ହିତୋପଦେଶ 6:14 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 6 ହିତୋପଦେଶ 6:14

Proverbs 6:14
ତା'ର ହୃଦଯ ରେ କୁଟିଳତା ଥାଏ। ସେ ସର୍ବଦା ଅନିଷ୍ଟ ଯୋଜନା କରେ। ସେ ୟୁକ୍ତିତର୍କ ଓ କଳି ଆରମ୍ଭ କରେ।

Proverbs 6:13Proverbs 6Proverbs 6:15

Proverbs 6:14 in Other Translations

King James Version (KJV)
Frowardness is in his heart, he deviseth mischief continually; he soweth discord.

American Standard Version (ASV)
In whose heart is perverseness, Who deviseth evil continually, Who soweth discord.

Bible in Basic English (BBE)
His mind is ever designing evil: he lets loose violent acts.

Darby English Bible (DBY)
deceits are in his heart; he deviseth mischief at all times, he soweth discords.

World English Bible (WEB)
In whose heart is perverseness, Who devises evil continually, Who always sows discord.

Young's Literal Translation (YLT)
Frowardness `is' in his heart, devising evil at all times, Contentions he sendeth forth.

Frowardness
תַּֽהְפֻּכ֨וֹת׀tahpukôtta-poo-HOTE
is
in
his
heart,
בְּלִבּ֗וֹbĕlibbôbeh-LEE-boh
deviseth
he
חֹרֵ֣שׁḥōrēšhoh-RAYSH
mischief
רָ֣עrāʿra
continually;
בְּכָלbĕkālbeh-HAHL

עֵ֑תʿētate
he
soweth
מִדְָנִ֥יםmidonîmmee-doh-NEEM
discord.
יְשַׁלֵּֽחַ׃yĕšallēaḥyeh-sha-LAY-ak

Cross Reference

ମୀଖା 2:1
ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସମାନଙ୍କେ ନିକଟକୁ ଆ ସେ। ସହେି ଲୋକମାନେ ନିଜ ନିଜ ଶୟ୍ଯା ଉପ ରେ ପଡିରହି ମନ୍ଦ କଥା ଚିନ୍ତା କରନ୍ତି। ଯେତବେେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ୟ୍ଯକାରୀ କରନ୍ତି। କାରଣ ସହଜ ରେ ସେ କାର୍ୟ୍ଯ କରିବାକୁ ତାଙ୍କର ସେ ଶକ୍ତି ଥାଏ।

ହିତୋପଦେଶ 6:18
ହୃଦଯ କୁକର୍ମ କରିବା ପାଇଁ ଯୋଜନା କରେ, କୁକର୍ମ କରିବାକୁ ବଗଗୋମୀ ଚରଣ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:7
ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ବରଙ୍କୁ ତୁମ୍ଭମାନେେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସହେିପରି କାଟିବ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:17
ଭାଇ ଓ ଭଉଣୀମାନେ! ମୁଁ ତିମ୍ଭମାନଙ୍କୁ କହିବାକୁ ଇଛାକରେ ଯେ, ଯେଉଁ ଲୋକମାନେ ତୁମ୍ଭ ଭିତ ରେ ଦଳଭଦେ ଓ ବିଘ୍ନ ଆଣିବା ପାଇଁ ଚେଷ୍ଟା କରୁଛନ୍ତି, ସମାନଙ୍କେ ଠାରୁ ସତର୍କ ରୁହ। ଲୋକମାନଙ୍କର ବିଶ୍ବାସକୁ ଭାଗିଂବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ଠାରୁ ସତର୍କ ରୁହ। ଏଭଳି ଲୋକେ ତୁମ୍ଭେ ଗ୍ରହଣ କରିଥିବା ପ୍ରକୃତ ଶିକ୍ଷା ବିରୁଦ୍ଧ ରେ ଥାଆନ୍ତି।

ହୋଶେୟ 8:7
ଇଶ୍ରାୟେଲୀୟମାନେ ଗୋଟିଏ ନିର୍ବୋଧ କାମ କଲେ। ସମାନେେ ବାଯୁ ରେ ଗଛ ଲଗାଇବାକୁ ଚେଷ୍ଟା କରୁଥିଲେ। ସମାନେେ କବଳେ ହିଁ ଦୁଃଖ ପାଇବେ। ସମାନେେ ଘୂର୍ଣ୍ଣିବାତ୍ଯାକୁ ନିମନ୍ତ୍ରଣ କଲେ। ଜମି ରେ ଉତ୍ପନ୍ନ ହେଉଥିବା ଶସ୍ଯ ଖାଦ୍ୟ ଯୋଗଇବ ନାହିଁ। ଏପରି ଯଦି କିଛି ଉତ୍ପନ୍ନ ହେଲା ତବେେ ତାକୁ ଅଜଣା ଲୋକ ଭକ୍ଷଣ କରିବେ।

ଯିହିଜିକଲ 11:2
ଏବଂ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଏହି ଲୋକମାନେ ପାପପୂର୍ଣ୍ଣ ଯୋଜନା କରନ୍ତି ଓ ଏ ନଗର ମଧିଅରେ କୁମନ୍ତ୍ରଣାସବୁ ଦିଅନ୍ତି।

ଯିଶାଇୟ 57:20
ମାତ୍ର ଦୁଷ୍ଟମାନେ ତରଙ୍ଗାଯିତ ସମୁଦ୍ର ତୁଲ୍ଯ, କାରଣ ତାହା ସ୍ଥିର ହାଇପୋ ରେ ନାହିଁ ଓ ତାହାର ଜଳ ରେ ପଙ୍କ ଓ କାଦୁଅ ଉେଠ।

ଯିଶାଇୟ 32:7
ଆଉ ମଧ୍ଯ ଖଳ ଲୋକର ଉପାଯ ସବୁ ମନ୍ଦ। ସେ ଦରିଦ୍ରଠାରୁ ସମସ୍ତ ଅପହରଣ କରିବାକୁ ଯୋଜନା କଲେ। ସେ ଦରିଦ୍ର ଲୋକମାନଙ୍କୁ ମିଥ୍ଯା ଅଭିଯୋଗ ସାହାୟ୍ଯ ରେ ଧ୍ବଂସ କରିବାକୁ ଶପଥ ନିଏ, ଯଦିବା ସେତବେେଳେ ସହେି ଦରିଦ୍ର ଲୋକ ଯାହା କ ହେ, ତାହା ସଠିକ୍।

ହିତୋପଦେଶ 26:17
ଜଣେ ପଥିକ ୟିଏ ୟୁକ୍ତିତର୍କ ରେ ଜଡ଼ିତ ହୁଏ, ଯାହା ତା'ର ସମ୍ପର୍କ ରେ ନ ଥାଏ। ସେ କୁକୁରର କାନ ଧରିବା ଲୋକତୁଲ୍ଯ ଅଟୋ

ହିତୋପଦେଶ 22:8
ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ଯ କାଟିବ ଏବଂ ତାହାର କୋପରୂପ ଦଣ୍ଡ ଲୁପ୍ତ ହବେ।

ହିତୋପଦେଶ 21:8
ଦୋଷ ରେ ଭାରାକ୍ରାନ୍ତ ଲୋକର ପଥ ଅତିଶଯ ବକ୍ର, ମାତ୍ର ଜଣେ ପବିତ୍ର ଲୋକର ପଥ ସଳଖ ଏବଂ ସାଧୁ।

ହିତୋପଦେଶ 16:28
କୁଟିଳ ମନୁଷ୍ଯ ବିବାଦ ବୁଣେ। କାନକୁହା ଲୋକମାନେ ବନ୍ଧୁତ୍ବ ନଷ୍ଟ କରନ୍ତି।

ହିତୋପଦେଶ 3:29
ଯେତବେେଳେ ତୁମ୍ଭର ପଡ଼ୋଶୀ ସେ ବିଶ୍ବାସ କରି ତୁମ୍ଭ ପାଖ ରେ ବାସ କରେ। ତୁମ୍ଭେ ପଡ଼ୋଶୀଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କର ନାହିଁ।

ହିତୋପଦେଶ 2:14
ସମାନେେ ଆନନ୍ଦ ପାଆନ୍ତି, ଯେତବେେଳେ ସମାନେେ କୁକର୍ମ କରନ୍ତି ଏବଂ ମନ୍ଦତାକୁ ସମାନେେ ଉପ ଭୋଗ କରନ୍ତି।

ଗୀତସଂହିତା 36:4
ରାତ୍ରିରେ ସେ ମୂଲ୍ଯହୀନ କଥାସବୁ କରିବାକୁ ଯୋଜନା କରେ। ସେ ସକାଳୁ ଉଠି କିଛି ଭଲ କାର୍ୟ୍ଯ କରେ ନାହିଁ ଏବଂ ସେ ମନ୍ଦ କାର୍ୟ୍ଯ କରିବାରୁ ବିମୁଖ ହୁଏ ନାହିଁ।