young's Literal Translation (YLT)
Because ashes as bread I have eaten, And my drink with weeping have mingled,

For
כִּיkee
I
have
eaten
אֵ֭פֶרʾēperA-fer
ashes
כַּלֶּ֣חֶםkalleḥemka-LEH-hem
bread,
like
אָכָ֑לְתִּיʾākālĕttîah-HA-leh-tee
and
mingled
וְ֝שִׁקֻּוַ֗יwĕšiqquwayVEH-shee-koo-VAI
my
drink
בִּבְכִ֥יbibkîbeev-HEE
with
weeping,
מָסָֽכְתִּי׃māsākĕttîma-SA-heh-tee

Cross Reference

ଗୀତସଂହିତା 42:3
ମାରେ ଶତ୍ରୁମାନେ ନିରନ୍ତର ମାେ ପ୍ରତି ପରିହାସ କରୁଛନ୍ତି। ସମାନେେ କହନ୍ତି, ତୁମ୍ଭର ପରମେଶ୍ବର କାହାନ୍ତି ? ସେ କବେେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି ? ଭୋଜନ କରିବା ପରିବର୍ତେ କବଳେ ମୁଁ କାନ୍ଦେ।

ଗୀତସଂହିତା 80:5
ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ। ତୁମ୍ଭେ ସମାନଙ୍କେୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦଇେଛ।

ଆୟୁବ ପୁସ୍ତକ 3:24
ଏପରିକି ମୁଁ ଖାଦ୍ୟ ଖାଇବା ପୂର୍ବ ରେ, ମୁଁ ଦୁଃଖ ରେ ବିଳାପ କଲି ଏବଂ ମାରେ ଲୋତକ ପାଣିପରି ବହିଗଲା।

ଗୀତସଂହିତା 69:21
ସମାନେେ ମାେତେ ଖାଦ୍ୟ ବଦଳରେ ତୁଷ ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଲରସ ଦେଲେ।

ଯିଶାଇୟ 44:20
ସଯ ଭସ୍ମସଭାଜନ କଲର,ସସ ନିଜର ଜୀବନକୁ ରକ୍ଷା କରିପାସର ନାହିଁ।ସମା ଦକ୍ଷିଣ ହସ୍ତସର ଏହି ସମସ୍ତ ବିଷଯସର କ'ଣସକୗଣସି ମିଥ୍ଯା ନାହିଁ ? କହିପାସର ନାହିଁ। ଏଣୁ ତା'ର ଭ୍ରାନ୍ତଚିତ୍ତ ତାକୁ ବିପଥଗାମୀ କରିଛି।

ଯିରିମିୟଙ୍କ ବିଳାପ 3:15
ସଦାପ୍ରଭୁ ମାେତେ ତିକ୍ତତା ରେ ପୂର୍ଣ୍ଣ କରିଅଛନ୍ତି ଓ ନାଗ ବିଷ ରେ ମାେତେ ଭରି ଦଇେଅଛନ୍ତି।

ଯିରିମିୟଙ୍କ ବିଳାପ 3:48
ମାରେ ଲୋକମାନଙ୍କର ବିନାଶ ଦେଖି ମାରେ ଚକ୍ଷୁରୁ ଝରଣା ସଦୃଶ ଲୋତକ ବହୁଅଛି।

ମୀଖା 1:10
ଗାଥ ନଗର ରେ ଏହା ଜଣାଅ ନାହିଁ। ଆଦୌ ବିଳାପ କରନାହିଁ। ବୈଥ୍-ଲି-ଅଫ୍ରା ରେ ନିଜେ ଧୂଳି ରେ ଗଡ।

ମୀଖା 7:17
ସମାନେେ ସର୍ପ ପରି ଧୂଳି ଗ୍ଭଟିବେ। ସମାନେେ ଭୟ ରେ କମ୍ପିତ ହବେେ। ଆଉ ସମାନେେ କୀଟମାନଙ୍କ ପରି ସମାନଙ୍କେର ଗର୍ତ୍ତରୁ ବାହାରି ଗୁରୁଣ୍ତି ଗୁରୁଣ୍ତି ଗ୍ଭଲିବେ। ଶଷେ ରେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କ ନିକଟକୁ ଆସିବେ ଏବଂ ଭୟର ସହିତ ସମ୍ମାନ ଜଣାଇବେ।