ହିତୋପଦେଶ 20:26 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 20 ହିତୋପଦେଶ 20:26

Proverbs 20:26
ଜ୍ଞାନୀ ରାଜା ଦୁଷ୍ଟମାନଙ୍କୁ ଅଲଗା କରେ, ଶସ୍ଯରୁ ଅଗାଡ଼ି ଅଲଗା କଲାପରି ତା' ଉପ ରେ ସେ ଚକ୍ର ବୁଲାଏ।

Proverbs 20:25Proverbs 20Proverbs 20:27

Proverbs 20:26 in Other Translations

King James Version (KJV)
A wise king scattereth the wicked, and bringeth the wheel over them.

American Standard Version (ASV)
A wise king winnoweth the wicked, And bringeth the `threshing' -wheel over them.

Bible in Basic English (BBE)
A wise king puts evil-doers to flight, and makes their evil-doing come back on them.

Darby English Bible (DBY)
A wise king scattereth the wicked, and bringeth the wheel over them.

World English Bible (WEB)
A wise king winnows out the wicked, And drives the threshing wheel over them.

Young's Literal Translation (YLT)
A wise king is scattering the wicked, And turneth back on them the wheel.

A
wise
מְזָרֶ֣הmĕzāremeh-za-REH
king
רְ֭שָׁעִיםrĕšāʿîmREH-sha-eem
scattereth
מֶ֣לֶךְmelekMEH-lek
the
wicked,
חָכָ֑םḥākāmha-HAHM
bringeth
and
וַיָּ֖שֶׁבwayyāšebva-YA-shev
the
wheel
עֲלֵיהֶ֣םʿălêhemuh-lay-HEM
over
אוֹפָֽן׃ʾôpānoh-FAHN

Cross Reference

ହିତୋପଦେଶ 20:8
ଯେଉଁ ରାଜା ବିଚାର ସ୍ଥାନ ରେ ବ ସେ, ସେ ନିଜର ସ୍ବଚକ୍ଷୁ ରେ ଅସତ୍ଯ ବିଷଯସବୁକୁ ପୁଙ୍ଖାନୁପୁଙ୍ଖ ରୂପେ ପରୀକ୍ଷା କରନ୍ତି।

ଦିତୀୟ ଶାମୁୟେଲ 4:9
ତଥାପି ଦାଉଦ ରିମ୍ମୋଣର ପକ୍ସ୍ଟତ୍ରଗଣ ରେଖବ୍ ଓ ବାନାକକ୍ସ୍ଟ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମାେତେ ସମସ୍ତ ବିପଦରକ୍ସ୍ଟ ରକ୍ଷା କରିଛନ୍ତି।

ଦିତୀୟ ଶାମୁୟେଲ 12:31
ସେ ସହରର ଲୋକମାନଙ୍କୁ ବାହାର କରି ଆଣି ସମାନଙ୍କେୁ କରତ ଓ ଲକ୍ସ୍ଟହାମଇ ଓ ଲକ୍ସ୍ଟହା କକ୍ସ୍ଟରାଢି ଦ୍ବାରା କଠିନ କାର୍ୟ୍ଯ କରାଇ ଦଣ୍ତ ଦେଲେ ଓ ସମାନଙ୍କେୁ ଇଟା ତିଆରି କରାଇଲେ। ସେ ଅେମ୍ମାନୀୟମାନଙ୍କ ସମକ୍ସ୍ଟଦାଯ ନଗର ପ୍ରତି ଏପରି କଲେ। ଏହାପରେ ଦାଉଦ ଓ ସମସ୍ତ ଲୋକ ଯିରୁଶାଲମକୁ ଫରେି ଆସିଲେ।

ଗୀତସଂହିତା 101:5
ଯେଉଁ ଲୋକ ଗୋପନରେ ଆପଣା ପଡ଼ୋଶୀର ଅପବାଦ କରେ ମୁଁ ତାକୁ ଧ୍ବଂସ କରିଦବେି। ମୁଁ ଲୋକମାନଙ୍କୁ ଗର୍ବୀ ହବୋକୁ ଦବେି ନାହିଁ। ସମାନେେ ଅନ୍ୟମାନଙ୍କଠାରୁ ଭଲ ବୋଲି ତାଙ୍କୁ ଚିନ୍ତା କରିବା ପାଇଁ ଦବେି ନାହିଁ।

ଯିଶାଇୟ 28:27
କୃଷକ କ'ଣ କଳାଜିରାକୁ କୌଣସି ତୀକ୍ଷ୍ମ ପତ୍ର ରେ ପଷେେ ? ସେ କ'ଣ ଜିରା ଅମଳ କରିବା ପାଇଁ ଶକଟ ଚକ୍ର ବୁଲାଏ ? ସେ ୟଷ୍ଟି ବ୍ଯବହାର କରି ସମାନଙ୍କେୁ ଅମଳ କରେ।