ହିତୋପଦେଶ 31:12 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 31 ହିତୋପଦେଶ 31:12

Proverbs 31:12
ସେ ଜୀବନସାରା ସ୍ବାମୀର ମଙ୍ଗଳ କରେ। ସେ ତାଙ୍କୁ କବେେ ଅସୁବିଧା ରେ ପକାଏ ନାହିଁ।

Proverbs 31:11Proverbs 31Proverbs 31:13

Proverbs 31:12 in Other Translations

King James Version (KJV)
She will do him good and not evil all the days of her life.

American Standard Version (ASV)
She doeth him good and not evil All the days of her life.

Bible in Basic English (BBE)
She does him good and not evil all the days of her life.

Darby English Bible (DBY)
She doeth him good, and not evil, all the days of her life.

World English Bible (WEB)
She does him good, and not harm, All the days of her life.

Young's Literal Translation (YLT)
She hath done him good, and not evil, All days of her life.

She
will
do
גְּמָלַ֣תְהוּgĕmālathûɡeh-ma-LAHT-hoo
him
good
ט֣וֹבṭôbtove
and
not
וְלֹאwĕlōʾveh-LOH
evil
רָ֑עrāʿra
all
כֹּ֝֗לkōlkole
the
days
יְמֵ֣יyĕmêyeh-MAY
of
her
life.
חַיֶּֽיה׃ḥayyêha-YAY

Cross Reference

ପ୍ରଥମ ଶାମୁୟେଲ 25:18
ଅବୀଗଲ ଶୀଘ୍ର 200 ରୋଟୀ, ଦକ୍ସ୍ଟଇକମ୍ଫା ଦ୍ରାକ୍ଷାରସ ଓ ପାଞ୍ଚଟି ମଷେର ମାଂସ ତରକାରୀ ଓ ପାଞ୍ଚ ଗୋଉଣୀ ଭଜା ଶସ୍ଯ ଓ 100 ପନ୍ଡୋ ଦ୍ରାକ୍ଷାରସ ଓ 200 ଡିମ୍ବିରି ପିଠା ନଇେ ଗଧମାନଙ୍କ ପିଠି ରେ ଲଦିଲା।

ପ୍ରଥମ ଶାମୁୟେଲ 25:26
ହେ ମାରେ ପ୍ରଭକ୍ସ୍ଟ, ସଦାପ୍ରଭୁ ତ ଆପଣଙ୍କକ୍ସ୍ଟ ନିରୀହ ଲୋକମାନଙ୍କର ରକ୍ତପାତ ବାରଣ କଲେ। ତେଣୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭେ ଜୀବିତ ଥିବା ୟାଏଁ ତୁମ୍ଭର ଶତୃମାନେ ଯେଉଁମାନେ ତୁମ୍ଭର କ୍ଷତି କରିବାପାଇଁ ଗ୍ଭହାନ୍ତି, ସମାନେେ ନାବଲ୍ ପରି ହକ୍ସ୍ଟଅନ୍ତକ୍ସ୍ଟ।