ହିତୋପଦେଶ 7:17 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 7 ହିତୋପଦେଶ 7:17

Proverbs 7:17
ଗନ୍ଧରସ ଓ ଅଗୁରୁ ଚିନି ରେ, ମାହେର ଶୟ୍ଯା ସୁବାସିତ କରିଅଛି।

Proverbs 7:16Proverbs 7Proverbs 7:18

Proverbs 7:17 in Other Translations

King James Version (KJV)
I have perfumed my bed with myrrh, aloes, and cinnamon.

American Standard Version (ASV)
I have perfumed my bed With myrrh, aloes, and cinnamon.

Bible in Basic English (BBE)
I have made my bed sweet with perfumes and spices.

Darby English Bible (DBY)
I have perfumed my couch with myrrh, aloes, and cinnamon.

World English Bible (WEB)
I have perfumed my bed with myrrh, aloes, and cinnamon.

Young's Literal Translation (YLT)
I sprinkled my bed -- myrrh, aloes, and cinnamon.

I
have
perfumed
נַ֥פְתִּיnaptîNAHF-tee
my
bed
מִשְׁכָּבִ֑יmiškābîmeesh-ka-VEE
myrrh,
with
מֹ֥רmōrmore
aloes,
אֲ֝הָלִ֗יםʾăhālîmUH-ha-LEEM
and
cinnamon.
וְקִנָּמֽוֹן׃wĕqinnāmônveh-kee-na-MONE

Cross Reference

ଗୀତସଂହିତା 45:8
ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିୟୁକ୍ତ ଅଗୁରୁ ଡ଼ାଲଚିନି ମସଲାର ବାସନା ଭାସି ଆସୁଛି। ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।

ଯାତ୍ରା ପୁସ୍ତକ 30:23
ଏହି ଅତ୍ଯୁତ୍ତମ ସୁଗନ୍ଧି ଦ୍ରବ୍ଯ, ଅର୍ଥାତ୍ ପବିତ୍ରସ୍ଥାନର ଶକେଲ ଅନୁସାରେ ପାଞ୍ଚଶତ ଶକେଲ ନିର୍ମଳ ଗନ୍ଧରସ ଓ ତା'ର ଅଧା ଅର୍ଥାତ୍ ଅଢାଇଶ ଶକେଲ ସୁଗନ୍ଧି ବାରୁଚିନୀ ଓ ଅଢାଇଶତ ଶକେଲ ସୁଗନ୍ଧି ବଚ ସଂଗ୍ରହ କର।

ପରମଗୀତ 3:6
ସିଏ କିଏ ଅଟେ। ଯେଉଁ ସ୍ତ୍ରୀ ଲୋକ ଧୂମ୍ର ସ୍ତମ୍ଭ ତୁଲ୍ଯ ପ୍ରାନ୍ତରରୁ ଆସୁଅଛି। ଗନ୍ଧରସ ଓ କୁନ୍ଦୁରୁ ରେ, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣ ରେ ସୁବାସିତା ହାଇେ।

ପରମଗୀତ 4:13
ତୁମ୍ଭର ଚାରାଗଛଗୁଡ଼ିକ ପ୍ରାଙ୍ଗଣ ରେ ବହୁମୂଲ୍ଯ ଡ଼ାଳିମ୍ବ ବୃକ୍ଷ ତୁଲ୍ଯ। ସଠାେ ରେ ହନୋ ଚାରାଗଛ ଅଛି।

ଯିଶାଇୟ 57:7
ତୁମ୍ଭେ ଉଚ୍ଚ ଓ ଉନ୍ନତ ପର୍ବତ ଉପ ରେ ନିଜର ଶୟ୍ଯା ପାତିଅଛ ଓ ସେସ୍ଥାନକୁ ମଧ୍ଯ ବଳିଦାନ କରିବାକୁ ୟାଇଅଛ।