Proverbs 25:1
ଏଗୁଡ଼ିକ ହେଉଛି ଶଲୋମନଙ୍କ ରଚିତ ହିତାପଦେେଶ। ଏହି ହିତାପଦେେଶ ଗୁଡ଼ିକ ୟିହୂଦାର ରାଜା ହିଷ୍କୀଯର ଲୋକମାନେ ଲେଖି ଥିଲେ।
Proverbs 25:1 in Other Translations
King James Version (KJV)
These are also proverbs of Solomon, which the men of Hezekiah king of Judah copied out.
American Standard Version (ASV)
These also are proverbs of Solomon, which the men of Hezekiah king of Judah copied out.
Bible in Basic English (BBE)
These are more wise sayings of Solomon, copied out by the men of Hezekiah, king of Judah.
Darby English Bible (DBY)
These are also proverbs of Solomon, which the men of Hezekiah king of Judah transcribed.
World English Bible (WEB)
These also are proverbs of Solomon, which the men of Hezekiah king of Judah copied out.
Young's Literal Translation (YLT)
Also these are Proverbs of Solomon, that men of Hezekiah king of Judah transcribed: --
| These | גַּם | gam | ɡahm |
| are also | אֵ֭לֶּה | ʾēlle | A-leh |
| proverbs | מִשְׁלֵ֣י | mišlê | meesh-LAY |
| of Solomon, | שְׁלֹמֹ֑ה | šĕlōmō | sheh-loh-MOH |
| which | אֲשֶׁ֥ר | ʾăšer | uh-SHER |
| men the | הֶ֝עְתִּ֗יקוּ | heʿtîqû | HEH-TEE-koo |
| of Hezekiah | אַנְשֵׁ֤י׀ | ʾanšê | an-SHAY |
| king | חִזְקִיָּ֬ה | ḥizqiyyâ | heez-kee-YA |
| of Judah | מֶֽלֶךְ | melek | MEH-lek |
| copied out. | יְהוּדָֽה׃ | yĕhûdâ | yeh-hoo-DA |
Cross Reference
ହିତୋପଦେଶ 1:1
ଏହି ହିତାପଦେେଶଗୁଡ଼ିକ ହେଉଛି, ଦାଉଦଙ୍କର ପୁତ୍ର ଶଲୋମନଙ୍କର। ଶଲୋମନ ଇଶ୍ରାୟେଲର ରାଜା ଥିଲେ।
ପ୍ରଥମ ରାଜାବଳୀ 4:32
ତାଙ୍କ ଜୀବନ କାଳ ମଧିଅରେ ସେ 3,000 ନୀତିକଥା ଓ 1,005 ଗୀତ ରଚନା କଲେ।
ହିତୋପଦେଶ 10:1
ଏଗୁଡ଼ିକ ହେଉଛି ଶଲୋମନଙ୍କ ହିତାପଦେେଶ। ଜ୍ଞାନୀ ପୁତ୍ର ପିତାକୁ ଆନନ୍ଦିତ କରେ। କିନ୍ତୁ ମୂର୍ଖ ପୁତ୍ର ତା'ର ମାତାର ଦୁଃଖ ବଢ଼ାଏ।
ଉପଦେଶକ 12:9
ଉପଦେଶକ ଜ୍ଞାନବାନ ହବୋରୁ ଲୋକମାନଙ୍କୁ ନିତ୍ଯ ଜ୍ଞାନ ଶିକ୍ଷା ମିଳିଲା। ପୁଣି ସେ ଅନୁଧ୍ଯାନ କରି ଓ ଅନୁସନ୍ଧାନ କରି ଅନକେ ହିତାପଦେେଶ ସଂଗ୍ରହ କଲେ।
ଯିଶାଇୟ 1:1
ଆମାେସଙ୍କର ପୁତ୍ର ଯିଶାଇୟଙ୍କର ଦର୍ଶନ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଯାହାସବୁ ଘଟିଥିଲା ସେସବୁ ଯିଶାଇୟଙ୍କୁ ଦଖାଇେଲେ ଉଷିୟ, ଯୋଥମ୍, ଆହସ୍ ଓ ହିଜକିଯଙ୍କ ରାଜତ୍ବ କାଳ ରେ ଯିହୁଦା ରେ ଯାହାସବୁ ଘଟିଥିଲା ଯିଶାଇୟ ଦର୍ଶନ କଲେ।
ଯିଶାଇୟ 36:22
ତା'ପ ରେ ହିଲ୍କିଯର ପୁତ୍ର ରାଜଗୃହାଧ୍ଯକ୍ଷ ଇଲିଯାକିମ୍। ଲେଖକ ଗିବ୍ ନ ଓ ଆସଫର ପୁତ୍ର ଇତିହାସ ଲେଖକ ୟୋଯାହ ଆପଣା ଆପଣା ବସ୍ତ୍ର ଚିରି ହିଜକିଯ ନିକଟକୁ ଆସି ରବଶାକିର କଥାସବୁ ତାକୁ ଜଣାଇଲେ।
ଯିଶାଇୟ 37:2
ପୁଣି ହିଜକିଯ ରାଜା ଗୃହାଧ୍ଯକ୍ଷ ଇଲିଯାକିମ୍, ଲେଖକ ଗିବ୍ ନ ଓ ଯାଜକମାନଙ୍କର ପ୍ରାଚୀନବର୍ଗଙ୍କୁ ଅଖ ପିନ୍ଧାଇ ଆମାେସଙ୍କ ପୁତ୍ର ଭବିଷ୍ଯତବକ୍ତା ଯିଶାଇୟଙ୍କ ନିକଟକୁ ପଠାଇଲେ।
ହୋଶେୟ 1:1
ବରେିଙ୍କ ପୁତ୍ର ହାେେଶୟଙ୍କ ନିକଟକୁ ସଦାପ୍ରଭୁଙ୍କ ଏହି ବାର୍ତ୍ତା ଆସିଲା। ଏହି ବାର୍ତ୍ତା ଯିହୁଦାର ରାଜା ଉଷିୟ, ଯୋଥମ, ଆହସ ଓ ହିଜିକିଯଙ୍କ ରାଜତ୍ବ କାଳ ରେ ଓ ଇଶ୍ରାୟେଲର ରାଜା ଯୋୟାସଙ୍କ ପୁତ୍ର ୟାରବିଯାମଙ୍କ ସମୟରେ ଆସିଥିଲା।
ମୀଖା 1:1
ସଦାପ୍ରଭୁଙ୍କ ବାଣୀ ମୀଖାଙ୍କ ନିକଟକୁ ଆସିଥିଲା। ଯୋଥମ, ଆହସ ଓ ହିଜକିଯ ରାଜାମାନଙ୍କ ସମୟରେ ଏହି ବାଣୀ ଆସିଥିଲା। ଏମାନେ ସବୁ ଯିହୁଦାର ରାଜା ଥିଲେ ଓ ମୀଖା ଥିଲେ ମାେ ରେଷ୍ଟୀଯ। ସେ ଶମରିଯା ଓ ୟିରୁଶାଲମ ବିଷଯ ରେ ଏହି ଦର୍ଶନ ଲାଭ କଲେ।