Proverbs 25:5
ରାଜାର ଉପସ୍ଥିତିରୁ ଦୁଷ୍ଟ ଉପଦେଷ୍ଟାମାନଙ୍କୁ ହଟାଇ ଦିଅ, ତା ହେଲେ ତାଙ୍କର ସିଂହାସନ ଧାର୍ମିକତା ରେ ସ୍ଥାପିତ ହବେ।
Proverbs 25:5 in Other Translations
King James Version (KJV)
Take away the wicked from before the king, and his throne shall be established in righteousness.
American Standard Version (ASV)
Take away the wicked `from' before the king, And his throne shall be established in righteousness.
Bible in Basic English (BBE)
Take away evil-doers from before the king, and the seat of his power will be made strong in righteousness.
Darby English Bible (DBY)
take away the wicked from before the king, and his throne shall be established in righteousness.
World English Bible (WEB)
Take away the wicked from the king's presence, And his throne will be established in righteousness.
Young's Literal Translation (YLT)
Take away the wicked before a king, And established in righteousness is his throne.
| Take away | הָג֣וֹ | hāgô | ha-ɡOH |
| the wicked | רָ֭שָׁע | rāšoʿ | RA-shoh |
| from before | לִפְנֵי | lipnê | leef-NAY |
| the king, | מֶ֑לֶךְ | melek | MEH-lek |
| throne his and | וְיִכּ֖וֹן | wĕyikkôn | veh-YEE-kone |
| shall be established | בַּצֶּ֣דֶק | baṣṣedeq | ba-TSEH-dek |
| in righteousness. | כִּסְאֽוֹ׃ | kisʾô | kees-OH |
Cross Reference
ହିତୋପଦେଶ 20:8
ଯେଉଁ ରାଜା ବିଚାର ସ୍ଥାନ ରେ ବ ସେ, ସେ ନିଜର ସ୍ବଚକ୍ଷୁ ରେ ଅସତ୍ଯ ବିଷଯସବୁକୁ ପୁଙ୍ଖାନୁପୁଙ୍ଖ ରୂପେ ପରୀକ୍ଷା କରନ୍ତି।
ହିତୋପଦେଶ 16:12
କୁକର୍ମ କରିବା ରାଜାଙ୍କ ନିମନ୍ତେ ଘୃଣାର ବିଷଯ, ଯେ ହତେୁ ଧାର୍ମିକତା ରେ ସିଂହାସନ ସ୍ଥିରୀକୃତ ହୁଏ।
ହିତୋପଦେଶ 29:14
ଯେଉଁ ରାଜା ବିଶ୍ବସ୍ତ ରୂପେ ଦୀନହୀନମାନଙ୍କର ବିଚାର କରେ ତାହାର ସିଂହାସନ ସଦାକାଳ ପାଇଁ ସୁସ୍ଥିର ହବେ।
ହିତୋପଦେଶ 20:28
ଦୟା ଓ ସତ୍ଯତା ରାଜାଙ୍କୁ ରକ୍ଷା କରେ। ପୁଣି ଦୟାଦ୍ବାରା ତାହାର ସିଂହାସନ ସ୍ଥିର ହୁଏ।
ଯିଶାଇୟ 16:5
ତା'ପ ରେ ଜଣେ ନୂତନ ରାଜା ଆସିବେ। ସେ ରାଜା ଦାଉଦ ପରିବାରରୁ ହବେେ। ସେ ବିଶ୍ବସ୍ତ, ଦୟାଳୁ ଓ ସ୍ନହେୀ ହବେେ। ସେ ନ୍ଯାଯ ବିଚାର କରିବେ ଓ ଧର୍ମ ରେ ସମସ୍ତ କାର୍ୟ୍ଯ ସାଧନ କରିବେ।
ଯିଶାଇୟ 9:7
ତାଙ୍କ ରାଜ୍ଯ ରେ କତ୍ତୃର୍ତ୍ବ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସହେି ରାଜା ନ୍ଯାଯ ଓ ଧାର୍ମିକତା ବଳ ରେ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଶାସନ କରିବେ।
ଗୀତସଂହିତା 101:7
ଯେଉଁମାନେ ମିଥ୍ଯା କହନ୍ତି, ସମାନେେ ମାରେ ଏହି ରାଜପ୍ରାସାଦରେ ବାସ କରିପାରିବେ ନାହିଁ। ମିଥ୍ଯାବାଦୀମାନଙ୍କୁ ମାେ ନିକଟତର ହବୋ ପାଇଁ ଦବେି ନାହିଁ।
ଏଷ୍ଟର ବିବରଣ 7:10
ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।
ପ୍ରଥମ ରାଜାବଳୀ 2:46
ତେଣୁ ରାଜା ବନାଯକୁ ଏକ ଆଦେଶ ଦେଲେ, ଶିମିଯକୁ ମାରିବା ପାଇଁ ଏବଂ ସେ ଏହା କଲା। ତା'ପରେ ଶଲୋମନ ନିଜ ରାଜ୍ଯ ଉପରେ ପୁରା ଅଧିକାର ପାଇଲେ।
ପ୍ରଥମ ରାଜାବଳୀ 2:33
ତେଣୁ ସମାନଙ୍କେର ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ଚିରକାଳ ତା'ର ବଂଶ ମସ୍ତକରେ ରହିବ। ମାତ୍ର ପରମେଶ୍ବର ଶାନ୍ତି ଆଣିବେ ଦାଉଦଙ୍କ ପ୍ରତି, ତାଙ୍କ ବଂଶଧରମାନଙ୍କ ପ୍ରତି, ତାଙ୍କ ପରିବାର ପ୍ରତି ଓ ତାଙ୍କ ରାଜ୍ଯ ପ୍ରତି।
ଏଷ୍ଟର ବିବରଣ 8:11
ରାଜାଙ୍କର ଚିଠି ରେ ଲିଖିତ ବିଷଯ ବସ୍ତୁ ଏହି: