Proverbs 27:20
ଯେପରି କବର ଓ ବିନାଶସ୍ଥାନ କବେେ ହେଁ ତୃପ୍ତ ନୁହେଁ, ସହେିପରି ମଧ୍ଯ ମନୁଷ୍ଯର ଚକ୍ଷୁ କେତବେେଳେ ତୃପ୍ତ ନୁହେଁ।
Proverbs 27:20 in Other Translations
King James Version (KJV)
Hell and destruction are never full; so the eyes of man are never satisfied.
American Standard Version (ASV)
Sheol and Abaddon are never satisfied; And the eyes of man are never satisfied.
Bible in Basic English (BBE)
The underworld and Abaddon are never full, and the eyes of man have never enough.
Darby English Bible (DBY)
Sheol and destruction are insatiable; so the eyes of man are never satisfied.
World English Bible (WEB)
Sheol and Abaddon are never satisfied; And a man's eyes are never satisfied.
Young's Literal Translation (YLT)
Sheol and destruction are not satisfied, And the eyes of man are not satisfied.
| Hell | שְׁא֣וֹל | šĕʾôl | sheh-OLE |
| and destruction | וַ֭אֲבַדֹּה | waʾăbaddō | VA-uh-va-doh |
| are never | לֹ֣א | lōʾ | loh |
| full; | תִשְׂבַּ֑עְנָה | tiśbaʿnâ | tees-BA-na |
| eyes the so | וְעֵינֵ֥י | wĕʿênê | veh-ay-NAY |
| of man | הָ֝אָדָ֗ם | hāʾādām | HA-ah-DAHM |
| are never | לֹ֣א | lōʾ | loh |
| satisfied. | תִשְׂבַּֽעְנָה׃ | tiśbaʿnâ | tees-BA-na |
Cross Reference
ଉପଦେଶକ 1:8
ସମଗ୍ର ବିଷଯ କ୍ଲାନ୍ତିପୂର୍ଣ୍ଣ ମନୁଷ୍ଯ ତାହା ବର୍ଣ୍ଣନା କରିପା ରେ ନାହିଁ। ତେଣୁ ଦର୍ଶନ ରେ ତୃପ୍ତ ନୁହେଁ କିଅବା କର୍ଣ୍ଣ ଶ୍ରବଣ ରେ ତୃପ୍ତି ନୁହେଁ।
ହବକକୂକ 2:5
ପରମେଶ୍ବର କହିଲେ, ଧନ ଗୋଟିଏ ବଳବାନ୍ ବ୍ଯକ୍ତିକୁ ପ୍ରତାରଣା କରିପାରିବ। ସେ କବେେ ସଫଳ ହାଇପୋରିବ ନାହିଁ। କବର ପରି ସେ ସର୍ବଦା ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରିବ। କିନ୍ତୁ ମୃତ୍ଯୁ ପରି ସେ କବେେ ସନ୍ତୁଷ୍ଟ ହବେନାହିଁ। ସେ ଅନ୍ୟସବୁ ଦେଶକୁ ପରାସ୍ତ କରି ଗ୍ଭଲିବ। ସେ ସହେି ଲୋକମାନଙ୍କୁ ବନ୍ଦୀ କରି ଗ୍ଭଲିବ।
ହିତୋପଦେଶ 30:15
କେତକେ ଲୋକ ଅଛନ୍ତି ସମାନେେ ସବୁ ନବୋକୁ ଚାହାଁନ୍ତି। ସମାନେେ ସର୍ବଦା କହନ୍ତି, ମାେତେ ଦିଅ, ମାେତେ ଦିଅ। ଏପରି ତିନୋଟି କଥା ରେ ସମାନେେ ଆଦୌ ସନ୍ତୁଷ୍ଟ ନୁହଁନ୍ତି। ଏବଂ ଚତୁର୍ଥଟି କବେେ ହେଲେ କ ହେ ନାହିଁ, ମାରେ ପାଖ ରେ ୟଥେଷ୍ଟ ଅଛି।
ଉପଦେଶକ 6:7
ମନୁଷ୍ଯ ତା'ର ନିଜ ପଟେ ପାଇଁ ପରିଶ୍ରମ କରେ। କିନ୍ତୁ ସେ ସେଥି ରେ ସନ୍ତୁଷ୍ଟ ହୁଏ ନାହିଁ, କାହିଁକି?
ଉପଦେଶକ 2:10
ମାରେ ଆଖି ଯାହା ଦେଖିଲା, ମୁଁ ତାହାକୁ ସ୍ମରଣ କଲି। ମୁଁ ଆପଣା ହୃଦଯକୁ କୌଣସି ସୁଖ ଭୋଗରୁ ଅଭାବ କଲି ନାହିଁ। କାରଣ ମାହେର ସମସ୍ତ ପରିଶ୍ରମ ସକାଶୁଁ ମାହେର ହୃଦଯ ଆନନ୍ଦ କଲା। ମାହେର ସକଳ ପରିଶ୍ରମରୁ ଏହା ମାହେର ଅଂଶ ଥିଲା।
ଯୋହନଙ୍କ ପ୍ରଥମ ପତ୍ର 2:16
ସଂସାରର ଏହି ବିଷୟଗୁଡ଼ିକ ମନ୍ଦ ଅଟେ। ଯଥା :
ଯିରିମିୟ 22:17
ମାତ୍ର ହେ ଯିହାୟୋଦାରକୀମ, ତୁମ୍ଭେ କବଳେ ନିଜର ସ୍ବାର୍ଥ ଦେଖିଛ, ତୁମ୍ଭର ଚକ୍ଷୁ ଓ ଅନ୍ତଃକରଣ ଲୋଭ, ଉପଦ୍ରବ, ଦୌରାତ୍ମ୍ଯ ଓ ନିର୍ଦ୍ ଦୋଷର ରକ୍ତପାତ ରେ ବୁଡ଼ି ରହିଛି।
ଉପଦେଶକ 5:10
ସମ୍ପତ୍ତି ସୁଖ କିଣିପା ରେ ନାହିଁ। ଯେଉଁ ଲୋକ ଟଙ୍କାକୁ ଭଲପାଏ ସେ କବେେ ତା'ର ନିକଟରେ ଥିବା ଟଙ୍କା ରେ ସନ୍ତୁଷ୍ଟ ହବେ ନାହିଁ। ଯେଉଁ ଲୋକ ସମ୍ପତ୍ତିକୁ ଭଲ ପାଏ। ସେ ଯେତେ ସତ୍ତିର ଅଧିକାରୀ ହେଲେ ମଧ୍ଯ ସେ ସନ୍ତୁଷ୍ଟ ହବେ ନାହିଁ, ଏହା ମଧ୍ଯ ଅସାର ଅଟେ।
ଉପଦେଶକ 4:8
ଯଦି କୌଣସି ଲୋକ ଏକାକି ଥାଏ ଓ ତାହାର ଦ୍ବିତୀୟ କହେି ନାହିଁ, ତା'ର ପୁତ୍ର ଏବଂ ଭ୍ରାତା କହେି ନାହିଁ। ତଥାପି ତାହାର ପରିଶ୍ରମର ସୀମା ନାହିଁ, ତା'ର ଚକ୍ଷୁ କିଅବା ତା'ର ଧନ ରେ ତୃପ୍ତ ନୁହେଁ। କିନ୍ତୁ ସେ ନିଜକୁ ପଚା ରେ ନାହିଁ ଯେ, କାହିଁକି ମୁଁ ଏତେ କଠିନ କାର୍ୟ୍ଯ କରୁଛି ? କାହିଁକି ମୁଁ ମାରେ ଜୀବନକୁ ଉପ ଭୋଗ କରିବି ନାହିଁ ? ଏହା ମଧ୍ଯ ଅସାର ଓ ଅତ୍ଯନ୍ତ କ୍ଲେଶ ଜନକ।
ହିତୋପଦେଶ 23:5
ତୁମ୍ଭେ ଧନକୁ ଦେଖିବା ପୂର୍ବରୁ ସେ ପଳାଏ। କାରଣ ଧନ ଉଡ଼ୁଥିବା ଉତ୍କ୍ରୋଶ ପକ୍ଷୀ ପରି ଡ଼ଣୋ ପାଏ ଏବଂ ଉଡ଼ିୟାଏ।
ହିତୋପଦେଶ 15:11
ମୃତ୍ଯୁ ଓ ବିନାଶ ସଦାପ୍ରଭୁଙ୍କ ଆଗ ରେ ଖାେଲା ପଡ଼ିଥାଏ। ଲୋକମାନଙ୍କର ହୃଦଯର ଅଭିପ୍ରାଯ ତା ଅପେକ୍ଷା ତାହାଠାରୁ ଅଧିକ ସ୍ପଷ୍ଟା
ଆୟୁବ ପୁସ୍ତକ 26:6
କିନ୍ତୁ ପରମେଶ୍ବର ସହେି ମୃତ ଲୋକକୁ ପରିଷ୍କାର ଭାବରେ ଦେଖିପାରନ୍ତି। ମୃତ୍ଯୁ ପରମେଶ୍ବରଙ୍କ ପାଖରୁ ଲୁଚିରହି ପାରିବ ନାହିଁ।