ହିତୋପଦେଶ 23:16 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 23 ହିତୋପଦେଶ 23:16

Proverbs 23:16
ତୁମ୍ଭେ ଯଥାର୍ଥ କଥା କହିଲେ ମାରେ ହୃଦଯ ଆନନ୍ଦିତ ହବେ।

Proverbs 23:15Proverbs 23Proverbs 23:17

Proverbs 23:16 in Other Translations

King James Version (KJV)
Yea, my reins shall rejoice, when thy lips speak right things.

American Standard Version (ASV)
Yea, my heart will rejoice, When thy lips speak right things.

Bible in Basic English (BBE)
And my thoughts in me will be full of joy when your lips say right things.

Darby English Bible (DBY)
and my reins shall exult, when thy lips speak right things.

World English Bible (WEB)
Yes, my heart will rejoice, When your lips speak what is right.

Young's Literal Translation (YLT)
And my reins exult when thy lips speak uprightly.

Yea,
my
reins
וְתַעְלֹ֥זְנָהwĕtaʿlōzĕnâveh-ta-LOH-zeh-na
shall
rejoice,
כִלְיוֹתָ֑יkilyôtāyheel-yoh-TAI
lips
thy
when
בְּדַבֵּ֥רbĕdabbērbeh-da-BARE
speak
שְׂ֝פָתֶ֗יךָśĕpātêkāSEH-fa-TAY-ha
right
things.
מֵישָׁרִֽים׃mêšārîmmay-sha-REEM

Cross Reference

ହିତୋପଦେଶ 8:6
ଶୁଣ, କାରଣ ମୁଁ ତୁମ୍ଭକୁ ଉତ୍କୃଷ୍ଟ ବିଷଯ କହିବି। ଏବଂ ମୁଁ ତୁମ୍ଭମାନଙ୍କୁ ଉଚିତ୍ କଥା କହିବି। ଯାହା ମାେ ପାଟିରୁ ବାହାରିବ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:29
ଯେ ତବେଳେ ତୁମ୍ଭେ କଥାବାର୍ତ୍ତା କର, ସେତବେେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସମାନଙ୍କେୁ ଶକ୍ତିଶାଳୀ କରିବା ପାଇଁ ସାହାୟ୍ଯ କରିପାରୁଥିବ। ଏହାଦ୍ବାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସମାନଙ୍କେର ମଙ୍ଗଳ ହବେ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:4
ତୁମ୍ଭ ଭିତ ରେ କୌଣସି ମନ୍ଦ କଥା, ମୂର୍ଖତାପୂର୍ଣ୍ଣ କଥାବାର୍ତ୍ତା ବା ଅସତ୍ ପରିହାସ ଯେପରି ନ ହୁଏ। ଏଗୁଡ଼ିକ ତୁମ୍ଭ ପାଇଁ ଅନୁଚିତ। କିନ୍ତୁ ତୁମ୍ଭେ ପରମେଶ୍ବରଙ୍କୁ ସର୍ବଦା ଧନ୍ଯବାଦ ଦେଉଥିବା ଉଚିତ୍।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:4
ମୁଁ ଯେପରି ଏହି ସତ୍ଯ ଲୋକମାନଙ୍କ ଆଗ ରେ ସ୍ପଷ୍ଟ କରିପାରିବି, ସେଥିପାଇଁ ପ୍ରାର୍ଥନା କର। ମୁଁ ତାହା କରିବା ଉଚିତ୍।

ଯାକୁବଙ୍କ ପତ୍ 3:2
ଆମ୍ଭେ ସମସ୍ତେ ଅନକେ ଭୁଲ କରୁ। ଯଦି ଜଣେ ଲୋକ କୌଣସି ଭୁଲ କଥା କହି ନାହିଁ, ତା ହେଲେ ସେ ଜଣେ ସିଦ୍ଧ ମଣିଷ ଅଟେ। ସେ ନିଜ ସମସ୍ତ ଶରୀରକୁ ମଧ୍ଯ ସଂୟତ କରିପାରିବ।