ହିତୋପଦେଶ 25:7 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 25 ହିତୋପଦେଶ 25:7

Proverbs 25:7
ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି। ତାହା ଛାମୁ ରେ ତୁମ୍ଭର ନୀଚୀକୃତ ହବୋ ଅପେକ୍ଷା ବରଂ ଏଠାକୁ ଆସ ବୋଲି କହିବା ଭଲ।

Proverbs 25:6Proverbs 25Proverbs 25:8

Proverbs 25:7 in Other Translations

King James Version (KJV)
For better it is that it be said unto thee, Come up hither; than that thou shouldest be put lower in the presence of the prince whom thine eyes have seen.

American Standard Version (ASV)
For better is it that it be said unto thee, Come up hither, Than that thou shouldest be put lower in the presence of the prince, Whom thine eyes have seen.

Bible in Basic English (BBE)
For it is better to have it said to you, Come up here; than for you to be put down in a lower place before the ruler.

Darby English Bible (DBY)
for better it is that it be said unto thee, Come up hither, than that thou shouldest be put lower in the presence of the prince whom thine eyes see.

World English Bible (WEB)
For it is better that it be said to you, "Come up here," Than that you should be put lower in the presence of the prince, Whom your eyes have seen.

Young's Literal Translation (YLT)
For better `that' he hath said to thee, `Come thou up hither,' Than `that' he humble thee before a noble, Whom thine eyes have seen.

For
כִּ֤יkee
better
ט֥וֹבṭôbtove
said
be
it
that
is
it
אֲמָרʾămāruh-MAHR
up
Come
thee,
unto
לְךָ֗lĕkāleh-HA
hither;
עֲֽלֵ֫הʿălēuh-LAY
lower
put
be
shouldest
thou
that
than
הֵ֥נָּהhēnnâHAY-na
in
the
presence
מֵֽ֭הַשְׁפִּ֣ילְךָmēhašpîlĕkāMAY-hahsh-PEE-leh-ha
prince
the
of
לִפְנֵ֣יlipnêleef-NAY
whom
נָדִ֑יבnādîbna-DEEV
thine
eyes
אֲשֶׁ֖רʾăšeruh-SHER
have
seen.
רָא֣וּrāʾûra-OO
עֵינֶֽיךָ׃ʿênêkāay-NAY-ha

Cross Reference

ଲୂକଲିଖିତ ସୁସମାଚାର 14:7
ଯୀଶୁ ଲକ୍ଷ୍ଯ କଲେ ଯେ, କେତକେ ଅତିଥି ବସିବା ପାଇଁ ଭଲ ଆସନଟିଏ ଖାଜେୁଥିଲେ। ତେଣୁ ଯୀଶୁ ଏହି ଦୃଷ୍ଟାନ୍ତ କହିଲେ:

ଲୂକଲିଖିତ ସୁସମାଚାର 18:14
ମୁଁ ତୁମ୍ଭମାନଙ୍କୁ କହୁଛି, 'ଏହି ଲୋକଟି ଯେତବେେଳେ ତା'ର ପ୍ରାର୍ଥନା ଶଷେ କରି ତା' ଘରକୁ ଫରେିଗଲା, ସେ ପରମେଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ , ସେ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ନଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ ବୋଲି ଭାବେ, ତାକୁ ହୀନ କରି ଦିଆୟିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ କରାୟିବ।'

ପିତରଙ୍କ ପ୍ରଥମ ପତ୍ 5:5
ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।

ହିତୋପଦେଶ 16:19
ଅହଙ୍କାରୀମାନଙ୍କ ସହିତ ଲୁଟିତ ଦ୍ରବ୍ଯ ଭାଗ କରିବା ଅପେକ୍ଷା ଦରିଦ୍ରତାର ସହିତ ନମ୍ର ହବୋ ଭଲ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:1
ଏହାପରେ ମୁଁ ଦେଖିଲି, ମାେ ସମ୍ମୁଖ ରେ ସ୍ବର୍ଗର ଗୋଟିଏ ଦ୍ବାର ଖାେଲା ହାଇେଅଛି। ମୁଁ ଯେଉଁ ସ୍ବର ପୂର୍ବରୁ ଶୁଣିଥିଲି, ସହେି ସ୍ବର ପୁଣି ଶୁଣିଲି। ଏହି ସ୍ବର ତୂରୀନାଦର ଶବ୍ଦ ପରି ମନେ ହେଲା। ସହେି ସ୍ବର କହିଲା, ଏଠାରୁ ଉପରକୁ ଉଠିଆସ ଏବଂ ଭବିଷ୍ଯତ ରେ ଯାହା ଘଟିବ, ତାହା ମୁଁ ତୁମ୍ଭକୁ ଦଖାଇବେି।