Proverbs 24:27
ବାହା ରେ ତୁମ୍ଭ କାର୍ୟ୍ଯର ଆଯୋଜନ କର। ଆପଣା ନିମନ୍ତେ ସହେି କ୍ଷେତ୍ର ପ୍ରସ୍ତୁତ କର। ଏହାପ ରେ ଆପଣା ଗୃହ ନିର୍ମାଣ କର।
Proverbs 24:27 in Other Translations
King James Version (KJV)
Prepare thy work without, and make it fit for thyself in the field; and afterwards build thine house.
American Standard Version (ASV)
Prepare thy work without, And make it ready for thee in the field; And afterwards build thy house.
Bible in Basic English (BBE)
Put your work in order outside, and make it ready in the field; and after that, see to the building of your house.
Darby English Bible (DBY)
Prepare thy work without, and put thy field in order, and afterwards build thy house.
World English Bible (WEB)
Prepare your work outside, And get your fields ready. Afterwards, build your house.
Young's Literal Translation (YLT)
Prepare in an out-place thy work, And make it ready in the field -- go afterwards, Then thou hast built thy house.
| Prepare | הָ֘כֵ֤ן | hākēn | HA-HANE |
| thy work | בַּח֨וּץ׀ | baḥûṣ | ba-HOOTS |
| without, | מְלַאכְתֶּ֗ךָ | mĕlaktekā | meh-lahk-TEH-ha |
| fit it make and | וְעַתְּדָ֣הּ | wĕʿattĕdāh | veh-ah-teh-DA |
| field; the in thyself for | בַּשָּׂדֶ֣ה | baśśāde | ba-sa-DEH |
| and afterwards | לָ֑ךְ | lāk | lahk |
| build | אַ֝חַ֗ר | ʾaḥar | AH-HAHR |
| thine house. | וּבָנִ֥יתָ | ûbānîtā | oo-va-NEE-ta |
| בֵיתֶֽךָ׃ | bêtekā | vay-TEH-ha |
Cross Reference
ପ୍ରଥମ ରାଜାବଳୀ 5:17
ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ରାଜା ଶଲୋମନ ଏକ ବଡ ପଥର କାଟିବା ପାଇଁ ସମାନଙ୍କେୁ ଆଦେଶ ଦେଲେ।
ପ୍ରଥମ ରାଜାବଳୀ 6:7
ସହେି ଗୃହର କାନ୍ଥ ନିର୍ମାଣ ରେ ବୃହତ୍ ପ୍ରସ୍ତରମାନ ବ୍ଯବହୃତ ହାଇେଥିଲା। ବ୍ଯବହୃତ ପ୍ରସ୍ତରଗୁଡିକ ଖଣି ରେ କଟାୟାଇ ଥିବାରୁ ମନ୍ଦିର ନିର୍ମାଣ ସମୟରେ ହାତୁଡି କିମ୍ବା କଟାଳି ଆଦି ଶଦ୍ଦ ଶୁଣା ଯାଉ ନ ଥିଲା।
ଲୂକଲିଖିତ ସୁସମାଚାର 14:28
ତୁମ୍ଭମାନେେ ଯଦି ଗୋଟିଏ କୋଠଘର ତିଆରି କରିବାକୁ ଚାହୁଁଛ, ତବେେ ତୁମ୍ଭମାନେେ ପ୍ରଥ ସେ ବସି ସ୍ଥିର କରିବ ଯେ, ଏଥି ପାଇଁ କେତେ ଖର୍ଚ୍ଚ ହବେ। ତୁମ୍ଭମାନଙ୍କର ହିସାବ କରି ଦେଖିବା ଉଚିତ ଯେ, କାମଟି ସଂମ୍ପୂର୍ଣ୍ଣ କରିବା ନିମନ୍ତେ ତୁମ୍ଭମାନଙ୍କ ପାଖ ରେ ୟଥେଷ୍ଟ ଅର୍ଥ ଅଛି କି ନାହିଁ।