Proverbs 6:29
ଏହା ଠିକ୍ ସହେିପରି ହବେ, ଯଦି ତୁମ୍ଭେ ପର ସ୍ତ୍ରୀ ସହିତ ଶଯନ କରିବ। ଯେକହେି ଏହା ଇଚ୍ଛା କରେ ଦଣ୍ଡିତରୁ ପଳାଇ ୟାଇପାରିବ ନାହିଁ।
Proverbs 6:29 in Other Translations
King James Version (KJV)
So he that goeth in to his neighbour's wife; whosoever toucheth her shall not be innocent.
American Standard Version (ASV)
So he that goeth in to his neighbor's wife; Whosoever toucheth her shall not be unpunished.
Bible in Basic English (BBE)
So it is with him who goes in to his neighbour's wife; he who has anything to do with her will not go free from punishment.
Darby English Bible (DBY)
So he that goeth in to his neighbour's wife: whosoever toucheth her shall not be innocent.
World English Bible (WEB)
So is he who goes in to his neighbor's wife. Whoever touches her will not be unpunished.
Young's Literal Translation (YLT)
So `is' he who hath gone in unto the wife of his neighbour, None who doth touch her is innocent.
| So | כֵּ֗ן | kēn | kane |
| he that goeth in | הַ֭בָּא | habbāʾ | HA-ba |
| to | אֶל | ʾel | el |
| his neighbour's | אֵ֣שֶׁת | ʾēšet | A-shet |
| wife; | רֵעֵ֑הוּ | rēʿēhû | ray-A-hoo |
| whosoever | לֹ֥א | lōʾ | loh |
| toucheth | יִ֝נָּקֶ֗ה | yinnāqe | YEE-na-KEH |
| her shall not | כָּֽל | kāl | kahl |
| be innocent. | הַנֹּגֵ֥עַ | hannōgēaʿ | ha-noh-ɡAY-ah |
| בָּֽהּ׃ | bāh | ba |
Cross Reference
ଆଦି ପୁସ୍ତକ 12:18
ତେଣୁ ଫାରୋ ଅବ୍ରାମଙ୍କୁ ଡ଼ାକି କହିଲେ, ତୁମ୍ଭେ କାହିଁକି ମାେ ପ୍ରତି ଏପରି ମନ୍ଦ ଆଚ଼ରଣ କଲ? ସାରୀ ତୁମ୍ଭର ସ୍ତ୍ରୀ ବୋଲି ତୁମ୍ଭେ କହି ନଥିଲ! କାହିଁକି?
ମଲାଖୀ 3:5
ତା'ପ ରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ଯ ଦବୋ ସମାନଙ୍କେ ବିରୁଦ୍ଧ ରେ, ଯେଉଁମାନେ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। ସହେିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।
ଯିହିଜିକଲ 22:11
ପୁଣି କହେି କହେି ନିଜ ପ୍ରତିବେଶୀର ସ୍ତ୍ରୀ ସହ ପାପକର୍ମ କରିଅଛନ୍ତି, ଆଉ କହେି ଲମ୍ଫଟାଚରଣ କରି ନିଜର ପୁତ୍ରବଧୂକୁ ଅଶୁଚି କରିଅଛନ୍ତି, ପୁଣି କହେି ନିଜର ପିତୃକନ୍ଯା ଭଗିନୀକୁ ବଳାତ୍କାର କରିଛନ୍ତି।
ଯିରିମିୟ 5:8
ସମାନେେ ଏକ କାମୁକି ଘୋଡୀ ପରି ବୁଲନ୍ତି, ପ୍ରେତ୍ୟକକ ତା'ର ପଡ଼ୋଶୀର ସ୍ତ୍ରୀ ପ୍ରତି ଲୋଲୁପ ଦୃଷ୍ଟି ପକାନ୍ତି।
ହିତୋପଦେଶ 16:5
ସଦାପ୍ରଭୁ ସହେିମାନଙ୍କୁ ଘୃଣା କରନ୍ତି, ଯେଉଁମାନେ ଭାବନ୍ତି ସେ ସମସ୍ତଙ୍କଠାରୁ ଶ୍ ରେଷ୍ଠତର। ସଦାପ୍ରଭୁ ଏହିପରି ଗର୍ବୀ ଲୋକମାନଙ୍କୁ ନିଃସନ୍ଦହେ ରେ ଦଣ୍ଡିତ କରିବେ।
ଦିତୀୟ ଶାମୁୟେଲ 16:21
ଅହୀଥୋଫଲ ଅବଶା ଲୋମକକ୍ସ୍ଟ କହିଲା, ତକ୍ସ୍ଟମ୍ଭ ପିତା ଗୃହ ଜଗିବା ନିମନ୍ତେ ନିଜର ଯେଉଁ ଉପପତ୍ନୀମାନଙ୍କୁ ଛାଡିୟାଇ ଅଛନ୍ତି, ତୁମ୍ଭେ ସମାନଙ୍କେ ସହିତ ସହବାସ କରିବାକୁ ୟାଅ। ଏହା ସମକ୍ସ୍ଟଦାଯ ଇଶ୍ରାୟେଲୀୟମାନେ ଶକ୍ସ୍ଟଣିବେ। ସମାନେେ ହୃଦ୍ବୋଧ କରିବେ ଯେ, ତୁମ୍ଭର ପିତା ବର୍ତ୍ତମାନ ତୁମ୍ଭରକ୍ସ୍ଟ ଘୃଣା କରନ୍ତି। ତା ହେଲେ ତୁମ୍ଭର ସମର୍ଥକମାନେ ତୁମ୍ଭକୁ ସମର୍ଥନ ଦବୋ ପାଇଁ ଅଧିକ ଉତ୍ସାହିତ ହବେେ।
ଦିତୀୟ ଶାମୁୟେଲ 12:9
ତେଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କର ଆଦେଶକକ୍ସ୍ଟ ଅବଜ୍ଞା କଲ? ସେ ଯାହା ଭୂଲ୍ ବୋଲି କହନ୍ତି ତୁମ୍ଭେ ତାହା କାହିଁକି କଲ? ତୁମ୍ଭେ ହିତ୍ତୀଯ ଊରିଯକକ୍ସ୍ଟ ମାରି ତା' ସ୍ତ୍ରୀକକ୍ସ୍ଟ ତୁମ୍ଭେ ସ୍ତ୍ରୀ କରିଅଛ। ତୁମ୍ଭେ ଅେମ୍ମାନୀୟମାନଙ୍କ ଖଣ୍ତାଦ୍ବାରା ଊରିଯକକ୍ସ୍ଟ ମାରି ଅଛ।
ଦିତୀୟ ଶାମୁୟେଲ 11:3
ତେଣୁ ଦାଉଦ ତାଙ୍କର କର୍ମଗ୍ଭରୀମାନଙ୍କୁ ପଠାଇ ସହେି ସ୍ତ୍ରୀ ବିଷଯ ରେ ବକ୍ସ୍ଟଝିଲେ। ସେ ଜାଣିବାକକ୍ସ୍ଟ ପାଇଲେ ଯେ, ସେ ହେଉଛନ୍ତି ଇଲିଯାମର ଝିଅ ହିତ୍ତୀଯ ଊରିଯର ସ୍ତ୍ରୀ, ବତ୍ଶବୋ।
ଲେବୀୟ ପୁସ୍ତକ 20:10
ଯଦି କୌଣସି ପୁରୁଷ ତା'ର ପ୍ରତିବେଶୀର ଭାର୍ୟ୍ଯା ସହିତ ୟୌନ ସଂପର୍କ ରେଖ, ତବେେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ବ୍ଯଭିଚାର ପାଇଁ ଅପରାଧୀ ଓ ଉଭୟେ ମୃତ୍ଯୁବରଣ କରିବା ଉଚିତ୍।
ଆଦି ପୁସ୍ତକ 26:10
ଅବିମଲକେ କହିଲା, ତୁମ୍ଭେ ଆମ୍ଭକୁ ଖରାପ ବ୍ଯବହାର କଲ। ଯଦି କୌଣସି ଲୋକ ତୁମ୍ଭ ସ୍ତ୍ରୀ ସଂଗ ରେ ଅନ୍ଯାଯାସ ରେ ଶଯନ କରି ଥାଆନ୍ତା। ତାହାହେଲେ ସେ ପାପରେ ଭାଗିଦାର ହାଇେଥାନ୍ତା।
ଆଦି ପୁସ୍ତକ 20:4
କିନ୍ତୁ ସେ ପର୍ୟ୍ଯନ୍ତ ଅବିମଲକେ ସାରା ସହିତ ସହବାସ କରି ନଥିଲେ। ତେଣୁ ଅବିମଲକେ କହିଲେ, ତୁମ୍ଭେ କ'ଣ ଏକ ନିର୍ ଦୋଷ ବ୍ଯକ୍ତିକୁ ହତ୍ଯା କରିବ?
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:1
ଏବେ ମୁଁ ତୁମ୍ଭମାନେେ ଲେଖିଥିବା ବିଷୟଗୁଡ଼ିକରେ ଉତ୍ତର ଦେଉଛି। ପୁରୁଷ ପକ୍ଷେ ବିବାହ ନ କରିବା ଭଲ।