ହିତୋପଦେଶ 4:20 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 4 ହିତୋପଦେଶ 4:20

Proverbs 4:20
ହେ ମାରେ ପୁତ୍ର, ତୁମ୍ଭେ ମାରେ ବାକ୍ଯ ପ୍ରତି ଆକୃଷ୍ଟ ହୁଅ। ତୁମ୍ଭେ କର୍ଣ୍ଣ ଦଇେ ମାେ କଥା ଶୁଣ।

Proverbs 4:19Proverbs 4Proverbs 4:21

Proverbs 4:20 in Other Translations

King James Version (KJV)
My son, attend to my words; incline thine ear unto my sayings.

American Standard Version (ASV)
My son, attend to my words; Incline thine ear unto my sayings.

Bible in Basic English (BBE)
My son, give attention to my words; let your ear be turned to my sayings.

Darby English Bible (DBY)
My son, attend to my words; incline thine ear unto my sayings.

World English Bible (WEB)
My son, attend to my words. Turn your ear to my sayings.

Young's Literal Translation (YLT)
My son, to my words give attention, To my sayings incline thine ear,

My
son,
בְּ֭נִיbĕnîBEH-nee
attend
לִדְבָרַ֣יlidbārayleed-va-RAI
to
my
words;
הַקְשִׁ֑יבָהhaqšîbâhahk-SHEE-va
incline
לַ֝אֲמָרַ֗יlaʾămārayLA-uh-ma-RAI
thine
ear
הַטhaṭhaht
unto
my
sayings.
אָזְנֶֽךָ׃ʾoznekāoze-NEH-ha

Cross Reference

ହିତୋପଦେଶ 5:1
ହେ ମାରେ ପୁତ୍ର, ମାେ' ଜ୍ଞାନ ରେ ମନ ଦିଅ। ମାରେ ବୁଦ୍ଧି ପାଇଁ କାନ ଡ଼ରେ।

ହିତୋପଦେଶ 7:1
ହେ ମାରେ ପୁତ୍ର, ମାରେବାକ୍ଯକୁ ମନେ ରଖ, ମାରେ ଆଦେଶକୁ ଭୁଲ ନାହିଁ।

ଯିଶାଇୟ 55:3
କର୍ଣ୍ଣଡ଼ରେି ଶୁଣ ଓ ଆମ୍ଭ ନିକଟକୁ ଆସ। ତହିଁରେ ତୁମ୍ଭମାନଙ୍କର ଆତ୍ମା ବଞ୍ଚିବ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ଏକ ଚିରକାଳ ଚୁକ୍ତି ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା।

ମାଥିଉଲିଖିତ ସୁସମାଚାର 17:5
ପିତର ଏକଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ବଳ ମେଘଖଣ୍ଡ ଆସି ସମାନଙ୍କେୁ ଢ଼ାଙ୍କି ଦଲୋ। ମେଘମଧ୍ଯରୁ ଆକାଶବାଣୀ ହେଲା, ଏ ହେଉଛନ୍ତି ମାରେ ପୁତ୍ର ଯାହାଙ୍କୁ ମୁଁ ପ୍ ରମେ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।

ଗୀତସଂହିତା 78:1
ହେ ମାରେ ଲୋକମାନେ, ତୁମ୍ଭେ ମାରେ ଉପଦେଶକୁ ଶୁଣ। ମାହେର ବାକ୍ଯକୁ କର୍ଣ୍ଣପାତ କର, ୟାହା ମୁଁ କହୁଅଛି।

ଗୀତସଂହିତା 90:12
ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ ୟାହାଫଳରେ ଆମ୍ଭେ ବୁଦ୍ଧିମାନ୍ ହାଇେ ପାରିବୁ।

ହିତୋପଦେଶ 6:20
ହେ ମାରେ ପୁତ୍ର, ଆପଣା ପିତାର ଆଜ୍ଞା ପାଳନ କର। ଏବଂ ମାତାର ଉପଦେଶ ଭୁଲ ନାହିଁ।