ହିତୋପଦେଶ 30:22 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 30 ହିତୋପଦେଶ 30:22

Proverbs 30:22
ଦାସର ଭାର ଯେତବେେଳେ ସେ ରାଜତ୍ବ କରେ, ମୂର୍ଖର ଭାର ଯେତବେେଳେ ସେ ଆହାର ରେ ପରିତୃପ୍ତ।

Proverbs 30:21Proverbs 30Proverbs 30:23

Proverbs 30:22 in Other Translations

King James Version (KJV)
For a servant when he reigneth; and a fool when he is filled with meat;

American Standard Version (ASV)
For a servant when he is king; And a fool when he is filled with food;

Bible in Basic English (BBE)
A servant when he becomes a king; a man without sense when his wealth is increased;

Darby English Bible (DBY)
Under a servant when he reigneth, and a churl when he is filled with meat;

World English Bible (WEB)
For a servant when he is king; A fool when he is filled with food;

Young's Literal Translation (YLT)
For a servant when he reigneth, And a fool when he is satisfied with bread,

For
תַּֽחַתtaḥatTA-haht
a
servant
עֶ֭בֶדʿebedEH-ved
when
כִּ֣יkee
he
reigneth;
יִמְל֑וֹךְyimlôkyeem-LOKE
fool
a
and
וְ֝נָבָ֗לwĕnābālVEH-na-VAHL
when
כִּ֣יkee
he
is
filled
יִֽשְׂבַּֽעyiśĕbbaʿYEE-seh-BA
with
meat;
לָֽחֶם׃lāḥemLA-hem

Cross Reference

ହିତୋପଦେଶ 19:10
ମୂର୍ଖ ଲୋକ କବେେ ହେଲେ ଧନୀ ହାଇପୋରିବ ନାହିଁ। ଯେପରି ଅଧିପତି ଉପ ରେ ଦାସର କତ୍ତୃର୍ତ୍ବ।

ଉପଦେଶକ 10:7
ମୁଁ ଦାସମାନଙ୍କୁ ଅଶ୍ବ ଉପ ରେ ଓ ଅଧିପତିମାନଙ୍କୁ ଦାସ ତୁଲ୍ଯ ପଦଗତି ରେ ଗମନ କରିବାର ଦେଖିଅଛି।

ପ୍ରଥମ ଶାମୁୟେଲ 25:3
ସେ ଲୋକ ଜଣକର ନାମ ନାବଲ ଥିଲା ଏବଂ ତାଙ୍କ ସ୍ତ୍ରୀର ନାମ ଅବୀଗଲ ଥିଲା, ସେ ଭାରି ସକ୍ସ୍ଟନ୍ଦରୀ ଓ ବକ୍ସ୍ଟଦ୍ଧିମତୀ ମଧ୍ଯ ଥିଲେ। କିନ୍ତୁ ନାବଲ୍ ଭାରି ନିର୍ଦ୍ଦଯ ଓ ପାପିଷ୍ଠ ଥିଲେ। ସେ କାଲବେ ପରିବାରର ଥିଲେ।

ପ୍ରଥମ ଶାମୁୟେଲ 25:10
ନାବଲ ଦାଉଦର ଲୋକମାନଙ୍କୁ ଉତ୍ତର ଦଇେ କହିଲେ, ଦାଉଦ କିଏ? ୟିଶୀର ପକ୍ସ୍ଟତ୍ର କିଏ? ଆଜିକାଲି ଅନକେ ଦାସ ଅଛନ୍ତି ଯେଉଁମାନେ ଆପଣା ଆପଣା ମକ୍ସ୍ଟନିବଠାରକ୍ସ୍ଟ ପଳାଇୟାଇ ବକ୍ସ୍ଟଲକ୍ସ୍ଟଛନ୍ତି।

ପ୍ରଥମ ଶାମୁୟେଲ 25:25
ତୁମ୍ଭେ ପଠାଇଥିବା ଲୋକମାନଙ୍କୁ ମୁ ଆଦୌ ଦେଖି ନାହିଁ। ସପରେି ଅଜ୍ଞାନ ବ୍ଯକ୍ତିର କଥାକକ୍ସ୍ଟ ଧରନାହିଁ। ସେ ତା'ର ନାମକକ୍ସ୍ଟ ସାର୍ଥକ କରିଛି। ତା'ର ନାମ ନାବଲ ଯାହାର ଅର୍ଥ 'ମୂର୍ଖ' ଠିକ୍ ସହେିପରି ସେ ମୂର୍ଖ ମାନଙ୍କପରି ବ୍ଯବହାର କରିଛି।

ପ୍ରଥମ ଶାମୁୟେଲ 25:36
ଯେତବେେଳେ ଅବୀଗଲ ନାବଲ ନିକଟକକ୍ସ୍ଟ ଆସିଲା। ସେତବେେଳେ ସେ ଦେଖିଲା ସେ ନିଜ ଘ ରେ ରାଜ ଭୋଜନ ପରି ଭୋଜନ କରୁଥିଲା, ନାବଲ୍ ଅତିଶଯ ମଦ୍ଯପାନ କରିଥିଲା ଓ ତା'ର ମନ ଅତ୍ଯନ୍ତ ଖକ୍ସ୍ଟସିଥିଲା। ଏହି ହତେକ୍ସ୍ଟ ସେ ସକାଳ ପର୍ୟ୍ଯନ୍ତ କୌଣସି କଥା ଜଣାଇଲା ନାହିଁ।

ପ୍ରଥମ ଶାମୁୟେଲ 30:16
ସହେି ମିଶରୀଯ ଜଣକ ଦାଉଦଙ୍କକ୍ସ୍ଟ ସମାନଙ୍କେ ନିକଟକକ୍ସ୍ଟ ନଇଗେଲେ। ଯେଉଁଠା ରେ ସମାନେେ ଗୋଟିଏ ଜାଗା ରେ ଏକତ୍ରୀତ ଭାବରେ ବସି ଖିଆପିଆ କରୁଥିଲେ। ସମାନେେ ପଲେଷ୍ଟୀୟମାନଙ୍କର ଓ ୟିହକ୍ସ୍ଟଦାରକ୍ସ୍ଟ ଲକ୍ସ୍ଟସ୍ଖନ କରିଥିବା ବହକ୍ସ୍ଟତ ସାମଗ୍ରିମାନ ଉପ ଭୋଗ କଲେ ଓ ସଠାେରେ ଉତ୍ସବ କରୁଥିଲେ।

ହିତୋପଦେଶ 28:3
ଯଦି ଶାସକ ଦରିଦ୍ରମାନଙ୍କୁ ଶୋଷଷ କରନ୍ତି, ସହେି ରାଜା ପ୍ଲାବନକାରୀ ବୃଷ୍ଟି ପରି।

ଯିଶାଇୟ 3:4
ପରମେଶ୍ବର କୁହନ୍ତି, ସମାନଙ୍କେ ଉପ ରେ ଶାସନ କରିବା ପାଇଁ ମୁଁ ୟୁବା ପିଲାମାନଙ୍କୁ ବନ୍ଦୋବସ୍ତ କରିବି ଓ ଶିଶୁମାନେ ସମାନଙ୍କେୁ ପରିଚାଳନା କରିବେ।