ହିତୋପଦେଶ 21:1 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 21 ହିତୋପଦେଶ 21:1

Proverbs 21:1
କୃଷକ ତା'ର ଜମି ରେ ପାଣି ମଡ଼ାଇବା ପାଇଁ େଛାଟ ନାଳ କରେ। ସେ ତା'ର ଜଳ ୟୁଆଡ଼େ ନବୋକୁ ଚା ହେଁ ସେଆଡ଼େ ତା'ର ନାଳ ବଙ୍କଇେ ନିଏ। ରାଜାଙ୍କର ମନ ଠିକ୍ ଜଳର ଗତିପରି, ୟୁଆଡ଼େ ଇଚ୍ଛା ସିଆଡ଼େ ନଇୟୋଏ।

Proverbs 21Proverbs 21:2

Proverbs 21:1 in Other Translations

King James Version (KJV)
The king's heart is in the hand of the LORD, as the rivers of water: he turneth it whithersoever he will.

American Standard Version (ASV)
The king's heart is in the hand of Jehovah as the watercourses: He turneth it whithersoever he will.

Bible in Basic English (BBE)
The king's heart in the hands of the Lord is like the water streams, and by him it is turned in any direction at his pleasure.

Darby English Bible (DBY)
The king's heart in the hand of Jehovah is [as] brooks of water: he turneth it whithersoever he will.

World English Bible (WEB)
The king's heart is in Yahweh's hand like the watercourses. He turns it wherever he desires.

Young's Literal Translation (YLT)
Rivulets of waters `is' the heart of a king in the hand of Jehovah, Wherever He pleaseth He inclineth it.

The
king's
פַּלְגֵיpalgêpahl-ɡAY
heart
מַ֣יִםmayimMA-yeem
hand
the
in
is
לֶבleblev
of
the
Lord,
מֶ֭לֶךְmelekMEH-lek
rivers
the
as
בְּיַדbĕyadbeh-YAHD
of
water:
יְהוָ֑הyĕhwâyeh-VA
he
turneth
עַֽלʿalal
whithersoever
it
כָּלkālkahl

אֲשֶׁ֖רʾăšeruh-SHER
he
will.
יַחְפֹּ֣ץyaḥpōṣyahk-POHTS
יַטֶּֽנּוּ׃yaṭṭennûya-TEH-noo

Cross Reference

ହିତୋପଦେଶ 16:9
ମନୁଷ୍ଯର ମନ ଆପଣାର ପଥ ବିଷଯ ରେ କଳ୍ପନା କରେ, ମାତ୍ର ସଦାପ୍ରଭୁ ତାହାର ଚାଲିବାକୁ ନିର୍ଦ୍ଦେଶ କରନ୍ତି।

ହିତୋପଦେଶ 20:24
ସଦାପ୍ରଭୁଙ୍କଠାରୁ ମନୁଷ୍ଯର ପାଦଗତି ହୁଏ, ତେଣୁ ମନୁଷ୍ଯ ଆପଣା ବାଟ ଠିକ୍ ରୂପେ ବୁଝିପା ରେ ନାହିଁ।

ଏଜ୍ରା 6:22
ଏବଂ ସାତଦିନ ଆନନ୍ଦ ରେ ତାଡୀଶୂନ୍ଯ ରୋଟୀର ପର୍ବ ପାଳନ କଲେ। କାରଣ ସଦାପ୍ରଭୁ ସମାନଙ୍କେୁ ଅନନ୍ଦିତ କରିଥିଲେ ଓ ପରମେଶ୍ବରଙ୍କ ମନ୍ଦିର କାର୍ୟ୍ଯ ରେ ସମାନଙ୍କେ ହସ୍ତ ସବଳ କରିବା ନିମନ୍ତେ ସମାନଙ୍କେ ପ୍ରତି ଅଶୂରୀଯ ରାଜାର ଅନ୍ତଃକରଣ ଫରୋଇ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:10
ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରି ଦେଲେ।

ଦାନିଏଲ 4:35
ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ବର୍ଗୀଯ ଶକ୍ତି ବଳ ରେ ପରମେଶ୍ବର ନିଜ ଇଚ୍ଛାନୁସା ରେ ପୃଥିବୀ ନିବାସୀମାନଙ୍କ ମଧିଅରେ କାର୍ୟ୍ଯ କରନ୍ତି। କହେି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନପା ରେ ଓ କହେି ତାଙ୍କୁ କିଛି ପ୍ରଶ୍ନ କରି ନପା ରେ।

ଗୀତସଂହିତା 106:46
ସେ ସମାନଙ୍କେର ସମସ୍ତଙ୍କୁ ବନ୍ଦି କରିଥିବା ମନରେ ଦୟା ଦଖାଇେଲେ।

ହିତୋପଦେଶ 16:1
ମନୁଷ୍ଯ କଳ୍ପନା କରେ। କିନ୍ତୁ ନିର୍ଣ୍ଣଯ ସଦାପ୍ରଭୁଙ୍କ ପାଖରୁ ଆ ସେ।

ଏଜ୍ରା 7:27
ସଦାପ୍ରଭୁ, ଆମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ବରଙ୍କର ପ୍ରଶଂସା କର। ୟିରୁଶାଲମସ୍ଥ ସଦାପ୍ରଭୁ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣ ରେ ପରମେଶ୍ବର ଏହିପରି ମନୋଭାବ ଦଇେଅଛନ୍ତି। ୟିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣ ରେ ପରମେଶ୍ବର ଏହିପରି ପ୍ରବୃତ୍ତି ଦଇେଅଛନ୍ତି।

ଗୀତସଂହିତା 105:25
ମିଶରୀଯମାନେ ତାଙ୍କର ଲୋକମାନଙ୍କୁ ଘୃଣା କରିବାକୁ ଲାଗିଲେ ଏବଂ ତାଙ୍କର କ୍ରୀତଦାସଙ୍କ ବିରୁଦ୍ଧରେ ଯୋଜନା କଲେ।

ନିହିମିୟା 1:11
ହେ ସଦାପ୍ରଭୁ, ବିନଯ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ସମ୍ମାନ କରିବା ରେ ଆନନ୍ଦ କରନ୍ତି, ଏମନ୍ତ ତୁମ୍ଭ ଦାସର ଓ ସମସ୍ତ ଦାସମାନଙ୍କର ପ୍ରାର୍ଥନା ପ୍ରତି ଟିକେ କର୍ଣ୍ଣପାତ କର। ଆଉ ପ୍ରାର୍ଥନା କରୁଅଛି ଆଜି ଆପଣା ଦାସକୁ ସଫଳ କରାଅ। ଏହି ବ୍ଯକ୍ତିର ଦୃଷ୍ଟି ରେ ତାହାକୁ ଦୟାପ୍ରାପ୍ତ ହବୋକୁ ଦିଅ। ଏ ସମୟରେ, ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।

ନିହିମିୟା 2:4
ଏହାପରେ ରାଜା ମାେତେ କହିଲେ, ମାେ ନିକଟରୁ କ'ଣ ସାହାୟ୍ଯ ତୁମ୍ଭେ ଗ୍ଭହଁ।

ଗୀତସଂହିତା 74:15
ତୁମ୍ଭେ ନଦୀ ଓ ଝରଣା ସୃଷ୍ଟିକରି ସେଥିରୁ ପାଣି ବୁହାଇଲ ଏବଂ ତୁମ୍ଭେ ନଦୀସବୁକୁ ଶୁଷ୍କ କରାଇଲ।

ଯିଶାଇୟ 44:27
ଆମ୍ଲଭ ଗଭୀର ଜଳକୁ ଶୁଷ୍କସହବାକୁ କହୁ ଓ ତୁମ୍ଭର ନଦନଦୀଗୁଡ଼ିକ ଶୁଷ୍କ କରିଦଲଉ।

ଗୀତସଂହିତା 93:4
ଜଳରାଶିର ଧ୍ବନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା ଉର୍ଦ୍ଧ୍ବସ୍ଥ ସଦାପ୍ରଭୁ ବଳବାନ।