ହିତୋପଦେଶ 26:24 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 26 ହିତୋପଦେଶ 26:24

Proverbs 26:24
ଘୃଣାକାରୀ ନିଜ କଥା ରେ କପଟ କରେ, କିନ୍ତୁ ସେ ହୃଦଯ ରେ ପ୍ରବଞ୍ଚନା ରେଖ।

Proverbs 26:23Proverbs 26Proverbs 26:25

Proverbs 26:24 in Other Translations

King James Version (KJV)
He that hateth dissembleth with his lips, and layeth up deceit within him;

American Standard Version (ASV)
He that hateth dissembleth with his lips; But he layeth up deceit within him:

Bible in Basic English (BBE)
With his lips the hater makes things seem what they are not, but deceit is stored up inside him;

Darby English Bible (DBY)
He that hateth dissembleth with his lips, but he layeth up deceit within him:

World English Bible (WEB)
A malicious man disguises himself with his lips, But he harbors evil in his heart.

Young's Literal Translation (YLT)
By his lips doth a hater dissemble, And in his heart he placeth deceit,

He
that
hateth
בִּ֭שְׂפָתָוbiśpātowBEES-fa-tove
dissembleth
יִנָּכֵ֣רyinnākēryee-na-HARE
lips,
his
with
שׂוֹנֵ֑אśônēʾsoh-NAY
and
layeth
up
וּ֝בְקִרְבּ֗וֹûbĕqirbôOO-veh-keer-BOH
deceit
יָשִׁ֥יתyāšîtya-SHEET
within
מִרְמָֽה׃mirmâmeer-MA

Cross Reference

ହିତୋପଦେଶ 12:20
ଅନିଷ୍ଟ ଚିନ୍ତାକାରୀର ହୃଦଯ ରେ ପ୍ରବଞ୍ଚନା ଥାଏ। ମାତ୍ର ଶାନ୍ତି ପରାମର୍ଶଦାତାମାନଙ୍କର ହୃଦଯ ଆନନ୍ଦପ୍ରଦ ହୁଏ।

ଗୀତସଂହିତା 41:6
ଲୋକମାନେ ମାେ ନିକଟକୁ ଦଖାେ କରିବାକୁ ଆସନ୍ତି, କିନ୍ତୁ ସମାନେେ କିଛି କହନ୍ତି ନାହିଁ। ସମାନେେ କ'ଣ ସବୁ ପ୍ରକୃତରେ ଭାବନ୍ତି। ସମାନେେ ମାେ ନିକଟକୁ କିଛି ଖବର ଆଶାରେ ଆସନ୍ତି, ତା'ପରେ ସମାନେେ ଏଠାରୁ ଚାଲିୟାଇ ନାନା ଗୁଜବ ପ୍ରଚାର କରନ୍ତି।

ହିତୋପଦେଶ 10:18
ଯେ ହିଂସା ଆଚରଣ କରେ, ତା'ର ଓଷ୍ଠାଧାର ମିଥ୍ଯାବାଦୀ, ପୁଣି ଯେ ଅପବାଦ ରଚନା କରେ ସେ ଅଜ୍ଞାନ।

ହିତୋପଦେଶ 11:1
ସଦାପ୍ରଭୁ ମିଥ୍ଯାର ନିକିତିକୁ ଘୃଣା କରନ୍ତି। କିନ୍ତୁ ସେ ସଠିକ ଓଜନକୁ ଭଲ ପାଆନ୍ତି।

ହିତୋପଦେଶ 12:5
ଧାର୍ମିକମାନଙ୍କର ଯୋଜନାସବୁ ଯଥାର୍ଥ, କିନ୍ତୁ ଦୁଷ୍ଟ ଲୋକମାନଙ୍କର ଉପଦେଶ ପ୍ରବଞ୍ଚନାପୂର୍ଣ୍ଣ।

ହିତୋପଦେଶ 12:17
ସତ୍ଯବାଦୀମାନେ ନ୍ଯାଯପୂର୍ଣ୍ଣ କଥା କହନ୍ତି। ମାତ୍ର ମିଥ୍ଯାସାକ୍ଷୀମାନେ ପ୍ରବଞ୍ଚନା ପ୍ରକାଶ କରନ୍ତି।

ହିତୋପଦେଶ 14:8
ଚତୁର ଲୋକମାନେ ଜ୍ଞାନୀ, କାରଣ ସମାନେେ ଯେପରି ଭାବରେ ରହନ୍ତି, ସପରେି ଚିନ୍ତା କରନ୍ତି। କିନ୍ତୁ ମୂର୍ଖମାନଙ୍କର ନିର୍ବୋଧତା ଏହି ଯେ, ଅନ୍ୟମାନଙ୍କୁ ଠକି କିପରି ବଞ୍ଚିବେ ସହେି କଥା ଭାବନ୍ତି।